କେଉଁ ମୁଖ୍ୟମନ୍ତ୍ରୀ କେତେ ପାଠୁଆ… ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ

ହଁ ଦର୍ଶକବନ୍ଧୁ ଆଜି ଆମେ ଏପରି ଏକ କଥା ବିଷୟରେ ଆଲଚନା କରିବାକୁ ଯାଉଛୁ ଯାହାକି ଆପଣମାନେ ଜାଣିରଖିବା ନିହାତି ଆବଶ୍ୟକ,ଆମ ରାଜ୍ୟ ମାନଙ୍କରେ ଏପରି ବି ବହୁତ ଲୋକ ଅଛନ୍ତି ଯେଉଁମାନେ କି ବହୁତ ପାଠ ପଢ଼ିଥିଲେ ମଧ୍ୟ ଚାକିରୀ ଟିଏ ପାଇଁ ପାରିନାହାନ୍ତି, ଆଉ ଆମ ମନ୍ତ୍ରୀ ମାନେ ମଧ୍ୟ ସେମାନଙ୍କର ଜଗ୍ୟତା ଆଗରେ ବହୁତ କମ ହୋଇଥାଏ, ତେବେ ଯୋଗ୍ୟତା ଅନୁସାରେ କାମ ବା ପଦବୀ ଆମକୁ ମିଳିନଥାଏ,ଜଣେ ଜନ ପ୍ରତିନିଧିଙ୍କର ଶିକ୍ଷାଗତ ଯୋଗ୍ୟତାକୁ ନେଇକି ତାଙ୍କୁ ପଦବୀ ଦେବା କଥା କିନ୍ତୁ ଏଠି ସମ୍ପୂର୍ଣ ଅଲଗା,ତେବେ ଆସନ୍ତୁ ଆଜି ଆମେ ଆଲଚନା କରିବା କି କୋଉ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଯୋଗ୍ୟତା କେତେ |

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମହନ ରେଡି ହେଉଛନ୍ତି କମର୍ଶ ଗ୍ରାଜୁଏଟ,

ସେହିପରି ଅରୁଣାଚଳ ପ୍ରଦେଶ ର ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ବିଏ ଗ୍ରାଜୁଏଟ,

ସେହିପରି ଆସାମର ମୁଖ୍ୟମନ୍ତ୍ରୀ ହିମାନ୍ତ ବିଶ୍ୱାସର୍ମା ପିଇ. ଏଚ. ଡି ପାସ କରିଛନ୍ତି,

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବି ଏସ ସି ଗ୍ରାଜୁଏଟ କରିଥିବା ବେଳେ,

ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବୋଘେଲ ପିଜି ବା ସ୍ନାତକତର ପାସ କରିଛନ୍ତି ,

ସେହି ଭଳି ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ଆଇ ଆଇ ଟି ଖାଡ଼କପୁରରେ ବିଟେକ କରିଛନ୍ତି,

ଗୋଆ ରେ ପ୍ରମୋଦ ସାୱନ୍ତ ବି ଏ ଏମ ଏସ ବା ବ୍ୟାଚଲର ଅଫ ଆୟୁର୍ବେଦିକ ମେଡ଼ିସିନ ଓ ସର୍ଜରୀ ବିଷୟରେ ପାଠ ପଢ଼ିଥିଲେ,

ସେହିପରି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏମ ଏ ସି ରେ ପିଇ ଏଚ ଡି କରିଛନ୍ତି,

ହରିୟାଣା ମୁଖ୍ୟମନ୍ତ୍ରୀ ମନହରଲାଲ ଖୋଟର ଗ୍ରାଜୁଏଟ,ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଗ୍ରାଜୁଏଟ,

ଝାଡ଼ଖଣ୍ଡ ର ମୁଖ୍ୟମନ୍ତ୍ରୀ ହେମନ୍ଦ ସୋରେନ ଦ୍ୱାଦାଶ ପାସ, ସେହିଭଳି କର୍ଣ୍ଣାଟକ ର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ଗ୍ରାଜୁଏଟ|

କେରଳ ର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଧ୍ୟ ଦ୍ୱାଦାଶ ପାସ,

ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ଏମ ଏ ପାସ,

ମହାରାଷ୍ଟ୍ର ର ଉଦ୍ଧବ ଠକରେ ମଧ୍ୟ ଦ୍ୱାଦାଶ ପାସ,

ମଣିପୁର ର ଏନ. ବିରେନ ସିଂ ମଧ୍ୟ ଗ୍ରାଜୁଏଟ,

ମେଘାଳୟ ର ମୁଖ୍ୟମନ୍ତ୍ରୀ ସି. ସାଙ୍ଗମା ଏମ ବି ଏ ପାସ,

ମିଜୋରାମ ର ଜୋରଗଠାଙ୍ଗି ମଧ୍ୟ ବି ଏ ଗ୍ରାଜୁଏଟ,

ନଗଲାଣ୍ଡ ର ନିଫିରିଓ ମଧ୍ୟ ଗ୍ରାଜୁଏଟ,

ପଞ୍ଜାବ ର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ଦ୍ୱାଦାଶ ପାସ,

ରାଜସ୍ଥାନ ର ଅଶୋକ ଗେହେଲଟ ଏମ ଏ,

ସିକିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ଦବାଙ୍ଗ ବି. ଏ କରିଛନ୍ତି,

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବି. ଏ କରିଛନ୍ତି,

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚଦ୍ରଶେଖର ରାଉ ବି. ଏ ପାସ,

ତ୍ରିପୁରାର ମାଣିକ ସାହା ଡାକ୍ତରୀ,

ସେହିପରି ଆମ ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଦିଲ୍ଲୀ ୟୁନିଭେର୍ସିଟି ରେ ବି. ଏ ପାସ କରିଛନ୍ତି |

ତେବେ ଏହି ଭଳି ଭାବରେ ଆମ ଦେଶର ମୁଖ୍ୟମନ୍ତ୍ରୀ ମାନେ କେତେ ପାଠୁଆ ଆପଣମାନେ ଜାଣିପାରୁଥିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment