ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିଲେ ମଣିଷ ଜନ୍ମ ହୋଇ ବଡ଼ ହେବା ପରେ ସମସ୍ତେ ଚାହିଁଥାନ୍ତି କି ନିଜ ଭଳି ଗୋଟିଏ ଜେନେରେସନ କୁ ସୃଷ୍ଟି କରିବା ପାଇଁ | ଆଉ ବାପା ଆଉ ମା ହେବା ପାଇଁ | ତେବେ ଗୋଟିଏ ନାରୀ ଜୀବନ ସେତେବେଳେ ସାର୍ଥକ୍ୟ ହୋଇଥାଏ ଯେତେବେଳେ ସେ ମାତୃତ୍ୱ ପ୍ରାପ୍ତ କରିଥାଏ | ତେବେ ଆଜି କାଲି ମହିଳା ମାନଙ୍କର ଗର୍ଭ ଧରଣ ରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଉଛି | ଆଉ ତାହାର କାରଣ କେବଳ ମହିଳା ନୁହନ୍ତି ପୁରୁଷ ମାନେ ମଧ୍ୟ ଦାୟୀ | ତାହା ସହିତ ଶୂକ୍ରାଣୁ ଜନିତ ଅସୁବିଧା ମଧ୍ୟ ଅନେକ ସମୟରେ ଦେଝିବାକୁ ମିଳୁଛି ଆଉ ଯେଉଁଥି ପାଇଁ ଗର୍ଭବତୀ ହେଇ ପାରୁ ନାହାନ୍ତି ମହିଳା ମାନେ | ଆସନ୍ତୁ ତାହେଲେ ଦର୍ଶକ ବନ୍ଧୁ ସେ ବିଷୟରେ ଅଧିକ ଆଲୋଚନା କରିବା |
ଗର୍ଭବତୀ ହେବାର ସମସ୍ୟା କାହିଁକି ଦେଖା ଯାଇଥାଏ :-
ଆମେ ଜାଣିଛି କି ପୁରୁଷ ଓ ମହିଳା ମାନଙ୍କର ଡିମ୍ବାଣୁ ଓ ଶୂକ୍ରାଣୁ ର ମିଳନ ଘଟିଲେ ନୂଆ କୋଷ ଜାତ ହୁଏ |ତେବେ ଶୂକ୍ରାଣୁ ରେ ଅଣ୍ଡା ର ପରିମାଣ ଯଦି କମିବ ତେବେ ଗର୍ଭବତୀ ହେବାରେ ସମସ୍ୟା ଦେଖା ଯାଇଥାଏ | ତେବେ ଏହାର ନିର୍ଦିଷ୍ଟ ସମୟ ମଧ୍ୟ ରହିଛି ଉଭୟ ପୁରୁଷ ଆଉ ମହିଳା ମାନଙ୍କର ଆସନ୍ତୁ ସେ ବିଷୟରେ ଜାଣିବା |
କେତେ ବୟସରେ ଉଭୟ ପୁରୁଷ ଓ ମହିଳା ଙ୍କର ଶୂକ୍ରାଣୁ ଜନିତ ସମସ୍ୟା ଦେଖା ଯାଇଥାଏ :-
ତେବେ ଯାହା କୁହାଯାଉଛି କି ସାଧାରଣତଃ ପୁରୁଷ ମାନଙ୍କର 50 ବର୍ଷ ରେ ଶୂକ୍ରାଣୁ ସଂଖ୍ୟା କମି ଯାଉଥିବା ବେଳେ ମହିଳା ମାନଙ୍କର 60 ବର୍ଷ ରେ ଶୂକ୍ରାଣୁ ସଂଖ୍ୟା କମି ଯାଇଥାଏ | ତେବେ ଏହି ଶୂକ୍ରାଣୁ ଜନିତ ସମସ୍ୟା ଗୁଡିକ ଅନ୍ୟ କାରଣ ରୁ ମଧ୍ୟ ହୋଇଥାଏ | ତେବେ ପୁରୁଷ ମାନଙ୍କର ଯଦି ଜନ୍ମ ରୁ ଜେନେଟିକ ସମସ୍ୟା ରହିଛି ତାହେଲେ ମଧ୍ୟ ଶୂକ୍ରାଣୁ ଜନିତ ସମସ୍ୟା ଦେଖା ଯାଇଥାଏ | ତାହା ସହିତ ପୁରୁଷ ମାନଙ୍କର ସେହି ଅଙ୍ଗରେ ଆଘାତ ଲାଗିଥିଲେ ମଧ୍ୟ ଶୂକ୍ରାଣୁ ପ୍ରଡ଼କ୍ସ ନ କମିଯାଏ ବୋଲି କୁହାଯାଉଛି |ଠିକ ସେହିଭଳି ମହିଳା ମାନଙ୍କର 30 ବର୍ଷ ବୟସ ରେ ଯେତିକି ଫଟିଲାଇଜ ର କ୍ଷମତା ରହି ଥାଏ ଓ 35 ବର୍ଷ ପରେ ବର୍ଷରେ ଶିଗ୍ନିଫିକାଲି କମିଯାଏ ବୋଲି କୁହାଯାଉଛି ତେବେ 40 ବର୍ଷ ବୟସରେ ସମ୍ପୂର୍ଣ୍ଣ କମିଯାଏ ବୋଲି ସୂଚନା ମିଳିଛି | ଆଉ ଯାହା ଫଳରେ ମହିଳା ମାନେ ସନ୍ତାନ ହୀନତା ର ଶିକାର ହୋଇଥାନ୍ତି ବୋଲି କୁହାଯାଉଛି | ତେବେ ଏଭଳି ହେବାର ଅନେକ କାରଣ ରହିଛି ଆସନ୍ତୁ ଜାଣିବା |
ସନ୍ତାନ ହୀନତା ର ଅନ୍ୟ କାରଣ ଗୁଡିକ କଣ ରହିଛି :-
ତେବେ ସନ୍ତାନ ହୀନତା ର ମୁଖ୍ୟ କାରଣ ଗୁଡିକ ହେଉଛି ମହିଳା ମାନଙ୍କର ଓଜନ ବଢ଼ିବା, ଖାଇବା କମିଯିବା, ଜଙ୍କ ଫୁଡ ବା ଫାଷ୍ଟ ଫୁଡ ଆଦି ଖାଦ୍ୟ ଖାଇବା ଯୋଗୁ ତାହାର ପ୍ରଭାବ ହୋର୍ମନ କ୍ଷରଣ ଉପରେ ପକାଇଥାଏ ଓ ତାହା ବ୍ୟତୀତ ମହିଳା ମାନେ ଅଧିକ ଷ୍ଟ୍ରେସ ନେବା କାରଣ ରୁ ସନ୍ତାନ ହୀନତା ଭଳି ସମସ୍ୟା ଦେଖା ଯାଇଥାଏ | ତାହା ସହିତ ବୟସ ଅଧିକ ରେ ବିବାହ କରି ବେବି ପ୍ଲାନିଂଲେଟ ରେ କରିଲେ ମଧ୍ୟ ସମସ୍ୟା ଦେଖା ଦେଇଥାଏ |ଏମାନଙ୍କ କ୍ଷେତ୍ର ରେ ଟେସା ଆଣ୍ଡ ଟେସା ଟେକନିକ ଆପଣାଇବା ଆବଶ୍ୟକ ହୋଇଥାଏ |
ତେବେ ଏହା ଥିବା ଗର୍ଭବତୀ ନ ହେବା ର ବିଭିନ୍ନ ସମସ୍ୟା ବିଷୟରେ କିଛି ତଥ୍ୟ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।