Odisha News Portal

interesting Question –! ଶକୁନି କେଉଁ ରାଜ୍ୟର ରାଜା ଥିଲେ .? ଦମ୍ ଅଛି ତ ଉତ୍ତର କମେଣ୍ଟ ବକ୍ସରେ ଦିଅନ୍ତୁ …

ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ।କାରଣ ସେମିତି ହେଲେ ଆମେ ସହଜ ପ୍ରଶ୍ନ ର ଉତ୍ତର ମଧ୍ୟ ଭୁଲ୍ କହି ଦେଇଥାଉ।ଆପଣଙ୍କୁ ଆଜି ଏମିତି ମଜାଦାର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ । ଆଜି ଆମେ ମହାଭାରତ ବିଷୟ ରେ କିଛି ପ୍ରଶ୍ନ ବିଷୟ ରେ ଜାଣିବା ।

ଆଜି ଆମେ ଆପଣଙ୍କୁ ମହାଭାରତ ସମ୍ବନ୍ଧୀୟ 13 ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ । ତେଣୁ ଆପଣ ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଆସନ୍ତୁ ଜାଣିବା ସେହି 13 ଟି ପ୍ରଶ୍ନ ବିଷୟରେ ।


1. ମହାଭାରତ ଯୁଦ୍ଧ ଲଗାତାର କେତେ ଦିନ ଧରି ଚାଲିଥିଲା ?

ଉତ୍ତର – ମହାଭାରତ ଯୁଦ୍ଧ ଦୀର୍ଘ 18 ଦିନ ଧରି ଚାଲିଥିଲା ।

2. ମହାଭାରତ ଅନୁସାରେ ଦୁର୍ଯ୍ୟଧନଙ୍କର ଭଉଣୀଙ୍କ ନାମ କଣ ଥିଲା ?
ଉତ୍ତର – ଦୁର୍ଯ୍ୟଧନଙ୍କ ଭଉଣୀଙ୍କ ନାମ ହେଉଛି ଦୁଃସାଲା ।

3. ଦୁଃସାଲା କାହାକୁ ବିବାହ କରିଥିଲେ ?
ଉତ୍ତର – ଜୟଦ୍ରଥ ଦୁଃସାଲାକୁ ବିବାହ କରିଥିଲେ ।

4.କର୍ଣ୍ଣଙ୍କ ପ୍ରଥମ ପତ୍ନୀଙ୍କ ନାମ କଣ ଥିଲା ?
ଉତ୍ତର – ବୃଷାଲୀ ହେଉଛନ୍ତି କର୍ଣ୍ଣଙ୍କ ପ୍ରଥମ ପତ୍ନୀ ।

5.କର୍ଣ୍ଣଙ୍କ ଦ୍ବିତୀୟ ପତ୍ନୀଙ୍କ ନାମ କଣ ଥିଲା ?
ଉତ୍ତର – ଉର୍ବି ହେଉଛନ୍ତି କର୍ଣ୍ଣଙ୍କର ଦ୍ବିତୀୟ ପତ୍ନୀ ।

6. କୁନ୍ତିଙ୍କ ପ୍ରିୟପୁତ୍ର କିଏ ଥିଲେ ?
ଉତ୍ତର – ଅର୍ଜୁନ କୁନ୍ତିଙ୍କର ପ୍ରିୟ ପୁତ୍ର ଥିଲେ ।

7.କର୍ଣ୍ଣଙ୍କ କେତୋଟି ପୁତ୍ର ଥିଲେ ?
ଉତ୍ତର – କର୍ଣ୍ଣଙ୍କର 9 ଟି ପୁତ୍ର ଥିଲେ ।

8. ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ରଙ୍କ ନାମ କଣ ଥିଲା ?
ଉତ୍ତର – ଅଶ୍ବତ୍ଥାମା ହେଉଛନ୍ତି ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଥିଲେ ।

9. ଅଶ୍ବତ୍ଥାମାଙ୍କ ମାତାଙ୍କ ନାମ କଣ ଥିଲା ?
ଉତ୍ତର – ଅଶ୍ବତ୍ଥାମାଙ୍କ ମାତାଙ୍କ ନାମା କୃପି ।

10.ଅଭିମନ୍ୟୁଙ୍କ ପୁତ୍ରଙ୍କ ନାମ କଣ ଥିଲା ?
ଉତ୍ତର -ପରିକ୍ଷିତ ଥିଲେ ଅଭିମନ୍ୟୁଙ୍କ ପୁତ୍ର ।

11.ଶକୁନୀ କେଉଁ ରାଜ୍ୟର ରାଜା ଥିଲେ ?

ଉତ୍ତର – ଗାନ୍ଧାର ରାଜ୍ୟର ରାଜା ଥିଲେ ଶକୁନି ।

12. ପିତାମହ ଭିଷ୍ମଙ୍କ ଶଙ୍ଖର ନାମ କଣ ?
ଉତ୍ତର -ପଣ୍ଡ୍ରିକ ହେଉଛି ପିତାମହ ଭିଷ୍ମଙ୍କ ଶଙ୍ଖର ନାମ ।

13.ପିତାମହ ଭିଷ୍ମଙ୍କ ପିଲାଦିନର ନାମ କଣ ଥିଲା ?
ଉତ୍ତର – ଦେବବ୍ରତ ହେଉଛି ଭିଷ୍ମଙ୍କ ପିଲାଦିନର ନାମ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।