Odisha News Portal

ଦେଖନ୍ତୁ Shocking ଭିଡ଼ିଓ : ଝିଅ କାନ୍ଦିଲା ବେଳେ କହୁଥିଲା ମୁଁ ବି ବାପାଙ୍କ ସହ ଜଳିବି, ତାଙ୍କ କଥାକୁ କେହି ଗୁରୁତ୍ଵ ଦେଇନଥିଲେ, ଆଉ ତା ପରେ…..

ସମଗ୍ର ଦେଶରେ କରନା ଭାଇରସ ଏକ ଆତଙ୍କ ସୃଷ୍ଟି କରିଛି। ଗତ ବର୍ଷ ଅପେକ୍ଷା ଏହି ବର୍ଷ ଅତି ଭୟାବହ ରୂପ ଧାରଣ କରିଛି। ଏ ବର୍ଷ କରନା ଯୋଗୁଁ ଅଧିକ ଲୋକ ମରୁଛନ୍ତି, ବର୍ତ୍ତମାନ ଦେଶରେ ଏପରି ସ୍ଥିତି ଉପୁଜିଛି ଯେ , ଲୋକଙ୍କୁ ସମସାନରେ ମଧ୍ୟ ଜାଗା ମିଳୁନାହିଁ। ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକ କରନାରେ ସଂକ୍ରମିତ ହେଉଛନ୍ତି। ଏବଂ ହଜାର ହଜାର ଲୋକ ପ୍ରତ୍ୟେକ ଦିନ ମରୁଛନ୍ତି। ବର୍ତ୍ତମାନ କରାନାର ଦ୍ୱିତୀୟ ଲହରୀ ଚାଲିଛି, ଦ୍ୱିତୀୟ ଲହରୀ ଏତେ ଭୟଙ୍କର ଯେ ଲୋକ ମାନେ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି। ପ୍ରତ୍ୟେକ ଦିନ ବିଭିନ୍ନ ଜାଗାରୁ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳୁଛି, ଯାହାକୁ ଦେଖିବା ମାତ୍ରେ ରୁମ ଟାଙ୍କୁରି ଉଠୁଛି।

ତେବେ ବନ୍ଧୁଗଣ ବର୍ତ୍ତମାନର କରନା ସମୟରେ ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ଦେଖିବା ମାତ୍ରେ ଆପଣଙ୍କ ଆଖିରୁ ଲୁହ ଆସିଯିବ। ଯାହାକି ଜଣେ ଝିଅ କରନା ରେ ମୃତ ବାପାଙ୍କ ଜୁଇକୁ ଡେଇଁ ଜଳିଗଲା। ତେବେ ବନ୍ଧୁଗଣ ଆପଣମାନେ ସମ୍ପୂର୍ଣ୍ଣ ଘଟଣା ଜାଣିଲା ପରେ ନିଜର ଦୁଃଖ ସମ୍ଭାଳି ପାରିବେ ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୁର୍ଣ୍ଣ ଘଟଣା;

ସୂଚନା ଅନୁସାରେ ରାଜସ୍ଥାନ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ କରନା ରେ ମୃତ୍ୟୁ ହୋଇ ଯାଇଥିଲା। କରନାରେ ମୃତ ବ୍ୟକ୍ତିର କେହି ପୁଅ ନାହାନ୍ତି। ତାଙ୍କର ୩ ଜଣ ଝିଅ ଥିଲେ, ତାଙ୍କ ବାପାଙ୍କ ଶବ ମଶାଣୀ କୁ ନେବା ସମୟରେ ୩ ଝିଅ ବାହାରିଲେ, ଏବଂ ତାଙ୍କ ବାପାଙ୍କୁ ମୁଖାଗ୍ନି ଦେବେ ବୋଲି କହିଲେ। କିନ୍ତୁ ତାଙ୍କର ଯେଉଁ ଆତ୍ମୀୟ ସ୍ଵଜନ ଅଛନ୍ତି, ଝିଅ ପିଲା ମଶାଣି କୁ ଯିବା ପାଇଁ ବାରଣ କଲେ। କିନ୍ତୁ ସେମାନେ ୩ ଭଉଣୀ କାହାରି କଥା ନ ମାନି ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ମଶାଣି ଗଲେ। ଦୁଇ ଝିଅ ବାପାଙ୍କୁ ମୁଖାଗ୍ନି ଦେଇ ସାରିଲେ।

ଯେତେବେଳେ ସାନ ଝିଅ ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ଯାଉଥିଲା , ସେ କାନ୍ଦି କାନ୍ଦି କହୁଥିଲା ଯେ , ମୋ ବାପା ଆଉ ମହାନ୍ତି ମୋର ବଞ୍ଚିବାର ଲାଭ କଣ ? ଏଭଳି କହୁଥାଏ କିନ୍ତୁ ତାଙ୍କ କଥାକୁ କେହି ଧ୍ୟାନ ଦେଉନଥିଲେ। ନିଆଁ ଦେଉଥିବା ସମୟରେ ଡେଇଁ ପଡିଲା ଜଳୁଥିବା ବାପାଙ୍କ ଚିତାଗ୍ନିକୁ , ତାପରେ ଦୁଇ ଭଉଣୀ ନିଆ ରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। ତାଙ୍କ ଆତ୍ମୀୟ ସ୍ଵଜନ ଆସି ନିଆଁ ରୁ ତାଙ୍କୁ ବାହାର କଲେ ସେତେବେଳକୁ ତାଙ୍କ ଦେହର ୮୦ ପ୍ରତିଶତ ପୋଡି ଯାଇଥିଲା। ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଗଲା, ତେବେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅତି ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି। ତେବେ ବନ୍ଧୁଗଣ ବର୍ତ୍ତମାନ କରନା ସମୟରେ ଲୋକେ ଭାଙ୍ଗି ପଡିବାର ମୁଖ୍ୟ କାରଣ ହେଉଛି, ତାଙ୍କ ପାଖରେ କେହି ଆତ୍ମୀୟ ସ୍ଵଜନ ରହୁନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।