Odisha News Portal

କିଡ୍ନୀ ରୋଗରେ ଅସହ୍ୟ ଯନ୍ତ୍ରଣା ସହୁଛି ଛୋଟିଆ ପୁଅଟି , ଚିକିତ୍ସାପାଇଁ ଅର୍ଥ ସାଜିଛି ବାଧକ ଦୟାକରି ସହାୟତାର ହାତ ବଢ଼ାନ୍ତୁ ଆପଣଙ୍କର ଗୋଟିଏ ସୋୟାର ପୁଅଟିକୁ ଭଲ କରିପାରିବ

କଥା ରେ ଅଛି କି ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ ।କଣ ଆମେ ମାନେ ଯାହା ଶୁଣିଥିଲେ ତାହା କଣ ସତ କି ଯେତେବେଳେ ଦୁଃଖ ଆସେ ସେ ତାର ଘର ପରିବାରଙ୍କୁ ନେଇକି ଆସେ ।କୁହାଯାଏ କି ସୁଖ ର ରାତି ଟି ଜଲଦି ସରିଯାଏ, କିନ୍ତୁ ଦୁଃଖର ରାତି ବହୁତ୍ ଦିନ ରହିଥାଏ,ଆଉ କଣ ସବୁ ଦୁଃଖ ଭଗବାନ ଗରିବ ମାନଙ୍କ ଭାଗ୍ୟ ରେ ଦେଇଥାନ୍ତି ।ସେଇ ଦୁଃଖ ର ରାତି ଟିକୁ ସରିବା ପାଇଁ ବହୁତ୍ ଜଣ ତା ପଛରେ ଦଉଡ଼ି ଚାଲିଥାନ୍ତି,

ଆଉ କେତେ ଜଣ ସେଇ ଜୀବନର ଚଲା ପଥରେ ହାରିଯାଇ ନିଜକୁ ତ୍ୟାଗ କରିଦିଅନ୍ତି ,କିନ୍ତୁ ଏମିତି କରିବା ସମ୍ପୂର୍ଣ ଭୁଲ ଯଦି ଆମେ ସେଇ ଦୁଃଖ କୁ ଦୂରେଇବା ପାଇଁ ଲାଗି ପଡ଼ିବା ତ ଦୁଃଖ କୁ ଦୂରେଇ ପାରିବା ।ଆମ ଆଖି ଆଗରେ ଏମିତି କିଛି ଘଟଣା ଘଟି ଯାଉଚି ଯାହା ହୃଦୟ ବିଦାରକ ।ଆଜି ଆମେ ଗୋଟିଏ ଦୁଃଖୀ ପରିବାର କଥା କହିବୁ,ଯାହା ଶୁଣିଲେ ଆପଣ ମାନଙ୍କ ଆଖିରେ ପାଣି ଆସିଯିବ ।

ଦଇବ ସାଜିଲା ଦାଉ, ନୟାଗଡ଼ ଜିଲ୍ଲାର ଖଣ୍ଡାପଡ଼ା କୁମ୍ଭାର ସାହି ଗାଆଁ ର ଏକ କୁନି ପୁଅ ଶୁଭମ୍,ବୟସ ମାତ୍ର ୪ ବର୍ଷ।ଦୁନିଆ ଆଊ ସମାଜ କୁ ଜାଣିବା ଆଗରୁ ଦଇବ ଖେଳିଦେଲା ସେ କୁନି ପୁଅ ସହ ।ତାର ସବୁ ଖୁସି ଛଡେଇ ନେଲା। କିଡନୀ ରୋଗରେ କୁନି ପୁଅର ଭବିଷ୍ୟତ କୁ କରିଦେଲା ଅନ୍ଧାର। ଅପରେସନ ପାଇଁ ଅର୍ଥ ଆବଶ୍ୟକ ପଡୁଥିବା ବେଳେ ବାପା,ମା ଏଇ କୁନି ପୁଅକୁ ଚିକିତ୍ସା କରିବାରେ ଅସମର୍ଥ। ଏ କଥା ଜାଣିବା ପରେ ସରକାର ଙ୍କ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଇ କୁନି ପୁଅଟି ଏକ ଚିତ୍ର ଶିଳ୍ପୀ ହେବା ପାଇଁ ବହୁତ ଆଗ୍ରହ।

ଚିକିତ୍ସା ପାଇଁ ଘରେ ଯାହା ସମ୍ବଳ ଥିଲା ସେ ସବୁ ସରିବା ପରେ ସରକାର ଙ୍କ ସହାୟତା କୁ ଅପେକ୍ଷା କରି ବସିଛନ୍ତି। ଡାକ୍ତର ଙ୍କ ପାଖକୁ ଗଲେ ସେ କହିଛନ୍ତି ଚିକିତ୍ସା ପାଇଁ ଅର୍ଥ ଦରକାର।ସେ କିନ୍ତୁ ଅସହାୟ କାରଣ ତାଙ୍କ ପାଖରେ ଯାହା ବି କିଛି ସମ୍ବଳ ଥିଲା ସେ ସବୁ ତାଙ୍କ ଚିକିତ୍ସା ପାଇଁ ସରିଦେଇଛନ୍ତି।ଏବେ କେବଳ ଗୋଟିଏ ଭରସା ସେ ହେଉଛନ୍ତି ସରକାର।ସରକାର ଯଦି ତାଙ୍କୁ ତାଙ୍କ ରୋଗ ପାଇଁ କିଛି ଅର୍ଥ ସାହାଯ୍ୟ କରନ୍ତି ତାହେଲେ ତାଙ୍କର ସମ୍ପୂର୍ଣ୍ଣ ଭାବେ ଚିକିତ୍ସା ହୋଇପାରନ୍ତା।

ଘରେ ତାଙ୍କର ପରିବାର ବହୁତ୍ ଅସୁବିଧା ସମ୍ମୁଖୀନ କରୁଛନ୍ତି ।ଚାଲିବା ପାଇଁ ବହୁତ୍ କଷ୍ଟ ,କେବେ କେବେ ଘରେ ଚାଉଳ ନାହିଁ ତୋ କେବେ କେବେ ଘରେ ଲୁଣ ମଧ୍ୟ ନାହିଁ।ତେବେ ପ୍ରଶାସନ ଏହି ଦୁଇ ଜଣଙ୍କୁ ସହାୟତା ହେଲେ ସେ ଦୁଇ ଜଣ ଏକ ନୂଆ ଜୀବନ ପାଇ ଯାନ୍ତେ।ଆମର ସରକାର ଙ୍କ ପାଖରେ ଏତିକି ଅନୁରୋଧ କି ସେ ଯେତେ ଜଲ୍ଦୀ ହେବ ସେ ମାନଙ୍କ ର ଦୁଃଖ ଶୁଣିବେ।ଦୟାକରି ସହାୟତାର ହାତ ବଢ଼ାନ୍ତୁ।

Account number-: 20084922097
IFSC NO- SBINOO12033
Binod Kumar Mohapatra
ଶୁଭମ ଙ୍କ ବାପା ଙ୍କ ନମ୍ବର -: 8480942870

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।