Odisha News Portal

Jyotish Shastra- କେଉଁ ବାରରେ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳି

0 438

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ମଣିଷ ର ଜନ୍ମ ତାରିଖ ଓ ଜନ୍ମ ମାସ , ଜନ୍ମ ସମୟ, ଜନ୍ମ ଗ୍ରହଣ କରିଥିବା ବାର ଦ୍ ଦ୍ଵାରା ସେହି ବ୍ୟକ୍ତି ର ବ୍ୟକ୍ତିତ୍ଵ ବିଷୟ ରେ ଓ ଭବିଷ୍ୟତ ବିଷୟ ରେ ବହୁତ୍ କିଛି ଜାଣି ହୁଏ। ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ବ୍ୟକ୍ତି ର ଜନ୍ମ ତାରିଖ , ଜନ୍ମ ଦିନ ,ଓ ଜନ୍ମ ମସିହା ଦ୍ଵାରା ବ୍ୟକ୍ତି ର ଜୀବନ , ଗୁଣ ଓ ବେସେଶତା ବିଷୟ ରେ ବହୁତ୍ କିଛି ଜିନିଷ ଜାଣି ହୁଏ । ଆଉ ଏହି ସବୁ ଜିନିଷ ଦ୍ଵାରା ଭବିଷ୍ୟତ ର ଆକଳନ ମଧ୍ୟ କରିହୁଏ ବୋଲି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଏ।

ତେବେ ଆମ ମାନଙ୍କ ର ସାତ ଗୋଟି ବାର ରହିଛି ଆଉ ସବୁ ବାର ର ସ୍ବାମୀ କୌଣସି ନା କୌଣସି ଭଗବାନ ହୋଇ ଥାଆନ୍ତି ଓ ସେମାନଙ୍କର ପ୍ରଭାବ ସେହି ବାର ଓ ସେହି ବାର ରେ ଜନ୍ମ ଗ୍ରହଣ କରୁଥିବା ବ୍ୟକ୍ତି ଉପରେ ପଡ଼ିଥାଏ। ତେବେ ଆଜି ଆମେ ଏହି ଲେଖା ମାଧ୍ୟମରେ ଜାଣିବା କେଉଁ ବାର ରେ ଜନ୍ମ ଗ୍ରହଣ କରିଥିଲେ କଣ ଭବିଷ୍ୟତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ;

ଶନିବାର ,

ଶନିବାର ଉପରେ ସାଧାରଣ ଭଗବାନ ଶନି ଦେବ ଙ୍କ ପ୍ରଭାବ ରହିଥାଏ। ଶନି ଦେବ ନ୍ୟାୟ ର ଦେବତା ହୋଇ ଥାଆନ୍ତି । ତେଣୁ ଏହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ମଧ୍ୟ ନ୍ୟାୟ କୁ ସର୍ବଦା ଆପଣେଇ ଥାଆନ୍ତି। ସ୍ବଭାବ ରେ ଖୁବ୍ ଶାନ୍ତ ଓ ହସଖୁସ ପ୍ରକୃତି ର ହୋଇ ଥାଆନ୍ତି।

ରବିବାର –

ରବିବାର ର ସ୍ବାମୀ ହେଉଛନ୍ତି ଭଗବାନ ସୂର୍ଯ୍ୟ ଯିଏ ନିଜ କିରଣ ଦ୍ଵାରା ସମଗ୍ର ପୃଥିବୀ କୁ ଆଲୋକିତ କରି ଥାଆନ୍ତି । ଏହି ବାର ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ମଧ୍ୟ ସୂର୍ଯ୍ୟ ପରି ତେଜବାନ ହେବା ସହିତ ଦୀର୍ଘାୟୁ ହୋଇ ଥାଆନ୍ତି। ଏମାନେ ସାଧାରଣ ଖୁବ୍ ଭାଗ୍ୟ ଶାଳୀ ହୋଇ ଥାଆନ୍ତି।

ସୋମବାର ,

ଏହି ବାର ର ସ୍ବାମୀ ଭଗବାନ ଶିବ ହୋଇ ଥାଆନ୍ତି । ଏମାନେ ତ୍ ସର୍ବଦ ଆଗରେ ରହିବା ପାଇଁ ପସନ୍ଦ କରନ୍ତି। ଏହା ସହିତ ଅନ୍ୟ ମାନେ ମଧ୍ୟ ଆପଣ ଙ୍କୁ ଖୁବ୍ ଭଲ ପାଇ ଥାଆନ୍ତି। ଅନ୍ୟ ମାନଙ୍କ ର ସାହାର୍ଯ୍ୟ କରିବା ପାଇଁ କେବେ ମଧ୍ୟ ପଛାନ୍ତି ନାହିଁ।

ମଙ୍ଗଳବାର ,

ଏହି ବାର ର ସ୍ବାମୀ ଭଗବାନ ହନୁମାନ ଆଉ ଏହି ଲୋକ ମାନେ ବହୁତ୍ ପ୍ରଟିକଲ୍ ଲୋକ ହୋଇ ଥାଆନ୍ତି। ନିଜ କାମ କୁ ନିଜ ହିସାବ ରେ କରିବା ପାଇଁ ପସନ୍ଦ କରି ଥାଆନ୍ତି ।।

ବୁଧବାର ,

ଏହି ବାର ଉପରେ ବୁଧ ଗ୍ରହ ର ପ୍ରଭାବ ରହିଥିବା ରୁ ଏମାନେ ବହୁତ୍ ପ୍ରଭାବ ଶାଳୀ ବ୍ୟକ୍ତି ଅଟନ୍ତି ଓ ଭିଡ ଭିତରେ ନିଜ ପରିଚୟ ସୃଷ୍ଟି କରିବା ଆପଣ ଙ୍କୁ ଭଲ ଭାବରେ ଆସିଥାଏ ।

ଗୁରୁବାର ,

ମାତା ଲକ୍ଷ୍ମୀ ଙ୍କ ଏହି ବାର ଟି ଅଟେ , ଏମାନେ ଖୁବ୍ ଭାଗ୍ୟ ଶାଳୀ ହୋଇ ଥାଆନ୍ତି ସବୁ ପ୍ରକାର ପରିସ୍ଥିତି କୁ ସାମ୍ନା କରିବାରେ ସକ୍ଷମ ହୋଇ ଥାଆନ୍ତି।

ଶୁକ୍ରବାର ,

ଏହି ବାର ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ବହୁତ୍ ଶଚା ହୃଦୟ ର ବ୍ୟକ୍ତି ଅଟନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।