ଆପଣ ତ ଜାଣିଛନ୍ତି ମଜାଳିଆ ପ୍ରଶ୍ନ ଗୁଡ଼ିକ ବହୁତ୍ କୌତୁକିଆ ହୋଇଥାଏ ଏବଂ ଏହା ମନୋରଞ୍ଜନ ପାଇଁ ହିଁ ହୋଇଥାଏ।ଯଦିଓ ଏହା ଡବଲ ମିନିଙ୍ଗ ର ପ୍ରଶ୍ନ ଅଟେ କିନ୍ତୁ ଆପଣ ଯଦି ଏହାକୁ ସକାରାତ୍ମକ ବିଚାର ରେ ଦେଖିବେ ତେବେ ଏହାର ଉତ୍ତର ଆପଣଙ୍କୁ ନିଶ୍ଚିତ ହସେଇ ହସେଇ ବେଦମ୍ କରିଦେବ। ଏହି ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଭିନ୍ନ ପ୍ରକାରର ହୋଇଥାଏ। କିଛି ଏମିତି ମଜାଳିଆ ପ୍ରଶ୍ନ ରହିଥାଏ ଯାହା ଡବଲ ମିନିଙ୍ଗ ଭଳି ହୋଇଥାଏ ଏବଂ ମଜାରେ ସାଙ୍ଗମାନେ ଏମିତି ପ୍ରଶ୍ନ ପଚାରି ଥାଆନ୍ତି।ଆମେ ଆପଣଙ୍କ ପାଇଁ ଏମିତି କିଛି ଫନୀ ବା କୌତୁକିଆ ପ୍ରଶ୍ନ ନେଇ ଆସିଚୁ ଯାହା ଶୁଣିଲେ ଆପଣ ମାନେ ଖୁସି ହୋଇଯିବେ ଏବଂ ହସି ହସି ଗଡିଯିବେ।
ତେବେ ଆସନ୍ତୁ ଆଜିର ଏହି ଲେଖାରେ ଆମେ ସେହିଭଳି କିଛି ପ୍ରଶ୍ନ ବିଷୟରେ ଜାଣିବା ଏବଂ ଏହାର ଉତ୍ତର ମଧ୍ୟ ଖୋଜିବା।ତେବେ ଏହିସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣଙ୍କୁ ଟିକିଏ ବୁଦ୍ଧି ଖଟାଇବାକୁ ପଡ଼ିବ ଏବଂ ସହଜରେ ଏହାର ଉତ୍ତର ଆପଣ ପାଇଯିବେ। ଆଉ ଆପଣଙ୍କୁ କହି ରଖୁଛୁ ଯେ ଏହା କେବଳ ମନୋରଞ୍ଜନ ଉପରେ ଆଧାରିତ ଅଟେ। ତେଣୁ ଏହାକୁ ଖରାପ ଭାବରେ ନେବେ ନାହିଁ।ଦେଖିବା ଏହି ପ୍ରଶ୍ନ ଗୁଡିକର ଉତ୍ତର କେତେଜଣ ଦେଇ ପାରୁଛନ୍ତି। ଏହି ପ୍ରଶ୍ନ ଗୁଡ଼ିକୁ ସକାରାତ୍ମକ ବିଚାର ର ସହିତ ଭାବନ୍ତୁ।
ପ୍ରଶ୍ନ ୧- ଗୋଟିଏ ସାଧାରଣ ମଣିଷ ଅଧିକରୁ ଅଧିକ ପାଣି ଭିତରେ ନିଃଶ୍ୱାସ ବନ୍ଦ କରି କେତେ ସମୟ ରହି ପାରିବ?
ଉତ୍ତର- ପାଖାପାଖି ୧ ରୁ ୨ ମିନିଟ୍।
ପ୍ରଶ୍ନ ୨-ପୁରା ଦିନରେ ଆମ ଶରୀର ସବୁଠାରୁ ଥକା କେଉଁ ସମୟରେ ଅନୁଭବ କରିଥାଏ?
ଉତ୍ତର- ଦୁଇ ପ୍ରହର ୨ଟା ଏବଂ ରାତି ୨ଟା ସମୟରେ।
ପ୍ରଶ୍ନ ୩- ବିଶ୍ଵର ପ୍ରଥମ ଟେଷ୍ଟ ଟ୍ୟୁବ୍ ପିଲା କେଉଁ ଦେଶରେ ଜନ୍ମ ହୋଇଥିଲା?
ଉତ୍ତର- ବ୍ରିଟେନ ଦେଶରେ ଜନ୍ମ ନେଇଥିଲା।
ପ୍ରଶ୍ନ ୪- କେଉଁ ସମୟରେ ଝିଅ ମାନେ ସେହି କାମ ବା ସମ୍ଭୋଗ କରିବାକୁ ଅଧିକ ପାଗଳ ହୋଇଥାନ୍ତି?
ଉତ୍ତର- ପିରିଅଡ୍ ର ଦୁଇଦିନ ପୂର୍ବରୁ ଝିଅ ମାନେ ଏଥିପାଇଁ ପାଗଳ ହୋଇଥାନ୍ତି।
ପ୍ରଶ୍ନ ୫- କମ୍ ବୟସରେ ଲୋକ ମାନଙ୍କ ବାଳ ଧଳା ହୋଇଯିବାର ମୁଖ୍ୟ କାରଣ ଗୁଡିକ କଣ ଅଟେ?
ଉତ୍ତର- ଅଧିକ ଚିନ୍ତା କରିବା, ଅଧିକ ପରିମାଣରେ ଧୁମ୍ରପାନ କରିବା ସହିତ ଶରୀର ଭିତରେ ଭିଟାମିନ B12 ଅଭାବ ହେଲେ ଏହା ହୋଇଥାଏ।
ପ୍ରଶ୍ନ ୬- କେଉଁ ଜୀବର ଶରୀରରେ ସବୁଠାରୁ କମ୍ ହାଡ଼ ଥାଏ?
ଉତ୍ତର- ମୂଷା।
ପ୍ରଶ୍ନ ୭- ପୁରୁଷର ତଳ ସାମାନ୍ କିପରି ହେବା ଉଚିତ୍?.
ଉତ୍ତର- ମୋଟା, ସିଧା ଏବଂ ୫ରୁ ୭ ଇଞ୍ଚ୍ ର ଲମ୍ବା ହେବା ଉଚିତ୍।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।