Odisha News Portal

ଖୁବ୍ ଶୀଘ୍ର ଦେଶରେ ପୁଣି ମିଳିପାରେ ରୋଷେଇ ଗ୍ୟାସ୍ ସବସିଡି, ଗ୍ରାହକଙ୍କୁ ୩୦୩ ଟଙ୍କା ପର୍ଯ୍ୟନ୍ତ ମିଳିବ ରିହାତି…ଶୀଘ୍ର କରନ୍ତୁ ଏହି କାମ

ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ, ଯାହାକି ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗିଥାଏ। ଛୋଟ ପିଲା ମାନଙ୍କ ନିକଟରେ ଅନେକ ବୁଦ୍ଧି ଓ ଜ୍ଞାନ ଭରି ହୋଇ ରହିଥାଏ। ସେମାନେ ବେଳେ ବେଳେ ଏଭଳି କିଛି କାର୍ଯ୍ୟ କଳାପକୁ ପରିବେଷଣ କରି ଥାଆନ୍ତି, ସବୁବେଳେ ପାଇଁ ସେମାନେ ଚର୍ଚ୍ଚାରେ ରହିବ ସହିତ ତାଙ୍କୁ ପ୍ରଶଂସା ମଧ୍ୟ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ବହୁତ ଖୁସି ହୋଇଯିବେ। ତାହା ହେଉଛି ଏକ କୁନି ଝିଅର ଭିଡ଼ିଓ ପୂର୍ବରୁ ଭାଇରଲ ହୋଇଥିଲା ବର୍ତ୍ତମାନ ପୁଣି ଥରେ ତା’ର ଏକ ନୂଆ ଭିଡ଼ିଓ ଭାଇରଲ ହୋଇଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ପୂର୍ବରୁ ଏକ କୁନି ଝିଅ ପାଠ ପଢିବ ନାହିଁ ବୋଲି ବାହାନା କରିଥିଲା ଓ ପାଠ ନପଢିବାର ବାହାନାରେ କାନ୍ଦି କାନ୍ଦି ପରିସ୍ରା ଯିବା ପାଇଁ କହିଥିଲା। କୁନି ଝିଅର ସେହି ଭିଡ଼ିଓ ସେତେବେଳେ ସୋସିଆଲ ମିଡିଆରେ ଖୁବ ଜୋର ଭାବରେ ନିଆଁ ଭଳି ଭାଇରଲ ହୋଇଥିଲା। ସେହି ଭିଡ଼ିଓଟି ବହୁତ ଲୋକପ୍ରିୟ ହୋଇ ପାରିଥିଲା। ଏଥି ସହିତ ଲୋକ ମାନେ କୁନି ପିଲାର ଟିକି ପାଟିରେ କଥା କହିବାର ଶୈଳୀକୁ ଖୁବ ପସନ୍ଦ କରିଥିଲେ। ଏଥି ସହିତ ତାକୁ ମଧ୍ୟ ବହୁତ ଭଲ ପାଇବା ମିଳି ପାରିଥିଲା। କୁନି ପିଲାଟିକୁ ଅନେକ ପ୍ରଶଂସା ମିଳିବା ସହିତ ଚର୍ଚ୍ଚାରେ ମଧ୍ୟ ରହିଥିଲା।

ତେବେ ବର୍ତ୍ତମାନ ସେହି କୁନି ଝିଅର ପୁଣି ଥରେ ଏକ ନୂଆ ଭିଡ଼ିଓ ସମ୍ନାକୁ ଆସିଛି। ଆଉ ଥରେ ପାଠ ପଢିବ ନାହିଁ ବୋଲି ତା’ର ମାଆଙ୍କ ସମ୍ନାରେ ବହାନା କରୁଛି। କୁନି ପିଲାଟି ତା’ର ମାଆକୁ କହୁଛି ଯେ, ବାହାରକୁ ଯିବା ତଥା ବାହାରେ ଟିକେ ବୁଲି ଆସିବା ପାଇଁ କହୁଛି। ତା’ର ମାଆ ପଚାରୁଛନ୍ତି ଯେ କଣ ପାଇଁ ବାହାରକୁ ଯିବ, ସେହି କୁନି ପିଲାଟି କହୁଛି ବାହାରେ କାମ ଚାଲିଛି ଟିକେ ଦେଖି ଆସିବା ପାଇଁ କହୁଛି। ପିଲାଟିର ମାଆ କହୁଛନ୍ତି ଯେ, ଚୁପ ଚାପ ଭାବରେ ବସି ପାଠ ପଢ଼ କିନ୍ତୁ ପୁଣି ପିଲାଟି କହୁଛି ଟିକେ ବାହାରକୁ ଛାଡ଼ ସଙ୍ଗେ ସଙ୍ଗେ ପଳାଇ ଆସିବି।

ତେବେ ଏହି କୁନି ଝିଅର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। କୁନି ଝିଅଟିର ଏଭଳି କଥା କହିବାର ଶୈଳୀ ଯେ କେହି ବି ଦେଖିଲେ ଖୁସି ହେବା ସହିତ ବହୁତ ମଧ୍ୟ ପସନ୍ଦ କରିବେ। ପିଲାଟିର ଏଭଳି କଥା କହିବାର ଶୈଳୀ ଦେଖି ତା’ର ମାଆ ମଧ୍ୟ ବହୁତ ଖୁସି ହୋଇ ଯାଉଛନ୍ତି। ତେବେ ବନ୍ଧୁଗଣ କୁନି ପିଲା ମାନଙ୍କର କଥା ଶୁଣିଲେ ବହୁତ ମଜା ଲାଗିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।