କେତେବି ମୋଟାପା ଥାଉନା କାହିଁକି ମାତ୍ର 2 ଥର ଏହି ଡ୍ରିଙ୍କର ସେବନ କରି 15 ଦିନରେ ମୋଟାପା କୁ ଗାଏବ୍ କରନ୍ତୁ | Priyanka’s Tips

ଆଜିର ଦିନରେ ଖାଦ୍ୟର ଅନିୟମିତତା ଯୋଗୁଁ ବେଲି ଫେଟ ର ସମସ୍ୟା ଅଧିକ ଦେଖାଯାଉଛି । ଯାହାକି ସେମାନଙ୍କ ପାଇଁ ଏହା ବହୁତ ବଡ ଚିନ୍ତାର ବିଷୟ ସାଜିଛି , କିନ୍ତୁ ଆଜି ଆମେ ଆପଣ ମାନଙ୍କ ସହିତ ଏମିତି ଏକ ଡ୍ରିଙ୍କ ସେୟାର କରିବୁ ଯାହାର ସେବନ କରି ଆପଣ ମାନେ ଚୁଟକିରେ ବେଲି ଫେଟ୍ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ସେହି ଚମତ୍କାରୀ ଡ୍ରିଙ୍କର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ଜିରା
2. ଡାଲଚିନି
3. ଅଳେଇଚ
4.ଲେମ୍ୱୁ

ପ୍ରସ୍ତୁତି ପ୍ରଣାଳୀ :-

ଏହି ଡ୍ରିଙ୍କ କୁ ବନେଇବା ପାଇଁ ଗୋଟିଏ ପ୍ୟାନରେ ଦୁଇ ଗ୍ଲାସ ପାଣି ନିଅନ୍ତୁ , ତାପରେ ଏଥିରେ ଏଡ୍ କରନ୍ତୁ ଜିରା । ଜିରା ଆମ ମୋଟାପାକୁ କମ କରିଥାଏ ଏବଂ ବ୍ଲଡକୁ କ୍ୟୁରିଫାଏ କରିଥାଏ , ତା ସହିତ ଜିରା ଆମ ଡାଇଜେସ ସିଷ୍ଟମକୁ ଷ୍ଟ୍ରଙ୍ଗ କରିଥାଏ । ଏଠାରେ ଆପଣଙ୍କୁ ଗୋଟିଏ ଚାମଚ ଜିରା ଏଡ୍ କରନ୍ତୁ , ନେକ୍ସଷ୍ଟରେ ଏଡ୍ କରନ୍ତୁ ଡାଲଚିନି । ଏହା ମୋଟାପା କୁ ଦୂର କରିବା ସହିତ ଅନେକ ବିମାରୀରୁ ବଞ୍ଚିଥାଏ । ମେଟାବଲିଜିମ କୁ ପୋଷ୍ଟ କରିଥାଏ ଏବଂ ଏକ୍ସଷ୍ଟ୍ରା ଫେଟକୁ ପୋଷ୍ଟ କରିଥାଏ । ଏଥିରେ ଆପଣଙ୍କୁ ଦୁଇଟି ଡାଲଚିନି ଏଡ୍ କରିବାର ଅଛି , ଏହାପରେ ଏଡ୍ କରନ୍ତୁ ଛୋଟ ଅଳେଇଚ ।

ଏହା ସୁଗନ୍ଧିତ ହେବା ସହିତ ଅନେକ ବିମାରୀରୁ ବଞ୍ଚାଇଥାଏ । ଦୁଇ ରୁ ତିନୋଟି ଅଳେଇଚକୁ ଏମିତି ଖୋଲି ଏଥିରେ ଏଡ୍ କରନ୍ତୁ , ଶେଷରେ ଏଥିରେ ଆପଣଙ୍କୁ ଏଡ୍ କରିବାର ଅଛି ଲେମ୍ୱୁ । ଗୋଟେ ରୁ ଦୁଇଟା ଲେମ୍ୱୁ କୁ ଏହିପରି କାଟି ସେଥିରେ ପକାନ୍ତୁ , ଲେମ୍ୱୁ ମୋଟାପା ବହୁତ ସ୍ପିଡରେ କମ କରିବାରେ ହେଲ୍ପ କରିଥାଏ । ଏହି ପାଣିକୁ କମସେ କମ 10 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ , ଯେମିତି ଦୁଇ ଗ୍ଲାସ ପାଣି ଏକ ଗ୍ଲାସ ହେବା ପର୍ଯ୍ୟନ୍ତ ଫୁଟାଇବେ । ପାଣି ଅଧା ହେବା ପରେ ଗ୍ୟାସକୁ ଅଫ କରିନେବେ ଆଉ ଟିକେ ଥଣ୍ଡା ହେବା ପାଇଁ ଛାଡିଦେବେ । ଥଣ୍ଡା ହୋଇଯିବା ପରେ ଏହାକୁ ଗୋଟେ ଗ୍ଲାସକୁ ଛାଣିନେବେ ।

ସେବନ ପ୍ରଣାଳୀ :-

ଆପଣ ଏହି ଡ୍ରିଙ୍କକୁ ଦିନରେ ଥରେ ସେବନ କରନ୍ତୁ , ସକାଳୁ ସକାଳୁ ଖାଲିପେଟରେ ଏହି ପାଣିକୁ ପିଇବେ । ଏହାକୁ ପଇବାର ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ , ଏହି ଡ୍ରିଙ୍କକୁ ପିଇବା ସହିତ ଏକ୍ସଷ୍ଟ୍ରା ୟୋଗା କିମ୍ୱା ଏକ୍ସାସାଇଜ କରିବେ ତ ଏହାର ରେଜଲ୍ଡ ଆପଣଙ୍କୁ ବହୁତ ଶୀଘ୍ର ମିଳିବ । ଏହା ସମ୍ପୂର୍ଣ୍ଣ ନେଚୁରାଲ ରେମିଡି ଅଟେ , ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ମଧ୍ୟ ନାହିଁ । ଏହି ପାଣିକୁ ଯଦି ଆପଣ ରେଗୁଲାରି ସେବନ କରିବେ ତ 15 ଦିନ ମଧ୍ୟରେ ଆପଣଙ୍କୁ ଡିଫରେଣ୍ଟ ଦେଖାଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment