New Twist – ଖେଳ ଖେଲିଦେଲେ ଅପରାଜିତା, ବାବୁଶାନ୍ ( Babushaan ) ଙ୍କୁ ନପଠେଇ ଅଭିନେତ୍ରୀ ରିୟା ରିସେପସନ କୁ ଏକା ଆସିଲେ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଏକ ଭିଡ଼ିଓ ଯେଉଁ ଭିଡ଼ିଓ ଦେଖା ଯାଇଛି ଯେ |ଓଡିଶା ଲୋକ ପ୍ରିୟ ଅଭିନେତ୍ରୀ ରିୟା ଦେ ଙ୍କ ବିବାହ ଖୁବ ଧୁମଧାମ ରେ ପାଳନ ହୋଇଛି ଓ ରିସେପ୍ସନ ପାର୍ଟି ମଧ୍ୟ ହୋଇଛି |ସେହି ବିବାହ କୁ ଓଡିଶା ଫ୍ଲିମ ଇଣ୍ଡଷ୍ଟ୍ରିର ସମସ୍ତ ବଡ଼ ବଡ଼ ସେଲିବ୍ରେଟି ଙ୍କ ସହିତ ବିଭିନ୍ନ କଳାକାର ମଧ୍ୟ ଆସିଥିବା ନଜର ଆସିଛନ୍ତି | ତେବେ ସୂଚନା ଅନୁଯାୟୀ ଅଭିନେତ୍ରୀ ରିୟା ଦେ ଙ୍କ ବିବାହ କୁ ଯେତିକି ଲୋକ ପ୍ରଶଂସା କରୁଥିବା ଦେଖା ଯାଇଥିବା ବେଳେ ଆଉ ଏକ କଥା କୁ ମଧ୍ୟ ଲୋକମାନେ ସେତେଟା ପ୍ରଶଂସା କରିଥିବାର ଦେଖାଯାଇଛି |ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ନଜର ପକାଇବା |

ମିଳିଥିବା ସୂଚନା ଅନୁଯାୟୀ ଯାହା କୁହାଯାଉଛି କି ରିୟା ଙ୍କ ରିସେପ୍ସନ ପାର୍ଟି ରେ ଉପସ୍ଥିତ ଥିଲେ ଉଭୟ ପ୍ରକୃତି ମିଶ୍ର ଓ ବାବୁସାନ ଙ୍କ ମା ‘ ଅପରାଜିତା ମହାନ୍ତି | ତେବେ ଏହି ବିବାହ ରେ ଉଭୟ ଉପସ୍ଥିତ ଥିଲେ ମଧ୍ୟ ଅପରାଜିତା ମହାନ୍ତି କେବଳ ରିୟା ଙ୍କ ସହିତ ଦେଖା କରି ସାରିବା ପରେ ସେ ସେଠାରୁ ଚାଲିଆସିଥିଲେ | ଏହାକୁ ଦେଖି କିଛି ଦର୍ଶକ ମାନେ କହିଛନ୍ତି ଯେ ଏହା ଏକ ବୃଦ୍ଧିମତା ର କାର୍ଯ୍ୟ କରିଛନ୍ତି ଅପରାଜିତା ମହାନ୍ତି | କାରଣ ପୂର୍ବ ରୁ ଘଟିଥିବା ବିବାଦ କୁ ନେଇ ପୁଣି ଥରେ କୌଣସି ଅଘଟଣ ଘଟୁ ସେ କଥା ଚାହୁଁ ନଥିଲେ ବୋଲି କହିଛନ୍ତି କିଛି ଦର୍ଶକ ମାନେ | ଏହା ସହିତ ପ୍ରକୃତି ଙ୍କ ସହିତ ମଧ୍ୟ କିଛି କଥା ହେଇନଥିଲେ ବୋଲି ଜଣା ପଡିଛି |

ତେବେ ଏ ସମସ୍ତ କାରଣ କୁ ଆଖି ଆଗରେ ରଖି ଅପରାଜିତା ନିଜର କାର୍ଯ୍ୟ ସାରି ସେଠାରୁ ଚାଲିଆସିଥିଲେ ଏବେ ଗଣମାଧ୍ୟମ କୁ ମଧ୍ୟ କିଛି କହିନଥିବା ସୂଚନା ରହିଛି | ତେବେ ରିୟା ଦେ ଙ୍କ ବିବାହ ରେ ସମସ୍ତ ସେଲିବ୍ରେଟି ଉପସ୍ଥିତ ଥିବା ବେଳେ ବାବୁସାନ ଓ ତାଙ୍କ ସ୍ତ୍ରୀ ଏହି ବିବାହ ରେ ଅନୁପସ୍ଥିତ ଥିବା କୁହାଯାଇଛି | କାରଣ ବାବୁସାନ ସାନ ମଧ୍ୟ ଜାଣିସାରିଥିଲେ ଯେ ପୂର୍ବରୁ ଯାହା ଘଟିଯାଇଛି ତାହାକୁ ପୁଣି ଥରେ ଦହରାଇବା ଠିକ ନୁହେଁ | ଯେହେତୁ ରିୟା ଦେ ଙ୍କ ଜଣେ ଭଲ ସାଙ୍ଗ ବାବୁସାନ | ତାଙ୍କ ସହିତ ସେ ପାଞ୍ଚରୁ ଅଧିକ ଫିଲ୍ମ କରିସାରିଛନ୍ତି ଏବଂ ତାହା ହିଟ ମଧ୍ୟ ହେଇଛି |

ତେଣୁ ବାବୁସାନ ଯେତେବେଳେ ଚାହିଁବେ ତାଙ୍କ ସାଙ୍ଗ କୁ ତାଙ୍କ ବିବାହର ଶୁଭେଚ୍ଛା ଜଣାଇ ପାରିବେ ଓ ତାଙ୍କୁ ବୁଝାଇପାରିବେ ତେଣୁ ସେ ସେଥିପାଇଁ ବିବାହ କୁ ଆସିନାହାନ୍ତି ବୋଲି କିଛି ଦର୍ଶକ ମାନେ କହିଥିବା ସୂଚନା ରହିଛି | ଆଉ ତାହା ସହିତ ବାବୁସାନ ଙ୍କ ସହିତ ତାଙ୍କର ପତ୍ନୀ ତୃପ୍ତି ଆସିବେ ଓ ପ୍ରକୃତି ଙ୍କ ସହିତ ଦେଖା ହୋଇ ପୁଣି କିଛି ଅସୁବିଧା ନ ହେବ ବୋଲି ଅପରାଜିତା ବାବୁ ଙ୍କୁ ନ ଆଣି ନିଜେ ରିୟା ଙ୍କ ପାର୍ଟି କୁ ଆସିଥିଲେ | ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment