Odisha News Portal

କେଉଁ ଫଳର ଚୋପା ନାହିଁ କିମ୍ୱା ମଞ୍ଜି ନାହିଁ ? ଏହାର ଉତ୍ତର 99% ଲୋକ ଜାଣି ନାହାନ୍ତି, ସାହାସ ଅଛି ତ ଉତ୍ତର ଦିଅ

ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ସାଧାରଣ ଜ୍ଞାନ ବା ବୁଦ୍ଦିମାନର ପ୍ରଶ୍ନ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ କାରଣ ଆଜିର ସମୟରେ ଯେକୌଣସି କମ୍ପିଟେଟିଭ ପରିକ୍ଷାରେ ସାଧାରଣ ଜ୍ଞାନ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଅନେକ ପିଲାମାନେ ସାଧାରଣ ପ୍ରଶ୍ନର ଉତ୍ତର ଦେବାରେ ଅସଫଳ ହୋଇଥାନ୍ତି , ଯାହାଫଳରେ ସେମାନଙ୍କୁ ପୁଣିଥରେ ଅପେକ୍ଷା କରିବା ପାଇଁ ପଡିଥାଏ । ତେବେ ଯାଇ ସେମାନେ ନିଜର ଲକ୍ଷସ୍ଥଳରେ ପହଞ୍ଚି ପାରିଥାନ୍ତି । ତେଣୁ ସାଧାରଣ ଜ୍ଞାନ ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ , ଏହା ଆମ ଲକ୍ଷ ସ୍ଥଳରେ ପହଞ୍ଚିବାରେ ବହୁତ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କେତେକ ବୁଦ୍ଦିମାନର ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।

1 କେଉଁ ପଶୁ ଅନୁକରଣ କରିବାକୁ ଭଲ ପାଏ ?
ଉତ୍ତର – ମାଙ୍କଡ ।

2 କେଉଁ ପଶୁ ଚୋର ଧରିବାରେ ସାହାର୍ଯ୍ୟ କରେ ?
ଉତ୍ତର – କୁକୁର ।

3 ଯେଉଁ ପ୍ରାଣୀମାନେ ମାଂସ ଖାଆନ୍ତି ସେମାନଙ୍କୁ କଣ କୁହାଯାଏ ?
ଉତ୍ତର – ମାଂସାଶୀ ।

4 ତାରା ମାନଙ୍କ ମଧ୍ୟରେ କେଉଁ ଗ୍ୟାସ ଥାଏ ?
ଉତ୍ତର – ଉଦଜାନ ।

5 ଗୋଡ ହାତ ଝିମ ଝିମ ହେଉଥିଲେ କେଉଁ ପ୍ରକାର ଖାଦ୍ୟର ଅଭାବ ଥାଏ ?
ଉତ୍ତର – ଭିଟାମିନ ସି ।

6 ଅଗ୍ନି ନିର୍ବାପକ ଯନ୍ତ୍ରରେ କେଉଁ ରାସାୟନିକଟିକୁ ବ୍ୟବହାର କରାଯାଏ ?
ଉତ୍ତର – ଖାଇବା ସୋଡା ।

7 କେଉଁ ଖାଦ୍ୟସାର ଶରୀରକୁ ତାପଶକ୍ତି ଦିଏ ଓ ଶରୀରକୁ ବଳ ଓ ଶକ୍ତି ଯୋଗାଏ ?
ଉତ୍ତର – ଶ୍ୱେତସାର ।

8 ଆମ ରାଜ୍ୟର ପୂର୍ବ ଦିଗରେ କେଉଁ ସମୁଦ୍ର ଅଛି ?
ଉତ୍ତର – ବଙ୍ଗୋପସାଗର ।

9 ଆମ ରାଜ୍ୟର ପଶ୍ଚିମ ଦିଗରେ କେଉଁ ପ୍ରଦେଶ ଅଛି ?
ଉତ୍ତର – ଛତିଶଗଡ ।

10 ଆମ ରାଜ୍ୟର ଉତ୍ତରରେ କେଉଁ ପ୍ରଦେଶ ଅଛି ?
ଉତ୍ତର – ଝାଡଖଣ୍ଡ ।

11 ଆମ ରାଜ୍ୟର ଦକ୍ଷିଣରେ କେଉଁ ପ୍ରଦେଶ ଅଛି ?
ଉତ୍ତର – ଆନ୍ଧ୍ରପ୍ରଦେଶ ।

12 କେଉଁ ଫଳର ଚୋପା ନାହିଁ କିମ୍ୱା ମଞ୍ଜି ନାହିଁ ?
ଉତ୍ତର – ତୁତ୍ କୋଳି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।