Odisha News Portal

କେଉଁ ପ୍ରକାର ସମ୍ଭୋଗ କରିବା ଦ୍ୱାରା କ୍ୟାନ୍ସର ହୋଇଥାଏ ?

ଦେଶରେ ହେଉଥିବା ଉଚ୍ଚ ପଦବୀ ନିମନ୍ତେ ପରୀକ୍ଷା ସବୁ ଯଥା ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ମାନଙ୍କରେ ଲିଖିତ ପରୀକ୍ଷା ସହିତ ସାକ୍ଷାତକାର ର ମଧ୍ୟ ବହୁତ୍ ଭୂମିକା ରହିଥାଏ।ତେବେ କିଛି ପ୍ରଶ୍ନ ଏମିତି ହୋଇଥାଏ କି ଯାହା ର ଉତ୍ତର କେବଳ ଉପସ୍ଥିତ ବୁଦ୍ଧି ବଳରେ ହିଁ ଦେଇଥାଏ। ସେହିଭଳି ଆଜିର ଏହି ଲେଖାରେ ଆମେ କିଛି ପ୍ରଶ୍ନ ପଚାରିବୁ ଯାହା ଡବଲ୍ ମିନିଂ ପ୍ରଶ୍ନ ଏବଂ ଏହାର ଉତ୍ତର ଦେବାକୁ ଅନେକ ନିଜକୁ ବିଚଳିତ କରି କିଛି ପ୍ରଶ୍ନ ପଚାରିବୁ ଯାହାର ଉତ୍ତର ୯୦ ପ୍ରତିଶତ ଲୋକ ଜାଣି ନଥିବେ।ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ପଚାରାଯାଏ।

ପ୍ରଶ୍ନ ଟି ଶୁଣିବା ପେର ଆପଣ ତାହାକୁ ନକରତ୍ମାକ ଦିଗକୁ ଆଡକୁ ଅଗ୍ରସର ହେବେ ନାହିଁ କାରଣ ପ୍ରଶ୍ନର ଉତ୍ତର ବହୁତ ସରଳିଆ ଆପଣ ଖାଳି ଟିକେ ମାଇଣ୍ଡ ଖଟିଲେ ଏହାର ଉତ୍ତର ମଜାଳିଆ ହେବ। ତେବେ ଆସନ୍ତୁ ଜାଣିବା ସେହିପରି କିଛି ପ୍ରଶ୍ନ।

ପ୍ରଶ୍ନ ୧- ଏମିତି କେଉଁ ଜିନିଷ ଅଛି ଯାହାକୁ ଖାଇବା ପୂର୍ବରୁ ଦେଖା ଯାଏ ନାହିଁ ?
ଉତ୍ତର – ଧୋକା।

ପ୍ରଶ୍ନ ୨- ଯେତେବେଳେ ତୁମେ ୧୮ ବର୍ଷ ହେଲ ଜାଣିଲ କି ତୁମ ମାଆ ବେଶ୍ୟା ଥିଲେ,ଏବେ ତୁମେ କଣ କରିବ?
ଉତ୍ତର – ମୁଁ ଭଗବାନ ଙ୍କ କୃପା ରୁ ଆଶା କରିବି ଏବଂ ତାଙ୍କୁ ଧନ୍ୟବାଦ୍ ଦେବି କି ମୋ ବାପା ମୋ ମାଆଙ୍କର ଏକା ଏବଂ ଶେଷ ଗ୍ରାହକ ହୋଇଥିବେ ବୋଲି।

ପ୍ରଶ୍ନ ୩- କେଉଁ କାମକୁ ପୁଅ, ଗୋଟିଏ ଝିଅ ସହ କରିକରି ଥକି ଯାଇ ଥାଏ କିନ୍ତୁ ତଥାପି ଝିଅ କୁ ଶାନ୍ତି ମିଲ ନାହିଁ?
ଉତ୍ତର – ଏହି ପ୍ରଶ୍ନର ଉତ୍ତର ସହଜ କିନ୍ତୁ ଏହାକୁ ଯଦି ଆପଣ ଅଲଗା ଉଦ୍ଦେଶ୍ୟରେ ଭାବୁଥିଲେ ତେବେ ଠିକ୍ ହେବ ନାହିଁ।ଏହାର ପ୍ରକୃତ ଉତ୍ତର ହେଉଚି ଯେ ଶୋପିଙ୍ଗ କରିବା ବା ମାର୍କେଟିଙ୍ଗ।

ପ୍ରଶ୍ନ ୪- କେଉଁ ଫଳ ଦେଖିବାକୁ ୪ଟି ରଙ୍ଗର ହୋଇଥାଏ?
ଉତ୍ତର- ତରଭୁଜ।

ପ୍ରଶ୍ନ ୫- କେଉଁ ପ୍ରକାର ସମ୍ଭୋଗ କରିବା ଦ୍ୱାରା କ୍ୟାନ୍ସର ହୋଇଥାଏ?
ଉତ୍ତର- କୌଣସି ଭୁଲ୍ ତେଲକୁ ପ୍ରୟୋଗ କରି ସମ୍ଭୋଗ କରିବା ଦ୍ୱାରା।

ପ୍ରଶ୍ନ ୬- କୁହନ୍ତୁ ଦେଖିବା, ଚାଉଳକୁ ପଲିସ୍ କରିବା ଦ୍ୱାରା କେଉଁ ଭିଟାମିନ ନଷ୍ଟ ହୋଇ ଯାଇଥାଏ?
ଉତ୍ତର- ଭିଟାମିନ B1।

ପ୍ରଶ୍ନ ୭- ଗୋଟିଏ ଝିଅ ଗୋଟିଏ ପୁଅ ସହିତ କଣ କରିବାକୁ ଚାହେଁ?
ଉତ୍ତର- ଫ୍ରେଣ୍ଡଶିପ୍ କରିବାକୁ ଚାହେଁ।

ପ୍ରଶ୍ନ ୮- କଣ ହେଲେ ପିଲା ବାହାରନ୍ତି ?
ଉତ୍ତର- ସ୍କୁଲରେ ଘଣ୍ଟା ବାଜିଲେ ପିଲାମାନେ ବାହାରି ଆସନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।