କେତେ କଷ୍ଟ ଥିଲା କେଦାରନାଥ ଯାତ୍ରା !! ପହଞ୍ଚିବା ପର ର ଦୃଶ୍ୟ, ସତରେ ସ୍ୱର୍ଗ ଥିଲା… କଣ କହୁଛନ୍ତି janklin, ଦେଖନ୍ତୁ Video

ତେବେ ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଜାଣିଥିବେ କି ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡିଓ ଭାଇରାଲ ହେବାକୁ ଲାଗିଥାଏ | ତେବେ ଆଜି ହେଉ ଭିଡିଓ ଟି ଦେଖିବାକୁ ମିଳିଛି ତାହା ହେଉଛି କେଦାରନାଥ ଙ୍କ ବିଷୟରେ , ଆଉ ଯେଉଁଠି ଦେବ ଦେବ ମହାଦେବ ବାସ କରନ୍ତି | ଆଉ ଯେଉଁ ଜାଗାକୁ ବୁଲି ଯାଇଛନ୍ତି ଜାଙ୍କଲିନ ଓ ଅରବିନ୍ଦ | ଆଉ ସେମାନେ କେଦାରନାଥ ବୁଲିଯିବା ପରେ ସେମାନଙ୍କର ମନ ଭିତରେ ଥିବା ଖୁସି ଆଉ ଆଗ୍ରହ ମହାଦେବ ଙ୍କୁ ଦର୍ଶନ କରିବା ପାଇଁ ସେ ବିଷୟରେ କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଉ କେଉଁ କେଉଁ କଥା ସେ ସେୟାର କରିଛନ୍ତି ଆମ ମାନଙ୍କ ସହିତ ସେ ବିଷୟରେ ଜାଣିବା |

ତେବେ ଆପଣ ମାନେ ତ ଭଲ ଭାବରେ ଜାଣିଥିବେ କି କେଦାରନାଥ ଏମିତି ଏକ ସ୍ଥାନ ଯେଉଁଠାରେ ମଣିଷ ଗଲେ ସମସ୍ତ ରାଗ, ରୁଷା ମାନ ଆଉ ଅଭିମାନ କୁ ଭୁଲି ଯାଇଥାଏ | ଆଉ ସେହି ଭଗବାନ ଦେବ ଦେବ ମହା ଦେବ ଙ୍କ ଶୁଭ ଆଶ୍ରିବାଦ କାମନା କରିବା ପାଇଁ | ଆଉ ଏବେ ସେହି ସ୍ଥାନରେ ପହଞ୍ଚିଛନ୍ତି ଅରବିନ୍ଦ ଆଉ ଜାଙ୍କଲିନ|ତେବେ କେଦାରନାଥ ଙ୍କ ଦର୍ଶନ ପାଇବା ପାଇଁ ସେମାନେ କେତେ କଷ୍ଟ କରିଛନ୍ତି ତାହା ଏଠାରେ ପ୍ରକାଶ କରିଛନ୍ତି | ତେବେ ଜାଙ୍କଲିନ ଙ୍କ କହିବା କଥା କି ସେମାନେ କେଦାରନାଥ ଙ୍କ ପାଖକୁ ଆସିବା ପାଇଁ ବହୁତ ଦିନରୁ ସ୍ବପ୍ନ ଥିଲା |

ତେବେ ସେମାନେ ଯେତେବେଳେ ରିଲେସନ ରେ ଥିଲେ ସେତେବେଳେ ମୋନାଲି ଓ କେଦାରନାଥ ଙ୍କ ପାଖକୁ ବୁଲି ଯିବା ପାଇଁ ସେମାନଙ୍କର ଇଚ୍ଛା ଥିଲା | ଆଉ ସେମାନଙ୍କର ସବୁ ଇଚ୍ଛା ଆଉ ସ୍ବପ୍ନ ପୂରଣ ହୋଇଛି |ଆଉ ଯେଉଁଠି ଦେଖିବାକୁ ମିଳିଛି କି ଦୁଇଜଣ ପାଦରେ ଚାଲି ଚାଲି କେଦାରନାଥ ଙ୍କ ଦର୍ଶନ ପାଇଁ ଯାଉଛନ୍ତି | ଆଉ ପାହାଡ଼ ଉପରେ ଥଣ୍ଡା ରେ କଷ୍ଟ ପାଉଥିଲେ ମଧ୍ୟ ମହାଦେବ ଙ୍କୁ ଦେଖା କରିବାର ଇଚ୍ଛା ସେମାନଙ୍କୁ ଜୋସ ଦେଉଥିଲା | ଆଉ ଯେଉଁଠି ପାଇଁ ସେମାନେ କଷ୍ଟ ରେ ସାନ୍ଧ୍ୟ 6 ରୁ ରାତି 12 ଯାଏ ଚାଲିବା ପରେ କେଦାରନାଥ ଙ୍କ ପାଖରେ ପହଂଚିଥିଲେ |

ଆଉ ସେଠାରେ ପହଂଚିବା ପରେ ଜାଙ୍କଲିନ ଓ ସୋମଲିନ ଙ୍କ ସହ ମିଶିକି ମୁଣ୍ଡରେ ବାବା ଙ୍କର ତିଳକ ମଧ୍ୟ ଲଗାଇଥିଲେ |ଆଉ ମନ ଖୁସି ରେ ଦେବ ଦେବ ମହାଦେବ ଙ୍କୁ ଦର୍ଶନ କରିବାର ଖୁସି ସେମାନେ ଅନୁଭବ ମଧ୍ୟ କରିବାକୁ ଲାଗିଥିଲେ | ତେବେ କେଦାରନାଥ ରେ ପହଂଚିବା ପରେ ଲାଇଫ ଦେଖାଇଥିଲେ ଓ ସୋସିଆଲ ମିଡିଆରେ ମାଧ୍ୟମରେ କେଦାରନାଥ ର ପ୍ରାକୃତିକ ଦୃଶ୍ୟ କୁ ଦେଖାଇଥିଲେ ଜାଙ୍କଲିନ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment