Odisha News Portal

ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । ଏବେକା ସମୟରେ ସମସ୍ତ ବିଷୟ ମଧ୍ୟରେ କମ୍ପଡିସନ ଆରମ୍ଭ ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ଏବେ କେମିତି ଉଚ୍ଚ ସ୍ଥାନରେ ରହିବେ ସେ ନେଇ ଚିନ୍ତା କରୁଛନ୍ତି, ଏଥିପାଇଁ ସେମାନଙ୍କୁ ଯେତେ କଷ୍ଟ କରିବାକୁ ପଡିଲେ ମଧ୍ୟ ସେମାନେ ତାହା କରୁଛନ୍ତି । ଆଜିର ସମୟରେ ଶିକ୍ଷା ବହୁତ ଉଚ୍ଚ ସ୍ଛାନ ଅଧିକାର କରିଲାଣି ଏବଂ ପ୍ରତ୍ୟେକ ଲୋକମାନେ ମଧ୍ୟ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେମାନେ କିପରି ଶିକ୍ଷାର ଉଚ୍ଚସ୍ତର ଅଧିକାର କରିବେ ସେ ନେଇ ଚିନ୍ତା କରନ୍ତି ଏବଂ ସେଥିପାଇଁ ଯେତେ କଷ୍ଟ କରିବାକୁ ପଡିଲେ ମଧ୍ୟ ସେମାନେ ତାହା କରିଥାନ୍ତି ।

ଶିକ୍ଷାକୁ ଏବେ ବହୁତ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଏବଂ ପ୍ରତ୍ୟେକ ସ୍ଥାନରେ ଏବେ ପ୍ରତ୍ୟେକ ବ୍ୟକ୍ତିକୁ ସମସ୍ତ ପରୀକ୍ଷାରେ ଇଣ୍ଟରଭ୍ୟୁର ସାମ୍ନା କରିବାକୁ ପଡୁଛି । ପରୀକ୍ଷାକୁ ଏବେ ବହୁତ ମାତ୍ରାରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଲୋକମାନେ ମଧ୍ୟ ସେଥିପାଇଁ ଜୋରଦାର ପ୍ରସ୍ତୁତ ମଧ୍ୟ କରୁଛନ୍ତି । ସର୍ବଦା କିଛି ନା କିଛି ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ବିଷୟରେ କହିବୁ , ଯାହାକୁ ଆପଣ ମାନେ ଜାଣିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିବ ସେହି ସମସ୍ତ ପ୍ରଶ୍ନ ବିଷୟରେ ।

1–ଓଡ଼ିଶାର ବାଣୀବିହାର କାହାକୁ କହନ୍ତି ?

ଉତ୍ତର –ଓଡିଶା ଉତ୍କଳ ବିଶ୍ୱବିଦ୍ୟାଳୟ କୁ ବାଣୀବିହାର କୁହାଯାଏ l

2–କେଉଁ ନଦୀ କୁ ଓଡ଼ିଶାର ଗୁପ୍ତ ଗଙ୍ଗା କହନ୍ତି ?

ଉ -ବୈତରଣୀ ନଦୀ କୁ ଓଡ଼ିଶାର ଗୁପ୍ତ ଗଙ୍ଗା କହନ୍ତି ।


3–ଓଡ଼ିଶାର ଗଦା କ୍ଷେତ୍ର କାହାକୁ କହନ୍ତି?

ଉ -ଯାଜପୁର ଜିଲ୍ଲା କୁ ଓଡ଼ିଶାର ଗଦାକ୍ଷେତ୍ର କୁହାଯାଏ l

4–ଓଡ଼ିଶାର ବିହଙ୍ଗ ବିହାର କାହାକୁ କହନ୍ତି ?

ଉ -ଚିଲିକା କୁ ଓଡ଼ିଶାର ବିହଙ୍ଗ ବିହାର କହନ୍ତି l

5–ଓଡ଼ିଶାର ଭାତ ହାଣ୍ଡି କାହାକୁ କହନ୍ତି ?

ଉ -ବାଲେଶ୍ୱର ଜିଲ୍ଲା କୁ ଓଡ଼ିଶାର ଭାତ ହାଣ୍ଡି କହନ୍ତି l

6–ମଣିକ୍ଷେତ୍ର ଓଡିଶାର କାହାକୁ କହନ୍ତି?

ଉ -ଆରଡ଼ି କୁ (ଭଦ୍ରକ ) କୁ ଓଡ଼ିଶାର ମଣିକ୍ଷେତ୍ର କହନ୍ତି ।

7–ଓଡ଼ିଶାର ସ୍ଵର୍ଣ ତ୍ରିଭୁଜ କାହାକୁ କହନ୍ତି ?

ଉ -ପୁରୀ, କୋଣାର୍କ, ଭୁବନେଶ୍ୱର କୁ ଓଡ଼ିଶାର ତ୍ରିଭୁଜ କହନ୍ତି l

8–ଓଡ଼ିଶାର ଗଦା କ୍ଷେତ୍ର କାହାକୁ କହନ୍ତି?

ଉ -ଯାଜପୁର ଜିଲ୍ଲା କୁ ଓଡ଼ିଶାର ଗଦାକ୍ଷେତ୍ର କୁହାଯାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।