Odisha News Portal

ବର୍ତ୍ତମାନ ସବୁଠୁ ଚର୍ଚ୍ଚା ହେଉଛି କି କିଏ ସମ୍ଭାଳିବେ ପ୍ରଦୀପ ମହାରଥିଙ୍କର ରାଜଗାଦି ! ଝିଅ ,ଜ୍ୟାଇିଁ , ପୁଅ ନା ସ୍ତ୍ରୀ , ଜାଣନ୍ତୁ କିଏ ହେବେ ରାଜଗାଦିର ଅସଲି ହକଦାର…..

0 6

ବର୍ତ୍ତମାନ ସବୁଠୁ ଚର୍ଚ୍ଚା ହେଉଛି କି କିଏ ସମ୍ଭାଳିବେ ପ୍ରଦୀପ ମହାରଥିଙ୍କର ଗାଦି । କିଏ ନେବେ ପ୍ରଦୀପଙ୍କ ଜାଗା ଏବଂ ତାଙ୍କ ପରେ କିଏ ଧରିବେ ପିପିଲିର ରାଜନୀତି । ତେବେ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ପରେ ପିପିଲିରେ କିଏ , ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଜ୍ୱାଇଁ ଅର୍ଦ୍ଦେନ୍ଦୁଙ୍କ ନାମ ମଧ୍ୟ ଏହି ଲିଷ୍ଟରେ ଯୋଡି ହୋଇଯାଇଛି । ତେବେ ଏଥିରେ ସାମିଲ ରହିଥିବା ଲୋକମାନଙ୍କ ମଧ୍ୟରେ ଚାରି ଜଣକ ନାମ ଏବେ ସାମ୍ନାକୁ ଆସୁଛି । ପ୍ରଥମ ହେଉଛି ପ୍ରଦୀପଙ୍କ ସ୍ତ୍ରୀ ପ୍ରତିଭା ମହାରଥି ଏବଂ ଦ୍ୱିତୀୟରେ ପୁଅ ପ୍ରତାପ ମହାରଥି ତୃତୀୟରେ ତାଙ୍କ ଝିଅ ପଲ୍ଲବୀ ମହାରଥି ଏବଂ ଚତୁର୍ଥରେ ତାଙ୍କର ଜ୍ୱାଇଁ ଅର୍ଦ୍ଦେନ୍ଦୁ ବା ଓଲିଉଡର ହିରୋ ଅର୍ଦ୍ଦେନ୍ଦୁ ।

ତେବେ ଏହାରୁ ଭିତରେ ଏକ କଥା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି ଯାହାକୁ ଅର୍ଦ୍ଦେନ୍ଦୁଙ୍କୁ ନେଇ ପଲ୍ଲବୀ ଲେଖିଛନ୍ତି କିଛି ଏମିତି କଥା ଯାହା ବର୍ତ୍ତମାନ ସମୟରେ ଚର୍ଚ୍ଚା ହେଉଛି କି ଅର୍ଦ୍ଦେନ୍ଦୁ ନେଇ ପାରନ୍ତି ପ୍ରଦୀପ ମହାରଥିଙ୍କର ଜାଗା । ତେବେ ଆସନ୍ତୁ ଜାଣିବା କି ପଲ୍ଲବୀ ଏମିତି କଣ ଲେଖିଛନ୍ତି ଯାହାକୁ ସୋସିଆଲ ମିଡିଆରେ ଏବେ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି ।

ପଲ୍ଲବୀ ଲେଖିଛନ୍ତି କି ମୁଁ ବହୁତ ଖୁସି କି ବାପା ମତେ ତୁମକୁ ଉପହାର ଭାବରେ ଦେଇଛନ୍ତି । ସେ ଆମ ସହିତ ଆଜି ନାହାନ୍ତି ମାତ୍ର ତାଙ୍କର ଆର୍ଶିବାଦ ସର୍ବଦା ଆମ ମାନଙ୍କ ସହିତ ରହିବ । ବାପା ତୁମକୁ ବହୁତ ହିଁ ଭଲ ପାଆନ୍ତି ତେବେ ଉପରେ ଥାଇ ସେ ତୁମକୁ ଦେଖୁଥିବେ । ତୁମକୁ ଆହୁରି ଗର୍ବ ଆଣିବାକୁ ହେବ ବାପାଙ୍କ ପାଇଁ ।

ବାପା ସବୁବେଳେ କହୁଥିଲେ କି ଜ୍ୱାଇଁ ବାବୁ ମୋର ଗୋଟିଏ ହୀରା । ତେବେ ପଲ୍ଲବୀଙ୍କର ଏହି ଲେଖା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଚର୍ଚ୍ଚା ହେଉଛି । ଏହା ସହ ପିପିଲି ରାଜନୀତିରେ ମହାରଥିଙ୍କର ଆଗାମୀ ରାଜନୀତିର ଉତ୍ତର ଦାୟିତ୍ୱକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଆଗାମୀ ନିର୍ବାଚନରେ ପତ୍ନୀ ବା ପୁତ୍ର ନିର୍ବାଚନକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏମିତିରେ ପୁଅ ରୁଦ୍ର ପୂର୍ବରୁ ବିଜେଡି ଯୁବ ଦଳରେ ଏକ ପରିଚିତ ନାମ ଥିବାରୁ ହୁଏତ ରୁଦ୍ରଙ୍କୁ ବିଜେଡି ପ୍ରାର୍ଥୀ କରିପାରେ । ତେବେ ପ୍ରଦୀପ ମହାରଥିଙ୍କର ପୁଅ ପୂର୍ବରୁ ହିଁ ଏମିତି କିଛି ସୋସିଆଲ ୱାର୍କ ବା ସମାଜ ସେବାରେ ନଜର ଆସିଛନ୍ତି । ଯେଉଁଥିପାଇଁ ପୁଅ ରୁଦ୍ର ପ୍ରର୍ଥୀ ହେବେ ବୋଲି ଅଧିକ ସମ୍ଭାବନା ରହିଛି । ତେବେ ଆଗକୁ କଣ ହେବ କିଏ ଏହି ପିପିଲିର ଜାଗା ନେବ ତାହା ବହୁତ ଜଲଦି ହିଁ ଜଣା ପଡିଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।