Odisha News Portal

Varun Dhawan,ଖୁବଶିଘ୍ର ଏହି ଝିଅଙ୍କୁ ବିବାହ କରିବାକୁ ଯାଉଛନ୍ତି ଯିଏ ସୁନ୍ଦରତାରେ କୌଣସି ହିରୋଇନ ଙ୍କ ଠାରୁ ନୁହଁନ୍ତି ! ଝିଅର ନାମ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ….

0 54

ଆପଣ ମାନେ ଜାଣିଥିବେ ଯେ ବଲିଉଡ ଜଗତରୁ ପ୍ରତିଦିନ କିଛି ନାଁ କିଛି ରୋଚକପୂର୍ଣ୍ଣ ଖବର ସାମ୍ନାକୁ ଆସିଥାଏ । ତେବେ ବର୍ତ୍ତମାନର ଯୁଗ ହେଉଛି ଇଣ୍ଟରନେଟ୍ ର ଯୁଗ, ସୋସିଆଲ ମିଡିଆର ଯୁଗ । ଆଉ ଏହି ଯୁଗରେ କୌଣସି ବି ବଡ ଖବର କିମ୍ବା ଛୋଟ ଖବର ପ୍ରଚାର କିମ୍ବା ପ୍ରସାର କରିବା ପାଇଁ ଆଉ ଅଧିକ ସମୟ ଲାଗୁନାହିଁ । ଲୋକମାନେ କୌଣସି ବି ଖୁସିକୁ , ଦୁଃଖକୁ କିମ୍ବା ନିଜର କିଛି ଅଭୁଲା ମୂହୂର୍ତ୍ତକୁ ଏହି ମାଧ୍ୟମରେ ପ୍ରକାଶ କରି ସମସ୍ତଙ୍କୁ ଦେଖାଇ ପାରୁଛନ୍ତି ।

ପ୍ରାୟତଃ ବଲିଉଡରେ ପ୍ରତ୍ୟେକ ଅଭିନେତା ଏବଂ ଅଭିନେତ୍ରୀ ମାନେ ସେମାନଙ୍କର ଲଭ୍ ପାର୍ଟନର ଙ୍କୁ ନେଇ ବହୁତ ଚର୍ଚ୍ଚାରେ ରହିଥାନ୍ତି । ଆଉ ଆଜି ଆମେ ସେହିଭଳି ଜଣେ ଅଭିନେତା ଏବଂ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

ତେବେ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଅଧିକାଂଶ ଅଭିନେତା ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି, କାରଣ ତାଙ୍କର ଏକ ନୂଆ ଫିଲ୍ମ ଏହି କିଛି ଦିନ ହେବ ରିଲିଜ ହୋଇଛି । ତେବେ ସେହି ଅଭିନେତା ଜଣକ ହେଉଛନ୍ତି ବରୁନ ଧବନ ।

ଆପଣମାନେ ବରୁନଙ୍କର ବହୁତ ଫିଲ୍ମ ଦେଖିଥିବେ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବରୁନ ବହୁତ କମ ସମୟ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ସେ ନିଜର ଅଭିନୟ ଓ ଷ୍ଟାଇଲ ତଥା ଲୁକ୍ ପାଇଁ ବହୁତ ଲୋକପ୍ରିୟତା ହାସଲ କରିସାରିଛନ୍ତି । ବରୁନ ହେଉଛନ୍ତି ଡାଇରେକ୍ଟର ଡେଭିଡ ଧବନଙ୍କ ପୁଅ ।

ଏହି କିଛି ଦିନ ତଳେ ବରୁନଙ୍କ ଫିଲ୍ମ ‘କୁଲି ନମ୍ବର 1’ ରିଲିଜ ହୋଇଛି, ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ବରୁନଙ୍କ ଗାର୍ଲଫ୍ରେଣ୍ଡଙ୍କ ବିଷୟରେ କହିବାକୁ ଯାଉଛୁ ।

ତେବେ ବରୁନଙ୍କ ଜନ୍ମ 24 ଏପ୍ରିଲ 1987 ମସିହାରେ ମୁମ୍ବାଇ ସହରରେ ହୋଇଥିଲା । ସେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରୁ ନିଜର ଡେବ୍ୟୁ କରିଥିଲେ । ଏହି ଫିଲ୍ମ ପରେ ବରୁନ ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଆକ୍ଟର ହେବା ପୂର୍ବରୁ ବରୁନ ଶାହରୁଖଙ୍କ ଫିଲ୍ମ ‘ମାଇ ନେମ ଇସ ଖାନ’ରେ ଆସିଷ୍ଟାଣ୍ଟ ଡାଇରେକ୍ଟର ରୂପେ କାମ କରିଥିଲେ ।

ତେବେ ବରୁନଙ୍କର ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ନତସା ଦଲାଲ । ଏହି ଦୁଇଜଣ ପରସ୍ପରକୁ ବହୁତ ସମୟ ହେବ ହେବ ଡେଟ କରୁଛନ୍ତି । କିଛି ସ୍ଥାନରେ ମଧ୍ୟ ଦୁଇଜଣ ଏକା ସହ ନଜର ଆସିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି , ଏହି ଦୁଇଜଣ ବହୁତ ଶୀଘ୍ର ପରସ୍ପର ସହ ବିବାହ କରିବାକୁ ଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।