Odisha News Portal

କିଛି ସାଧାରଣ ପ୍ରଶ୍ନ – ଏମିତି କେଉଁ ଜିନିଷ ଯାହା ଛୋଟ ବେଳେ ସବୁଜ ଯବାନୀ ବେଳେ କଳା ଏବଂ ବୁଢା ସମୟରେ ଲାଲ୍ ହୋଇଥାଏ ? ଦମ୍ ଅଛି ତ ଉତ୍ତର ଦିଅ……

0 5

ଆଜିକା ସମୟରେ ଯଦି କେହ ବ୍ୟକ୍ତି ଶିକ୍ଷା ଗ୍ରହଣ ନକରିଥାଏ ତେବେ ତାହାକୁ ସମାଜରେ ମାନ , ସମ୍ମାନ ଆଦି ବହୁତ କମ ପ୍ରାପ୍ତ ହୋଇଥାଏ । କାରଣ ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟକ । ଶିକ୍ଷା ଆମ ମାନଙ୍କୁ ଉନ୍ନତିର ଚରମ ସୀମାରେ ପହଞ୍ଚାଇଥାଏ , ଏହା ସହିତ ଶିକ୍ଷା ଦ୍ୱାରା ଜଣେ ବ୍ୟକ୍ତି ଉଚ୍ଚତର ପଦ ପ୍ରାପ୍ତି ମଧ୍ୟ କରିଥାଏ । ଏହି ଶିକ୍ଷା ଦ୍ୱାରା ଆମ ମାନଙ୍କୁ ସମାଜରେ ପରିଚୟ ମଧ୍ୟ ପ୍ରାପ୍ତ ହୋଇଥାଏ ଏବଂ ଆମେ ମାନେ ଲୋକମାନଙ୍କ ଆଗରେ ଏକ ଶିକ୍ଷିତ ବ୍ୟକ୍ତିର ପରିଚୟ ପ୍ରଦାନ କରିଥାଉ ।

ମାତ୍ର ଶିକ୍ଷିତ ହୋଇଗଲେ କେବଳ ହେବ ନାହିଂ ଆମ ପାଖରେ ଜ୍ଞାନ ମଧ୍ୟ ରହିଥିବା ଦରକାର । ଯଦି ଆମେ ମାନେ ବହୁତ ପାଠ ପଢିଥିବା ମାତ୍ର ଗୋଟିଏ ସାଦାରଣ ପ୍ରଶ୍ନର ଉତ୍ତର ପ୍ରଦାନ କରିପାରୁନଥିବା ତେବେ ସେହି ପାଠର ମୂଲ୍ୟ କିଛି ରହିବ ନାହିଁ ।

କାରଣ ବେଳେ ବେଳେ ଏମିତି ହୋଇଥାଏ କି ଏମିତି କିଛି ପ୍ରଶ୍ନ ରହିଛି ଯାହାକୁ ଆମେ ଆମର ଦୈନଦୀନ ଜୀବନରେ ସର୍ବଦା ବ୍ୟବହାର କରୁ ସର୍ବଦା ତାହା ଆମ ଆଖି ଆଗରେ ରହିଥାଏ ମାତ୍ର ସେହି କଥାକୁ ଯଦି କେହି ଆମକୁ ପ୍ରଶ୍ନ ଆକାରରେ ପଚାରି ଦିଏ ତେବେ ତାହାର ଉତ୍ତର ଆମେ ମାନେ ପ୍ରଦାନ କରି ପାରିନଥାଉ । ତେବେ ସେହି ଟାରେ ଆମେ ସେହି ଲୋକଆଗରେ ନିଜକୁ ବହୁତ ଅପମାନିତ ମନେ କରୁ । କାରଣ ଏତେ ପାଠ ପଡି ସାଦାରଣ ପ୍ରଶ୍ନର ଉତ୍ତର ପ୍ରଦାନ କରିନପାରିଲେ ଆମକୁ ବହୁତ ହିଁ ଅପମାନିତ ଲାଗେ ।

ଏଥିପାଇଁ ଆପଣ ମାନେ କେବେବି ବ୍ୟସ୍ତ ହେବେ ନାହିଁ ସମସ୍ତ ପ୍ରଶ୍ନକୁ ଧ୍ୟାନ ସହକାରେ ଭାବିଚିନ୍ତି ଉତ୍ତର ପ୍ରଦାନ କରିବେ । ଏମିତି ଅନେକ ସହଜ ପ୍ରଶ୍ନ ରହିଛି ଯାହାକୁ ଆମେ ମାନେ ତାହାର ସଠିକ ଉତ୍ତର ପ୍ରଦାନ କରି ପାରିନଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ଯଦି କେହି ହଠାତ ଆପଣ ମାନଙ୍କୁ ସେହି ପ୍ରଶ୍ନ ପଚାରିଦିଏ ତେବେ ଆପଣ ମାନେ ତାହାର ସଠିକ ଉତ୍ତର ପ୍ରଦାନ କରିପାରିବେ । ତେବେ ଆସନ୍ତୁ ଜାଣିବା ତାହା ବିଷୟରେ ।

1–ଏମିତି କଣ ହୋଇଥାଏ ଯାହା ଛୋଟ ବେଳେ ସବୁଜ , ଜବାନୀରେ କଳା ଏବେ ବୁଢା ସମୟରେ ଲାଲ ହୋଇଥାଏ ?

ଉତ୍ତର–ମେହେନ୍ଦି

2–ଟର୍ଚକୁ ହିନ୍ଦିରେ କଣ କୁହନ୍ତି ?

ଉତ୍ତର–ମସାଲ

3–ଦୁନିଆର ସବୁଠାରୁ ବଡ ଗଛ କେଉଁଟାରେ ଅଛି ?

ଉତ୍ତର–କାଲି ର୍ଫିୋନିଆ

4–ଦୁନିଆର ସବୁଠାରୁ ପେଟ୍ରୋଲ ଦର କେଉଁଠାରେ ମହଙ୍ଗା ଅଟେ ?


ଉତ୍ତର–ଆଇସିଲ୍ୟାଣ୍ଡ

5–କେଉଁ ପକ୍ଷୀ 30 ହଜାର ଫୁଟରେ ଚଢିଥାଏ ?

ଉତ୍ତର–ଶାଗୁଣା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।