Odisha News Portal

କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ଯାହାର ଉତ୍ତର 99 ପ୍ରତିଶତ ଲୋକଙ୍କୁ ଜଣା ନାହିଁ

0 138

ଆଜିର ସମାଜରେ ପ୍ରତ୍ୟେକ ଛାତ୍ର ଛାତ୍ରୀ ଯେ କୌଣସି କମ୍ପିଟେଟିଭ ପରିକ୍ଷା ଦେବା ପାଇଁ ସାଧାରଣ ଜ୍ଞାନ ସହିତ ଅନେକ ବିଷୟର ପ୍ରଶ୍ନ ଗୁଡିକ ଆସିଥାଏ । ସେହି ପ୍ରଶ୍ନ ଗୁଡିକର ସଠିକ ଉତ୍ତର ପିଲା ମାନେ ଦେଇ ପାରି ନଥାନ୍ତି । ଫଳରେ ସେମାନେ ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚି ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ବିଜ୍ଞାନ ସମ୍ୱନ୍ଧୀୟ କେତେକ ପ୍ରଶ୍ନ ଗୁଡିକର ଉତ୍ତର , ଯାହା ଆମର କମ୍ପିଟେଟିଭ ପରିକ୍ଷା ଓ ଇଣ୍ଟରଭ୍ୟୁ ଗୁଡିକରେ ବହୁତ ଆବଶ୍ୟକ ହୋଇଥାଏ ।

1 କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର – କୋଇଲି ।

2 କେଉଁ ଜୀବର 4ଟି ପାକସ୍ଥଳୀ ଥାଏ ?
ଉତ୍ତର – ଗାଈ ।

3 କେଉଁ ଜୀବ ତିନି ବର୍ଷ ଶୁଏ ?
ଉତ୍ତର – ଗେଣ୍ଡା ।

4 କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର – ଘୋଡା ।

5 କେଉଁ ଜୀବ ଶୁଏ ନାହିଁ ?
ଉତ୍ତର – ପିମ୍ପୁଡି ।

6 କେଉଁ ଜୀବ ଶହେଟି ଶବ୍ଦ କରେ ?
ଉତ୍ତର – ବିରାଡି ।

7 କେଉଁ ଜୀବ ନିଜ ପାଟିରେ ଚାଲିଥାଏ ?
ଉତ୍ତର – ଗେଣ୍ଡା ।

8 କେଉଁ ଜୀବର ରକ୍ତ ନୀଳ ଅଟେ ?
ଉତ୍ତର – ଝିଣ୍ଟିକା ।

9 ବିଶ୍ୱରେ କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଅଧିକ ଦେଖାଯାଆନ୍ତି ?
ଉତ୍ତର – ଆମେରିକା ।

10 କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କର ନିଶ ଓ ଦାଢି ଉଠିଥାଏ ?
ଉତ୍ତର – ଇଥୋପିଆ ।

11 ବ୍ୟାଟେରୀରେ କେଉଁ ଧାତୁ ବ୍ୟବାହର କରାଯାଏ ?
ଉତ୍ତର – ଲେଡ୍ ।

12 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜଳରେ ଅଧିକ ଦ୍ରବଣୀୟ ?
ଉତ୍ତର – ଚିନି ।

13 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଆଲୁମିନିୟମ ଓର ନୁହେଁ ?
ଉତ୍ତର – ଅଜରାଇଟ ।

14କ୍ୟାଲସିୟମ୍ କାର୍ବୋନେଟ୍ କୁ ଉତ୍ତପ୍ତ କଲେ କଣ ମିଳେ ?
ଉତ୍ତର – ଚୂନ ।

15 ପ୍ରଥମେ ବାଷ୍ପ ଚାଳିତ ଇଞ୍ଜିନ କିଏ ଉଦ୍ଭାବନ କରିଥିଲେ ?
ଉତ୍ତର – ଥୋମାସ୍ ସାଭେରି ।

16 ଫିଉଜ ତାର କାହାର ମିଶ୍ରଣରେ ତିଆରି ହୋଇଥାଏ ?
ଉତ୍ତର – ଟିଣ ଓ ତମ୍ୱା ।

17 ଗାମା ରଶ୍ମି କି ପ୍ରକାର ଚାର୍ଜ ଯୁକ୍ତ ହୋଇଥାଏ ?
ଉତ୍ତର – ଚାର୍ଜବିହୀନ ।

18 ଆଟମ୍ ବମ୍ ର ଉଦ୍ଭାବକ କିଏ ?
ଉତ୍ତର – ଅଟୋହାନ ।

19 ବିଦ୍ୟୁତ୍ ବଲବ୍ ର ଫିଲାମେଣ୍ଟ କେଉଁଥିରେ ତିଆରି ?
ଉତ୍ତର – ଟଙ୍ଗଷ୍ଟେନ ।

20 ବ୍ଲିଚିଙ୍ଗ ପାଉଡର ତିଆରିରେ କଣ ବ୍ୟବହାର କରାଯାଏ ?
ଉତ୍ତର – କ୍ଲୋରିନ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।