Teeth Tips – ମାତ୍ର 2 ମିନିଟରେ 2ଟି ପେଡା ପତ୍ର କଳା ଦାନ୍ତ ( Teeth ) କୁ ପୁରା ଧଳା କରିଦେବ, ଦେଖି ଆଶ୍ଚର୍ଯ୍ୟ ହେବେ…

ବନ୍ଧୁଗଣ ବର୍ତମାନ ଦାନ୍ତ ହଳଦିଆ ପଡିବା ଏବଂ ଦାନ୍ତରେ ସୋଢା ଜମିଯିବା ପରି ସମସ୍ୟା ଅନେକ ଲୋକ ମାନଙ୍କ ପାଖରେ ଦେଖା ଯାଇଥାଏ |ଦାନ୍ତର ରଙ୍ଗ ହଳଦିଆ ପଡ଼ିବାର ମୁଖ୍ୟ କାରଣ ହେଉଛି ନିଶା ଦ୍ରବ୍ୟ ସେବନ କରିବା |ଆପଣ ଯଦି ପ୍ରତିଦିନ ପାନ, ଗୁଟକା ଆଦି ସେବନ କରୁଛନ୍ତି ତେବେ ଆପଣକୁ ଏହିପରି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି |

ଦାନ୍ତରେ ସୋଡ଼ା ଜମିଯିବା ଦ୍ଵାରା ଆପଣଙ୍କୁ କାହା ସାମନାରେ କଥା କହିବା ଏବଂ ମନ ଖୋଲି ହସିବାକୁ ଭଲ ଲାଗିନାଥାଏ |ମୁଁ ଆଜି ଆପଣକୁ ଦାନ୍ତର ଏହି ସୋଢା ବା ହଳଦିଆ ପଣ ଛଡ଼ାଇବା ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବି, ଏହା ସମ୍ପୂର୍ଣ ଆୟୁର୍ବେଦିକ ଉପଚାର ଅଟେ, ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ ନାହିଁ |ଏହି ଘରୋଇ ଉପଚାରକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଦାନ୍ତର ରଙ୍ଗ ଧଳା ହେବା ସହିତ ମୋତି ପରି ଚକ ଚକ ଦେଖାଯିବ, ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ଆବଶ୍ୟକ ସାମଗ୍ରୀ :-ଲୁଣ,ହଳଦୀ ଗୁଣ୍ଡ, ସୋରିଷ ତେଲ ଓ ପିଜୁଳି ପତ୍ର

ପ୍ରସ୍ତୁତି :-ଆପଣ ଏହି ଦାନ୍ତ ଜନିତ ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ ଏକ ଚୁଟକୀ ଲୁଣ ନିଅନ୍ତୁ, ତାହା ସହିତ ଆପଣ ଏକ ଚୁଟକୀ ହଳଦି ଗୁଣ୍ଡ ଏବଂ ଅଧା ଚାମୋଚ ସୋରିଷ ତେଲ ଏବଂ ଦୁଇରୁ ତିନୋଟି କଅଁଳ ପିଜୁଳି ପତ୍ର ନିଅନ୍ତୁ |ଏହି ସମସ୍ତ ସାମଗ୍ରୀକୁ ଆପଣ ଭଲରେ ମିଶାଇ ଗ୍ରାଇଣ୍ଡିଙ୍ଗ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ |

ବ୍ୟବହାର :-ଆପଣ ଏହି ପେଷ୍ଟକୁ ସପ୍ତାହରେ ଦୁଇରୁ ତିନିଥର ସକାଳ ଯେପରି ବ୍ରଶ କରାଯାଏ ସେହିପରି ନିଜ ବ୍ରସରେ ପେଷ୍ଟକୁ ନେଇ ଭଲରେ ବ୍ରସ କରନ୍ତୁ |ଏହି ପେଷ୍ଟ ଆପଣ ଲଗାତାର ଭାବରେ ବ୍ୟବହାର କରନ୍ତୁ ନାହିଁ, ଏହାକୁ ଆପଣ ଦିନେ ଛାଡି ଦିନେ ବ୍ୟବହାର କରନ୍ତୁ |ଏହି ପେଷ୍ଟ ଆପଣ କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଦାନ୍ତ ଜନିତ ଅନେକ ସମସ୍ୟା ସମ୍ପୂର୍ଣ ଭଲ ହୋଇଯାଏ ଏବଂ ଆପଣ ସୁସ୍ଥ ହୋଇଯାନ୍ତି ଏହା ଆପଣଙ୍କ ଦାନ୍ତ ପାଇଁ ରାମ ବାଣ ପରି କାମ କରିଥାଏ, ଏହି ହୋମ ରେମିଡ଼ିରେ କୌଣସି ସାଇଡ ଇଫେକ୍ଟ ନଥାଏ |

ଏହା ପେଷ୍ଟ

ଆପଣଙ୍କ ଦାନ୍ତର କେବଳ ସୋଢା ପଣକୁ ଦୂର କରିନଥାଏ, ଏହା ଆପଣଙ୍କ ଦାନ୍ତ ଯଦି ପୋକ ଖାଇଥାଏ କିମ୍ବା ଦାନ୍ତର ମାଢି ଇନଫେକ୍ସନ ହୋଇ ଯଦି ଯନ୍ତ୍ରଣା କରୁଥାଏ ତେବେ ଆପଣ ଏହି ପେଷ୍ଟ ବ୍ୟବହାର କରିବା ଦ୍ଵାରା ଆପଣଙ୍କର ଏହି ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଦୂର ହୋଇଯାଏ |ଆପଣକୁ ଆଉ କେବେ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାଏ, ଆପଣ ସମ୍ପୂର୍ଣ ସୁସ୍ଥ ହୋଇଯାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment