Odisha News Portal

କିଛି ମଜାଦାର ପ୍ରଶ୍ନ- ଏମିତି କେଉଁ ଖାଦ୍ୟ ଯାହାକୁ କୁଆଁରୀ ଝିଅ ମାନେ ଖାଇ ପାରନ୍ତି ନାହିଁ ? 100% ପ୍ରତିଶତ ଲୋକ ଫେଲ୍ ମାରିଛନ୍ତି , ଆପଣ କହିପାରିବେ କି ?

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହାକୁ ଆପଣ ମାନେ ଜାଣିନଥିବେ । ତେବେ ସେହି ପ୍ରଶ୍ନ ଗୁଡିକ ଆପଣ ମାନେ ନିଶ୍ଚିତ ରୂପରେ ଜାଣିଥିବେ ମାତ୍ର ଯଦି କେହି ବ୍ୟକ୍ତି ଆପଣ ମାନଙ୍କୁ ସେହି ପ୍ରଶ୍ନ ପଚାରିବ ତାହାର ଉତ୍ତର ଆପଣ ମାନେ ଦେଇ ପାରିନଥିବେ , ଯାହା ଦ୍ୱାରା କି ଆପଣ ମାନଙ୍କୁ ବହୁତ ଅପମାନିତ ହେବାକୁ ପଡିଥାଏ । କାରଣ ଯଦି ଆପଣ ମାନେ ପାଠ ପଢିଥିବେ ଏବଂ ସେହି ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରୁନଥିବେ ତେବେ ଆପଣଙ୍କୁ ସେହିଠାରେ ବହୁତ ଅପମାନିତ ହେବାକୁ ପଡିଥିବ ।

ଏମିତି କିଛି ପ୍ରଶ୍ନ ରହିଛି ଯାହାକୁ ଆମେ ଆମର ଦୈନଦୀନ ଜୀବନରେ ସର୍ବଦା ବ୍ୟବହାର କରୁ ସର୍ବଦା ତାହା ଆମ ଆଖି ଆଗରେ ରହିଥାଏ ମାତ୍ର ସେହି କଥାକୁ ଯଦି କେହି ଆମକୁ ପ୍ରଶ୍ନ ଆକାରରେ ପଚାରି ଦିଏ ତେବେ ତାହାର ଉତ୍ତର ଆମେ ମାନେ ପ୍ରଦାନ କରି ପାରିନଥାଉ ।

ମାତ୍ର ଯଦି କେହି ବ୍ୟକ୍ତି ସେହି ପଶ୍ନକୁ ଭଲ ଭାବରେ ଶୁଣିଥିବ ଏବଂ ଧ୍ୟାନ ସହକାରେ ଭାବିଚିନ୍ତି ତରବର ନହୋଇ ସେହି ପ୍ରଶ୍ନ ବିଷୟରେ ଚିନ୍ତା କରିବ ତେବେ ତାହାକୁ ସେହି ପଶ୍ନ ବହୁତ ସହଜ ମନେ ହେବ । ଏଥିପାଇଁ ଆପଣ ମାନେ କେବେବି ବ୍ୟସ୍ତ ହେବେ ନାହିଁ ସମସ୍ତ ପ୍ରଶ୍ନକୁ ଧ୍ୟାନ ସହକାରେ ଭାବିଚିନ୍ତି ଉତ୍ତର ପ୍ରଦାନ କରିବେ ।

ଏମିତି ଅନେକ ସହଜ ପ୍ରଶ୍ନ ରହିଛି ଯାହାକୁ ଆମେ ମାନେ ତାହାର ସଠିକ ଉତ୍ତର ପ୍ରଦାନ କରି ପାରିନଥାଉ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ । ଯଦି କେହି ହଠାତ ଆପଣ ମାନଙ୍କୁ ସେହି ପ୍ରଶ୍ନ ପଚାରିଦିଏ ତେବେ ଆପଣ ମାନେ ତାହାର ସଠିକ ଉତ୍ତର ପ୍ରଦାନ କରିପାରିବେ । ତେବେ ଆସନ୍ତୁ ଜାଣିବା ତାହା ବିଷୟରେ ।

1–ଏମିତି କେଉଁ ଖାଦ୍ୟ ଯାହାକୁ କୁଆଁରୀ ଝିଅ ମାନେ ଖାଇ ପାରନ୍ତି ନାହିଁ ?


ଉତ୍ତର–ଶାଶୁଘର ଖାଇବା

2–ଝିଅ ମାନଙ୍କର କେଉଁ ଅଂଗକୁ ଆମେ ମାନେ ଖାଇଥାଉ ?

ଉତ୍ତର–ଲେଡିସ ଫିଙ୍ଗର ବା ଭେଣ୍ଡି

3–କିଏ କାନ୍ଦି କାନ୍ଦି ମରି ଯାଇଥାଏ ?

ଉତ୍ତର–ମହମବତୀ

4–ତାହା କେଇଁ ଜିନିଷ ଯାହା ଆପଣଙ୍କ ପାଖରେ ଅଚି ମାତ୍ର ଆପଣ ମାନେ ତାହାକୁ ଦେଖି ପାରନ୍ତି ନାହିଁ ?

ଉତ୍ତର–ବାୟୁ

5–ଭାରତର ପ୍ରଥମ ସମ୍ବାଦ ପତ୍ରର ନାମ କଣ ?

ଉତ୍ତର–ବଙ୍ଗାଳ ଗଜଟ

6–ବଙ୍ଗଳାର ଦୁଃଖ ତକାହାକୁ କୁହାଯାଏ ?

ଉତ୍ତର–ଦାମୋଦର ନଦୀକୁ

7–କାଜିରଙ୍ଗା ଜାତୀୟ ଉଦ୍ୟାନ କେଉଁଟାରେ ଅବସ୍ଥିତ ?

ଉତ୍ତର–ଆସାମ

8–କାହାର ଘରକୁ ଆସିବା ଅଶୁଭ ବୋଲି କୁହାଯାଏ ?

ଉତ୍ତର–ପେଚା

9–ଜନସଂଖ୍ୟା ଦୃଷ୍ଟିରୁ ବାରତର ସବୁଠାରୁ ବଜ ରାଜ୍ୟ କଣ ଅଟେ ?

ଉତ୍ତର–ଉତ୍ତର ପ୍ରଦେଶ

10–କେଉଁ ଦେଶରେ ମଶା ନାହାନ୍ତି ?

ଉତ୍ତର–ଆଇସଲ୍ୟାଣ୍ଡ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।