Odisha News Portal

କେଉଁ ଜିନିଷ ଜଣେ ସ୍ତ୍ରୀ ତା ସ୍ୱାମୀର ଦେଖିପାରିବ କିନ୍ତୁ ଶଶୁର ନୁହେଁ ? ଏହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ, ସାହାସ ଅଛି ତ ଉତ୍ତର ଦିଅ

ସାଧାରଣ ଜ୍ଞାନ ଜଣେ ଶିକ୍ଷିତ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥଏ କାରଣ ତାହା ସେହି ବ୍ୟକ୍ତିର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସାହାର୍ଯ୍ୟ କରିଥାଏ । ଅନେକ ପିଲା ମାନେ ଛୋଟ ଛୋଟ ସହଜ ପ୍ରଶ୍ନର ଉତ୍ତର ଦେବାରେ ଅସଫଳ ହୋଇଥାନ୍ତି ଏବଂ ସେମାନଙ୍କୁ ଅନେକ ପରିଶ୍ରମ କରିବା ପାଇଁ ପଡିଥାଏ । ତେବେ ଯାଇ ସେମାନେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାନ୍ତି । ତେବେ ଆଜି ଆମେ ଜାଣିବା ଆଉ କେତେକ ଅତି ସହଜ ଓ ବୁଦ୍ଧିମାନର ପ୍ରଶ୍ନ ସହିତ ଉତ୍ତର ସମ୍ପର୍କରେ । ଯାହା ଆମକୁ ଆମ କ୍ୟାରିଅର ଗଠନରେ ସାହାର୍ଯ୍ୟ କରିଥାଏ ।

1 ସେ କିଏ ଯିଏ ତାହାର ସବୁକାମ ନାକ ଦ୍ୱାରା କରିଥାଏ ?
ଉତ୍ତର – ହାତୀ ।

2 ଏମିତି କେଉଁ ଦେଶ ଯେଉଁଠି କେବଳ 27 ଜଣ ଲୋକ ରହିଥାନ୍ତି ?
ଉତ୍ତର – ସିଲ୍ୟାଣ୍ଡ ।

3 ଏମିତି କେଉଁ ଦେଶ ଯେଉଁଠି ଗୋଟିଏ ବି ନଦୀ ନାହିଁ ?
ଉତ୍ତର – ସାଉଦିଆରବ ।

4 ଶ୍ୟାମ ବାପାର ତିନି ପୁଅ , ପ୍ରଥମ ଟିର ନାମ ଜୁନ ଦ୍ୱିତୀୟ ଟିର ନାମ ଜୁଲାଇ , ତୃତୀୟ ର ନାମ କୁହ ?
ଉତ୍ତର – ଶ୍ୟାମ ।

5 କେଉଁ ଜିନିଷ ଜଣେ ସ୍ତ୍ରୀ ତା ସ୍ୱାମୀର ଦେଖିପାରିବ କିନ୍ତୁ ଶଶୁର ର ନୁହଁ ?
ଉତ୍ତର – ବାହାଘର ।

6 କିଏ ସେ ମନ୍ତ୍ର କଲା ଅମୁହା ଦେଉଳେ ନିର ପଶିଲା ?
ଉତ୍ତର – ନଡିଆ ଭିତରେ ପାଣି ।

7 କେଉଁ ପ୍ରାଣୀର ବେକରେ ହୃତପିଣ୍ଡ ଥାଏ ?
ଉତ୍ତର – ଜିରାଫ ।

8 ଆଠଟି ଡାଳରେ ଆଠଟି ବାଣୀ , ଗୋଟିଏ ଖମ୍ୱରେ ଅଛନ୍ତି ଟାଣି , ଖରା ବରଷାରେ ହୁଅଇ ଖୋଜା , ବରଷାରେ ବାଜେ ଝୁମୁରୁ ବାଜା ?
ଉତ୍ତର – ଛତା ।

9 ଏମିତି ଏକ ଧର୍ମ ର ନାମ କୁହ ଯାହାକୁ ଆଗରୁ ଏବଂ ପଛରୁ ଉଭୟ ଆଡୁ ପଢିଲେ ସମାନ ହେବ ?
ଉତ୍ତର – ଇସାଇ ଧର୍ମ ।

10 ଆପଣ ଯେତେ ଆଗକୁ ବଢନ୍ତି ତାହା ସେତେ ପଛରେ ରହିଥାଏ , ତାହା କଣ ଅଟେ ?
ଉତ୍ତର – ଆପଣଙ୍କ ପାଦ ।

11 ଇଂରାଜୀ ରେ ଏମିତି ଏକ ଦେଶର ନାମ କୁହ ଯାହାର ପ୍ରଥମ ଏବଂ ଶେଷ ଅକ୍ଷର A ଅଟେ ?
ଉତ୍ତର – ଆମେରିକା ।

12 କେଉଁ ପରିବାର ନାମରେ ଦେଶ , ଭାଷା ଏବଂ ଜିଲ୍ଲାର ନାମ ଆସିଥାଏ ?
ଉତ୍ତର – ବିହିନ୍ଦି ।

13 ଲୋକମାନେ ସବୁଠୁ ପ୍ରଥମେ କେଉଁ ପ୍ରାଣୀର କ୍ଷୀର ପିଇବା ଆରମ୍ଭ କରିଥିଲେ ?
ଉତ୍ତର – ଛେଳି ।

14 ଆଖି ଥିଲେ ବି ସେ ଅନ୍ଧ , ସେ କିଏ ?
ଉତ୍ତର – ମୂର୍ଖ ଲୋକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।