Odisha News Portal

କାହିଁକି ଏପରି କରିଲେ ହାର୍ଦିକ ପାଣ୍ଡ୍ୟା । ନଟରାଜନ୍ ଙ୍କୁ ନିଜ ମ୍ୟାନ୍ ଅଫ୍ ଦି ସିରିଜ ଟ୍ରଫି କୁ କାହିଁକି ଦେଲେ , ପ୍ରକୃତ କାରଣ ଜାଣିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ……

0 9

କାହିଁକି ଏପରି କରିଲେ ହାର୍ଦିକ ପାଣ୍ଡ୍ୟା । ନଟରାଜନ୍ ଙ୍କୁ ନିଜ ମ୍ୟାନ୍ ଅଫ୍ ଦି ସିରିଜ ଟ୍ରଫି କୁ କାହିଁକି ଦେଲେ ହାର୍ଦିକ ପାଣ୍ଡ୍ୟା । ଆଉ ମ୍ୟାଚ ସରିବା ପରେ ଏହାକୁ ନେଇ ସମସ୍ତ ଙ୍କ ମନରେ ପ୍ରଶ୍ନ ଉଠି ଥିଲା । ଆଉ ମ୍ୟାଚ ସରିବା ପରେ ହାର୍ଦିକ ପାଣ୍ଡ୍ୟା ଏପରି କରିଛନ୍ତି ଯାହାକୁ ଦେଖି ସମସ୍ତେ ପ୍ରଂଶସା ନ କରି ରହି ପାରୁ ନାହାଂନ୍ତି । ତେବେ ହାର୍ଦିକ କାହିଁକି ଏପରି କରିଲେ କାହିଁକି ତାଙ୍କ ଟ୍ରଫି କୁ ଅନ୍ୟକୁ ଦାନ କରିଲେ । ଏନେଇ କଣ କହିଛନ୍ତି ହାର୍ଦିକ ପାଣ୍ଡ୍ୟା , ତେବେ ଚାଲନ୍ତୁ ଜାଣିବା ।

ତେବେ ତୃତୀୟ t-20 ର ଅଷ୍ଟ୍ରେଲିଆ 12 ରନ୍ ରେ ଭାରତକୁ ପରାସ୍ତ କରି ସିରିଜ୍ ରେ ଏକ ମାତ୍ର ବିଜୟ ହାସଲ୍ କରିଛି । ଯଦି ଭାରତୀୟ ଦଳ ତୃତୀୟ t-20 ରେ ମ୍ୟାଚ ହାରିଛି କିନ୍ତୁ ସିରିଜ୍ ହାତେଇବାରେ ସଫଳ ହୋଇଛି । t-20 ସିରିଜ୍ ଜିତିବା ପରେ ହାର୍ଦିକ ପାଣ୍ଡ୍ୟା ତାଙ୍କର ଏହି ମ୍ୟାନ ଅଫ୍ ଦି ସିରିଜ୍ ପୁରସ୍କାରକୁ ନଟରାଜନ୍ ଙ୍କୁ ଦେଇଥିଲେ ।


ଏହାବ୍ୟତୀତ ହାର୍ଦିକ ପାଣ୍ଡ୍ୟା ଟ୍ବିଟ କରି ନଟରାଜନ୍ ଙ୍କୁ ଏହି ମ୍ୟାନ ଅଫ୍ ଦି ସିରିଜ୍ ର ଯୋଗ୍ୟ ବୋଲି କହିଥିଲେ । ତେବେ କାହିଁକି ହାର୍ଦିକ ପାଣ୍ଡ୍ୟା ଏପରି କହିଛନ୍ତି ଚାଲନ୍ତୁ ଜାଣିବା ।

ତେବେ ହାର୍ଦିକ ଟ୍ବିଟ କରି କହିଛନ୍ତି , ନଟରାଜନ୍ ତୁମେ ଏହି ସିରିଜ୍ ର ଅତି ପ୍ରଶଂସନୀୟ ପ୍ରଦର୍ଶନ କରି ଥିଲ । ତେଣୁ ତୁମେ ପ୍ରମାଣ କରିଛ ଯେ ତୁମେ କଠିନ୍ ପରିସ୍ଥିତିରେ ତୁମର ଡେବ୍ୟୁ ସିରିଜ୍ ରେ ତୁମେ ଚମତ୍କାର ପ୍ରଦର୍ଶନ କରି ତୁମେ କେତେ ପରିଶ୍ରମ କରିଛ । ଆଉ ତୁମର ଏହି ସଫଳତା ତୁମର କଠିନ୍ ପରିଶ୍ରମ ର କାହାଣୀ କହି ଥାଏ । ଆଉ ଏହା ସହିତ ପାଣ୍ଡ୍ୟା କହିଛନ୍ତି ଯେ ତୁମେ ହେଉଛ ମୋ ଭାଇ ଆଉ ତୁମେ ଏହି ପୁରସ୍କାର ପାଇଁ ଯୋଗ୍ୟ ଅଟ ।
ଆଉ ସୋସିଆଲ ମିଡିଆ ରେ ହାର୍ଦିକ ଙ୍କ ର ଏହି ଆଚରଣ ସମସ୍ତ ଙ୍କ ହୃଦୟ କୁ ଜିତିଛି । ତିନି ମ୍ୟାଚ ବିଶିଷ୍ଠ ସିରିଜ୍ ରେ ନଟରାଜନ୍ ଚମତ୍କାର ବୋଲିଂ ପ୍ରଦର୍ଶନ କରି 6 ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । t-20 ସିରିଜ୍ ରେ ମଧ୍ୟ ନଟରାଜନ୍ ସର୍ବାଧିକ ୱିକେଟ୍ ନେଇ ଥିଲେ । ଏଥି ସହିତ ହାର୍ଦକ ତିନୋଟି ମ୍ୟାଚ ବିଶିଷ୍ଠ t-20 ସିରିଜ ରେ 156 ରନ୍ କରିଛନ୍ତି । ମ୍ୟାଚ୍ ଶେଷ ରେ ହାର୍ଦିକ ପାଣ୍ଡ୍ୟା ଜାଣି ଥିଲେ ଯେ ନଟରାଜନ୍ ହିଁ ମ୍ୟାନ୍ ଅଫ୍ ଦି ସିରିଜ୍ ପାଇବେ, ହେଲେ ହାର୍ଦିକ ଙ୍କୁ ଏହା ମିଳିବାରୁ ସେ ଏହାକୁ ପ୍ରକୃତ ହକଦାର୍ ଙ୍କୁ ଦେଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।