କିଛି ଷ୍ଟ୍ରେଙ୍ଗଥ୍ ନାହିଁ … ଗଳିପଡିବ.. କିରୋସିନରେ ଲିଭିଯାଉଛି… ୟେ ହାଇ ସିକ୍ୟୁରିଟି ନା ଆଉ କଣ ?… ଦେଖନ୍ତୁ Video

ଆଜ୍ଞା ହଁ କଥାଟି ସମ୍ପୂର୍ଣ୍ଣ ସତ୍ୟ ଅଟେ, ଦେଶ ବାସି ମାନଙ୍କର ସୁରକ୍ଷା ପାଇଁ କରାଯାଇଥିବା ଏପରି ନିୟମକୁ ଉଲଂଘନ କରି ପିଠି ପଛରେ ମାରୁଛନ୍ତି ଛୁରା, ଆଉ ଲୋକ ମାନଙ୍କୁ ବୋନଉଛନ୍ତି ବୋକା, ଲୋକ ମଧ୍ୟ କିଛି ଜାଣିନପାରୀ ସେହି ଠକାମିର ମଧ୍ୟ ଶିକାର ହେଉଛନ୍ତି ଆଉ ପଡୁଛନ୍ତି ବିଭିନ୍ୟ ପ୍ରକାରର ସମସ୍ୟା ରେ, ନମ୍ବର ପ୍ଲେଟ ରୁ ଉଠିଯାଉଛି ନମ୍ବର, ତାହା ପୁଣି ତକ ପାଣି ଆଉ କିରାସିନିର ପକାଇବା ଦ୍ୱାରା, ତେବେ ଆସନ୍ତୁ ଜାଣିବା କଣ ରହିଛି ଘଟଣା ର ସତ୍ୟ ସତ୍ୟ , କଣ ପାଇଁ ଏମିତି ଗୋଟିଏ ଅଭିଯୋଗ ଆସିଛି |ଓଡିଶାରେ ହେଉଛି ଲୋକ ମାନଙ୍କୁ ଠୋକେଇ ନମ୍ବର ପ୍ଲେଟରେ ରହୁନି ନମ୍ବର ଟିକିଏ ପାଣି ଆଉ କିରୋସିନି ରେ ଉଠିଯାଉଛି ରଙ୍ଗ, ପ୍ଲେଟ ତ ନୁହଁ ତାହା ଥିଲା ଟିଣ ରେ ତିଆରି ହାତରେ ମୋଡି ଦେବାରୁ ଯାଉଛି ଭାଙ୍ଗି, ଏପରି ସରକାରଙ୍କ ଠାରୁ ପରାମର୍ଶ ଆଣି ଲୋକ ମାନଙ୍କୁ ଠକଉଛନ୍ତି କିଛି ଲୋକ |

ଲୋକମାନଙ୍କର କହିବା କଥା କି ବେଙ୍ଗଲରୁ ଆସିଛନ୍ତି ସେମାନେ ଓ ସରକାରଙ୍କ ଠାରୁ ଆଣିଛନ୍ତି ପରମିସନ ଆଉ ଆରମ୍ଭ କରିଦେଇଛନ୍ତି ଲୋକ ମାନଙ୍କୁ ଠୋକେଇ କାମ , ଅନ୍ୟ ରାଜ୍ୟରୁ ଆସି ଓଡିଶାରେ ରହି ଖୋଲିଛନ୍ତି ସୋ ରୁମ ଆଉ ସେଠି ବିଭିନ୍ୟ ମୋଡେଲ ର ଗାଡି ଆଣି ରଖିବା ସହିତ ନମ୍ବର ପ୍ଲେଟ ନାଁ ରେ ଠକଉଛନ୍ତି ଲୋକ ମାନଙ୍କୁ |ଲୋକମାନେ ଆହୁରି ମଧ୍ୟ କହିଛନ୍ତି କି ସେମାନେ ଦୀର୍ଘ lଦିନ ଧରି ନମ୍ବର ପ୍ଲେଟ କାମ କରି ଆସୁଛନ୍ତି କିନ୍ତୁ ସେମାନେ ତିଆରି କରିଥିବା ନମ୍ବର ପ୍ଲେଟ ଉପରେ ପାଣି, ତେଲ ଯାହା ଦେଇକି ପୋଛିଲେ ମଧ୍ୟ ନମ୍ବର ପ୍ଲେଟର କିଛି ବି ପରିବର୍ତ୍ତନ ହେଉନଥିଲା ବେଳେ ସେମାନଙ୍କ ନମ୍ବର ପ୍ଲେଟ ଏପରି ଉଠିଯାଉଛି କଣ ପାଇଁ |

ସେମାନେ ମଧ୍ୟ ଆହୁରି କହିଛନ୍ତି କି ଓଡ଼ିଶାରେ ଏପରି ଆହୁରି କୋଡିଏ ହଜାରରୁ ଅଧିକ ନମ୍ବର ପ୍ଲେଟ ଦୋକାନୀ ରହିଛି, ତେଣୁ ସେମାନଙ୍କ ସୁରକ୍ଷା ଦରକାର ଏପରି ଠୋକେଇ ହେବା ଫଳରେ ଲୋକ ମାନଙ୍କର ବିଶ୍ୱାସ କମିଯାଉଛି , ଠୋକେଇ କରୁଛନ୍ତି ଓଡିଶା ବାହାରୁ ଆସିଥିବା ଲୋକ ମାନେ ଆଉ ଲସ ଭୋଗୁଛୁ ଆମେ ମାନେ, ଏପରି ନମ୍ବର ପ୍ଲେଟ ତିଆରି କରୁଛନ୍ତି ଯାହାକି ବର୍ଷା ପାଣି ପୋଡିଲେ ମଧ୍ୟ ଉଠିଯାଉଛି | ତେଣୁ ଏହି ଖବର ଭାଇରଲ ହେଲା ପରେ ମିଡିଆ ଭାଇ ମାନେ ସେଠାରେ ପହଂଚିଥିଲେ ଆଉ ସେଠାରେ ସେମାନଙ୍କ କଥା କୁ ପ୍ରସାର ମଧ୍ୟ କରିଥିଲେ,ଆହୁରି ମଧ୍ୟ ଅଭିଯୋଗ କରିଥିବା ଲୋକ ମାନେ କହିଛନ୍ତି କି ଘଟଣାର ତଦନ୍ତ କରିବା ପାଇଁ ଆଉ ଯଦି ସେମାନଙ୍କର ଭୁଲ ଥିବ ତାହେଲେ ମଧ୍ୟ ସେମାନେ ଦଣ୍ଡ ପାଇବା ପାଇଁ ରାଜି ଅଛନ୍ତି |

ବର୍ତମାନ ଏହି ଖବରଟି ସେସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି, ଓ ଠକେଇ କରୁଥିବା ଲୋକ ମାନଙ୍କୁ ଦଣ୍ଡ ଦେବା ପାଇଁ ସେମାନେ ଦାବି କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment