ଆଜିର ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀଙ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ କେଶ ପାଚିବା ଭଳି ସମସ୍ୟା ଦେଖାଯାଉଛି । ଏହି ସମସ୍ୟା କୁ ଦୂର କରିବା ପାଇଁ ଅନେକ ପ୍ରକାର ମେଡିସିନ ୟୁଜ୍ କରିଥାନ୍ତି । କିନ୍ତୁ ସେଥିରେ କିଛି ସଫଳତା ମିଳି ନଥାଏ , ସେଥିପାଇଁ ସେମାନେ ଅନେକ ଚିନ୍ତିତ ମଧ୍ୟ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ କେଶ ପାଚିବାର କାରଣ ଏବଂ ନିରାକଣ ବିଷୟରେ । ଯାହାର ବ୍ୟବହାର କରି କେଶ ପାଚିବା ସମସ୍ୟାକୁ ଦୂର କରି ପାରିବେ ।
ଆମ ଶରୀରରେ ଏକ କେମିକାଲ ରହିଛି , ଯାହାର ନା ହେଉଛି ମେଲାଲିନ ସେହି କେମିକାଲ ଯଦି ଆମ ଶରୀରରେ ଅଧିକା ହୁଏ ତେବେ ଆମ କେଶ କଳା ରୁହେ । ଆଉ ସେହି କେମିକାଲ ଯଦି ଆମ ଶରୀରରେ କମ ହୁଏ ତ କେଶ ପାଚିବା ଷ୍ଟାଟ ହୁଏ । ତାହା ଯେକୌଣସି ବୟସରେ ହେଉନା କାହିଁକି କେଶ ପାଚିବା ପରିଲକ୍ଷିତ ହୋଇଥାଏ । ଦ୍ୱିତୀୟ କାରଣଟି ହେଉଛି ଏହା ଫୁଲଲି ଡିପେଣ୍ଡ କରିଥାଏ ଜେନେରେସନ ଡିଏନେ ଉପରେ । ଯଦି ଆପଣଙ୍କ ବାପା ମା କିମ୍ୱା ଜେଜେବାପା , ସେମାନଙ୍କର ଚୁଟି ଯଦି 20 ରୁ 30 ରୁ ପାଚିବା ଷ୍ଟାଟ ହୋଇଥାଏ ତେବେ ଆପଣଙ୍କର ମଧ୍ୟ କେଶ ପାଚିବା ଷ୍ଟାଟ ହେବ ।
ପ୍ରଥମ କାରଣଟି ମେଲାଲିନ ର କମିହେବା ଏହାକୁ ଆପଣ ମାନେ ବାଲାନ୍ସ କରିପାରିବେ । ଏହାର ଏକ ଘରୋଇ ଟ୍ରିଟମେଣ୍ଟ ରହିଛି , ଯାହାକୁ ଆପଣ ମାନେ ଆପଣେଇ ଚୁଟି ପାଚିବା ସମସ୍ୟାକୁ ଦୂର କରିପାରିବେ । ବେଶି ଅଏଲି ଜିନିଷ ଖାଇବେ ନାହିଁ , ଏହା ସହିତ ଆପଣ ମାନେ ସବୁଜ ପନିପରିବା ଉପରେ ଅଧିକ ଧ୍ୟାନ ଦେବେ । ଯେମିତିକି ଗାଜର , ପତ୍ତାକୋବି ,ଏହିପରି ସବୁିଜ ପନିପରିବା ଉପରେ ଅଧିକ ଧ୍ୟାନ ଦେବେ । ଯେଉଁଟାକି ଆମ ଶରୀରରେ ଥିବା କେମିକାଲ କୁ ବାଲେନ୍ସ କରିବାରେ ସାହାର୍ଯ୍ୟ କରିଥାଏ । କେଶକୁ ଦୀର୍ଘଦିନ ପର୍ଯ୍ୟନ୍ତ କଳା ଓ ସୁନ୍ଦର ଦେଖାଯିବେ ।
ପ୍ରତିଦିନ ଆପଣ ମାନେ ଦୁଇଟି ଆମଲା ଖାଆନ୍ତୁ , ଏହାକୁ ଆପଣ ମାନେ ଜୁସ୍ ବାହାର କରି ମଧ୍ୟ ଖାଇପାରିବେ । ଆଚାର କରି ମଧ୍ୟ ଖାଇପାରିବେ , ଯଦି ଆପଣ ମାନେ ମୁଣ୍ଡରେ ତେଲ ଲଗାଉଥାନ୍ତି , ତେବେ ଘରେ ପ୍ରସ୍ତୁତ ହୋଇଥିବା ନଡିଆ ତେଲ ହିଁ ଲଗାନ୍ତୁ । ମାର୍କେଟ ରୁ ମିଳୁଥିବା ତେଲକୁ ଆପଣ ମାନେ ଆଦୌ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ମାନଙ୍କ କେଶ ଝଡିବା ସମସ୍ୟା ନଥାଏ , ତେବେ ଆୟୁର୍ବେଦିକ ସେମ୍ପ ୟୁଜ୍ କରି ପାରିବେ । ଯଦି ଆପଣଙ୍କର ବାଳ ଝଡୁଥାଏ ବା ଡେଣ୍ଡରପ ସମସ୍ୟା ଥାଏ , ତେବେ କୌଣସି ପ୍ରକାର ଆୟୁର୍ବେଦିକ ସେମ୍ପୁ ୟୁଜ୍ କରନ୍ତୁ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।