Odisha News Portal

ଯଦି ଆପଣ ମାନେ ଚାହୁଁଛନ୍ତି ଛାତିର କପକୁ ବାହାର କରିବା ପାଇଁ , ତେବେ ଘରେ କରନ୍ତୁ ଏହି ଛୋଟିଆ ଉପାୟକୁ . ଯାହା ଦ୍ବାରା ଆପଣ ଶିଘ୍ର ଏହି ସମସ୍ୟାରୁ ମୁକ୍ତି ପାଇପାରିବେ…..

ଆଜି ଆମେ ଆପଣ ମାନଙ୍କୁ କଫ ବିଷୟରେ କହିବୁ ଅର୍ଥାତ ଯଦି ଆପଣଙ୍କର ଛାତିରେ କଫ ଜମା ହୋଇ ରହିଥାଏ ଏବଂ ଆପଣ ମାନେ ଭାବୁଛନ୍ତି କଫ କେମିତି ବାହାରିବ ତେବେ ସେ ବିଷୟରେ ଆମେ ଆପଣ ମାନଙ୍କୁ ଆଜି କହିବୁ । ଆମ ଶରୀରରେ ତିନୋଟି ଦୋଷ ରହିଥାଏ , ଯାହା ହେଉଛି ବାତ , ପିତ , କଫ । ଆପଣଙ୍କ ଛାତିରେ କଫ ସେତିକି ବେଳେ ଜମା ହୋଇଥାଏ ଯେତେବେଳେ ତାହା ଇନ ବାଲାନ୍ସ ହୋଇଥାଏ । ଶରୀରରେ ଏକ କେମିକାଲ ରହିଥାଏ ଯାହାର ନାମ ହେଉଛି ଫସଫରସ । ଯେତେବେଳେ ଶରୀରରେ ଫସଫରସର ମାତ୍ରା କମ ହୋଇଥାଏ ସେତେବେଳେ କଫ ଇନବାଲାନ୍ସ ହୋଇତାଏ ଏବଂ ତାହା ଛାତିରେ ଜମା ହୋଇଥାଏ ।

କଫ ଜମା ହେଲେ ବହୁତ ରୋଗ ଦେଖା ଦେଇଥାଏ ତାହା ହେଉଛି ଛାତିରେ କଫ ଜମା ହେବା । ଫସଫରସର ମାତ୍ରା ଶରୀରେ କମ ହେଲେ ଆପଣଙ୍କ ପାଖରେ ଏମିତି ଏକ ଜିନିଷ ରହିଛି ଯାହା ଦ୍ୱାରା ଆପଣ ମାନେ ସେହି ମାତ୍ରାକୁ ଶରୀରେ କମ କରିପାରିବେ ।

ତେବେ ସେହି ଜିନିଷର ନାମ ହେଉଛି ଗୁଡ , ଯାହାକି ଦେଶି ଗୁଡ । ଦେଶି ଗୁଡ ଦୁଇ ପ୍ରକାର ମିଲିଥାଏ ଗୋଟିଏ ଲିକୁଇଡ ଗୁଡ ଆଉ ଗୋଟିଏ ପତଲା ଗୁଡ । ଏହି ଗୁଡ ମଧ୍ୟରୁ ଲିକୁଇଡ ଗୁଡରେ ଭରପୁର ମାତ୍ରାରେ ଫସଫରସ ରହିଥାଏ । ଆପଣ ମାନେ ଯେଉଁ ପ୍ରକାର ଗୁଡ ଚାହିଁବେ ନେଇ ପାରିବେ ।


ଫସଫରସର ମାତ୍ରା ଯେଉଁ ଗୁଡରେ ରହିଛି , ଆପଣ ମାନେ ଏହି ଗୁଡକୁ ଯେଉଁ ସମୟରେ ଚାହିଁବେ ଖାଇ ପାରିବେ । ଏହା ପରେ ଆପଣ ମାନେ ଏକ ପାନ ପତ୍ର ନେବେ, ସେହି ପାନ ପତ୍ରରେ ଆପଣ ମାନେ ଶୁଣ୍ଟି ମିଶେଇବେ । ତାସହିତ ଆପଣ ମାନେ ସେଥିରେ ଅଲେଇଚ ଏବଂ ଲବଙ୍ଗ ମିଶେଇବେ ।

 

ଆପଣ ମାନେ ପାନରେ ଶୁଣ୍ଟି ଏବଂ ଏହି ସମସ୍ତ ଜିନିଷ ରଖି ଖିଲ ଭଳି କରି ତାହାକୁ ଖାଇବେ । ଆପଣ ମାନେ ଏହି ପାନକୁ ଚୋବାଇ ଚୋବାଇ 10 ମିନିଟ ପର୍ଯ୍ୟନ୍ତ ଖାଇବେ । ଆପଣ ମାନେ ଏହା ବ୍ୟତୀତ ଡାଲଚିନି ପାଉଡର ନିଅନ୍ତୁ ଏବଂ ସେଥିରେ ଏକ ଚାମୁଚ ମହୁ ମିଶାନ୍ତୁ ।

ଏହା ପରେ ଆପଣ ମାନେ ତାହାର ଏକ ଗୋଲା ପ୍ରସ୍ତୁତ କରନ୍ତୁ ଏବଂ ଯେପରି ଚକଲେଟ ଆକୃତି ସେହିପରି ତାହାର ସେବନ କରନ୍ତୁ । ଖାଇ ସାରିବା ପରେ ଅଧା ଗ୍ଲାସ ଉଷୁମ ପାଣି ପିଇବେ । ଆପଣ ମାନେ ପ୍ରତ୍ୟେକ ଦିନ 5 କପ ଗରମ ପାଣିର ସେବନ କରିବେ । ଏହା ସହିତ ଦିନକୁ ମିନିମମ ତିନି ଥର ଗାରଗେନିଙ୍ଗ କରିବେ । ପାଣି ଉଷୁମ କରି ସେଥିରେ ଲୁଣ ପକାଇ ଗାରଗେନିଙ୍ଗ କରିବେ । ଦିନକୁ ତିନି ଥର ଗାରଗେନିଙ୍ଗ କରିବେ । ଯଦି ଆପଣ ମାନେ ଚାହୁଁଛନ୍ତି ଛାତିର କପକୁ ବାହାର କରିବା ପାଇଁ ତେବେ ଏହି ସମସ୍ତ ପ୍ରସେସକୁ ପାଳନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।