Odisha News Portal

ସାବଧାନ! କୋବି ରୁ ବାହାରିଲା ବିଷଧର ସାପ ଛୁଆ, ମା” ଝିଅଙ୍କୁ ସିଧା ପଠାଇଦେଲା ହସ୍ପିଟାଲ । ଆଶ୍ଚର୍ଯ୍ୟ ଜନକ ଘଟଣା, କୋବି ଖାଉଥିଲେ ସେୟାର କରି ସାବଧାନ କରାନ୍ତୁ…

ଆଜିର ଦୁନିଆରେ ଲୋକମାନେ ଏତେ ବ୍ୟସ୍ତତା ମଧ୍ୟରେ ରହୁଛନ୍ତି କି ସାଧାରଣ ବା ଛୋଟ ଛୋଟ କଥା ପ୍ରତି ସେମାନେ ଧ୍ୟାନ ଦିଅନ୍ତି ନାହିଁ । ମାତ୍ର ଏହି ଛୋଟ ଛୋଟ କଥା ମଧ୍ୟ ତାଙ୍କ ଜୀବନ ପାଇଁ ଯେ କେତେ ବିପଦ ଆଣିପାର ତାହା ସେମାନେ କେବେ କଳ୍ପନା କରିନଥାନ୍ତି । ଆଜିର ଯୁବପିଢି ମାନେ ନିଜ ନିଜର କାଯ୍ୟ ରେ ଵ୍ୟସ୍ତ , ନିଜ ନିଜର ଲାଭ ପାଇଁ କିଛି ବି କାର୍ଯ୍ୟ କରିବା ପାଇଁ ପଛୁନାହାନ୍ତି । ଆପଣ ମାନେ ତ ଜାଣିଛନ୍ତି ଏବେ ଶୀତର ସମୟ ଚାଲିଛି ଅର୍ଥାତ ଶୀତ ଋତୁ ଚାଲିଛି । କାହାକୁ ଏହି ଶୀତ ଭଲ ଲାଗେ ତ ପୁଣି କାହାକୁ ଭଲ ଲାଗେ ନାହିଁ ।

ମାତ୍ର ଏହି ଶୀତ ଋତୁରେ ଅନେକ ପ୍ରକାର ନୂଆ ନୂଆ ପରିବା ମାର୍କେଟକୁ ଆସିଥାଏ ବା ସେହି ପରିବା ଗୁଡିକ ଶୀତ ଋତୁରେ ହୋଇଥାଏ ।ମାତ୍ର ଡାକ୍ତର ମାନେ ସବୁବେଳେ କହିଥାନ୍ତି ଯେ ଶୀତ ଦିନରେ ପନିପରିବା ରେ ଅନେକ ପ୍ରକାରର ଛୋଟ ଛୋଟ କିଟପତଙ୍ଗ ରହିଥାନ୍ତି ତେଣୁ ପନିପରିବା କୁ ଭଲ ଭାବରେ ଧୋଇ ତାକୁ ପରିଷ୍କାର କରିବା ସହ ବଜାର ରୁ ଏହାକୁ ଆଣିବା ସମୟରେ ମଧ୍ୟ ଠିକ ଭାବରେ ଦେଖିବା ଆବଶ୍ୟକ ।

ଯାହା ଦ୍ୱାରା ଆମେ ମାନେ କିଛି ଅସୁବିଧାର ସମ୍ମୁଖୀନ ହେବା ନାହିଁ । ଶୀତ ଦିନରେ ଆମ ବଜାର ରେ ଅନେକ ନୁଆ ନୂଆ ପନିପରିବା ଦେଖିବା କୁ ମିଳିଥାଏ ଏବଂ ଏଥି ମଧ୍ୟରୁ କୋବି (ଫୁଲକବି)ହେଉଛି ଅନ୍ୟତମ ଯାହାକି ଲୋକମାନ ଙ୍କୁ ବହୁତ ପସନ୍ଦ ଆସିଥାଏ ।

ମାତ୍ର ଏହି କୋବି ୟେ ଜଣେ ମନୁଷ୍ୟ ପ୍ରିତ ଅକାଳ ମୃତ୍ୟୁ ଆଣିଦେବ ତାହା କେବେବ ଭାବିଛନ୍ତି କି । ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ଘଟଣା ବିଷୟରେ କହିବୁ , ୟେଉଁତିରେ ଫୁଲକୋବି ଖାଇବା ପାଇଁ ଆଣିଥିଲେ ହେଲେ ତା ପରେ ଯାହା ହେଲା । 

ସୂଚନାଯୋଗ୍ୟ ଯେ, ଗତ କାଲି ଭୋପାଲ ରେ ଘଟିଛି ଏକ ଅଭାବନୀୟ ଘଟଣା , ଭୋପାଲ ର ଜଣେ 35 ବର୍ଷୀୟ ମହିଳା ବଜାରରୁ ଏକ କୋବି ଘରକୁ ଆଣିଥିଲେ କିନ୍ତୁ ସେ ଜାଣିନଥିଲେ କି ସେହି କୋବି ମଧ୍ୟରେ ଲୁଚି ରହିଛି ଏକ ବିଷଧର ସାପ ଛୁଆ । ଯେତେବେଲେ ସେହି କୋବିକୁ ମା ଏବଂ ଛୁଆଁ ରାନ୍ଧିବା ପାଇଁ କାଟିବା ଆରମ୍ଭ କଲେ ସେହି ସମୟରେ ସେହି ସାପଟି ତାଙ୍କୁ କାମୁଡି ଦେଇଛି , ମାତ୍ର ସେମାନେ ଏ ବିଷୟରେ ଅଜଣା ଥିଲେ ।

ମାତ୍ର ଯେତେବେଳେ ସାପ ର ବିଷ ଝିଅ ର ଶରୀର ଉପରେ ପ୍ରଭାବ ପକେଇଲା ସେତେବେଳେ ଝିଅ ଟି ବାନ୍ତି କରିବା ସହ ଅଚେତ ହୋଇଯାଇଥିଲା ଏବଂ ପରେ ଏହାର ପ୍ରଭାବ ମହିଳା ଙ୍କର ଉପରେ ପଡିବା ପରେ ସେ ପାଟି କରିଥିଲେ ।

ପାଟି ଶୁଣିବା ମାତ୍ରେ ପଡୋଶୀ ମାନେ ଦୌଡି ଆସିଲେ ଏବେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କଲେ । ପ୍ରଥମେ ଉଭୟ ଙ୍କର ଅବସ୍ଥା ଅତ୍ୟନ୍ତ ଶୌଚନୀୟ ହୋଇପଡିଥିଲା । ମାତ୍ର ବର୍ତ୍ତମାନ ସେମାନ ଙ୍କର ଆବସ୍ଥ ରେ ସୁଧାର ଆସିଥିବାର ସୂଚନା ଦେଇଛନ୍ତି ଡାକ୍ତର ଧର୍ମେନ୍ଦ୍ର ସିଂହ ଷ ସେ କହିଛନ୍ତି କି ଏକ ବିଷଧର ସାପ ସେମାନଙ୍କୁ ଚୋଟ ମାରିଛି ବୋଲି । ତେଣୁ ଆପଣ ମାନେ ପନିପରିବା ଆଣିବା ସମୟରେ ତାହାକୁ ଭଲ ଭାବରେ ଦେଖି , ଧୋଇ କରି ତାହାର ରୋଷେଇ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।