Odisha News Portal

କଣ ଆପଣ ଜାଣନ୍ତି କି! ସାଉଥ୍ ପିଲ୍ମ ଜଗତରେ ସବୁଠୁ ଧନୀ ହିରୋଇନ୍ କିଏ ? ଜାଣନ୍ତୁ କେଉଁ ଅଭିନେତ୍ରୀ ଙ୍କର କେତେ ସମ୍ପତ୍ତି ….

ଆଜି ଆମେ ଆପଣ ମାନଙ୍କୁ ସାଉଥ୍ ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଂ ମାନେ କି ବଲିଉଡର ହିରୋଇମାନଙ୍କ ଠାରୁ କୋଣସି ଗୁଣରେ କି ସୁନ୍ଦରତାରେ କମ ନୁହଁନ୍ତି । ଏହାସହିତ ସେମାନଙ୍କ ଠାରୁ ଟଙ୍କା ପଇସାରେ ମଧ୍ୟ କମ୍ ନୁହଁନ୍ତି । ତେବେ ଚାଲନ୍ତୁ ଜାଣିବା ସାଉଥର ସେହି ଧନୀ ହିରୋଇନ ମାନଙ୍କ ବିଷୟରେ ଯେଉଂମାନେ କି ବଲିଉଡର ହିରୋଇନ ମାନଙ୍କ ସହିତ ମଧ୍ୟ ସମାନ ।

ତେବେ ଯେତିକି ବଲିଉଡ ହିରୋଇନ ମାନଙ୍କ ନାମ ରହିଛି, ସେତିକି ଟଲିଉଡ ଇଣ୍ଡଷ୍ଟ୍ରିର ହିରୋଇ ମାନଙ୍କର ନାମ ରହିଛି । ସବୁ ସମୟରେ ସାଉଥ ଫିଲ୍ମର ହିରୋଇନ ମାନେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ଟଲିଉଡର ସବୁଠୁ ଧନୀ ଅଭିନେତ୍ରୀଙ୍କ ବିଷୟରେ କହିବୁ ।

1. ତମ୍ମନା ଭାଟ୍ଟିଆ –

ଯିଏକି ବାହୁବଳୀ ଫିଲ୍ମ ପରେ ପରେ ହିଁ ବହୁତ ପପୁଲାରଟି ହାସଲ କରିଥିଲେ । ତେବେ ସେ ବର୍ତ୍ତମାନ ସମୟରେ ପ୍ରାୟ 60 ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି । ତମ୍ମନା ଗୋଟିଏ ଫିଲ୍ମ ପାଇଁ 1 କୋଟି 70 ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

2. ସମନ୍ଥା ଆକିନେନି-

ସମନ୍ଥା ଆକିନେନିଙ୍କୁ ଚାରୋଚଟି ଫିଲ୍ମରେ ଏୟାର ଆୱାର୍ଡ ମିଳି ସାରିଛି । ଏହାସହିତ ସେ ବହୁତ ଗୁଡିଏ ବ୍ରାଣ୍ଡର ପ୍ରମୋସନ ଏବଂ ଏନଜିଓ ବି ଚଳେଇଥାନ୍ତି । ସେ ଗୋଟିଏ ଫିଲ୍ମ ପାଇଁ 2 କୋଟି ଟଙ୍କା ଚାର୍ଜ କରିଥାନ୍ତି ।

3. ଶୃତି ହାସନ୍ –

ଶୃତି ହାସନ୍ ବହୁତ ହିଁ ଫେମସ୍ ଅଭିନେତ୍ରୀ । ଏହି୍ ଅଭିନେତ୍ରୀଙ୍କୁ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେ ଗୋଟିଏ ଫିଲ୍ମ କରିବା ପାଇଁ 2 କୋଟି 5 ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି ।

4. କାଜଲ ଅଗ୍ରୱାଲ

ଏହି ଅଭିନେତ୍ରୀ ହେଉଛନ୍ତି ସାଉଥର ଜଣେ ବହୁତ ଫେମସ ତଥା ନାମୀଦାମୀ ଅଭିନେତ୍ରୀ । ତେବେ ସେ ଗୋଟିଏ ଫିଲ୍ମ କରିବା ପାଇଁ 3 କୋଟି ଟଙ୍କା ନେଇଥାନ୍ତି ।

5. ଅନୁଷ୍କା ସେଠି –

ଅନୁଷ୍କା ସେଠୀଙ୍କୁ ମଧ୍ୟ ତିନୋଟି ଫିଲ୍ମରେ ଏୟାର ଆୱାର୍ଡ ମିଳି ସାରିଛି । ତମ୍ମନାଙ୍କ ପରି ଅନୁଷ୍କା ମଧ୍ୟ ବାହୁବଳୀରେ କାମ କରି ଏବେ ଆକାଶକୁ ଛୁଇଁ ଯାଇଛନ୍ତି । ତେବେ ସେ ଗୋଟିଏ ଫିଲ୍ମରେ କାମ କରିବା ପାଇଂ 4 କୋଟି ଟଙ୍କା ନେଇଥାନ୍ତି ।

6. ଅଂଶୁକା ମଟୁଆନି –

ଅଂଶୁକା ଜଣେ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ବହୁତ ଫିଲ୍ମରେ କାମ କରିଥିବା ବେଳେ ବର୍ତ୍ତମାନ ସମୟରେ ହାଏଷ୍ଟ ପେଡ୍ ଅଭିନେତ୍ରୀ ଭାବରେ ପରିଚିତ ଅଟନ୍ତି । ସେ ଗୋଟିଏ ଫିଲ୍ମ ପାଇଂ 1କୋଟି 25 ଲକ୍ଷ ଟଙ୍କା ନିଅନ୍ତି ।

7. ରକୁଲ ପ୍ରିତ ସିଂ –

ରାକୁଲ ପ୍ରିତଙ୍କୁ ତେଲେଙ୍ଗାନାରେ ବେଟି ବଚାଓ, ବେଟି ପଢାଓ ରେ ବ୍ରାଣ୍ଡ ଆମ୍ବାସିଡର କରାଯାଇଥିବା ବେଳେ ସେ ଗୋଟିଏ ଫିଲ୍ମ ପାଇଁ 1କୋଟି ଟଙ୍କା ନେଇଥାନ୍ତି ।-

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।