Odisha News Portal

କେଉଁ ଜିନିଷ ଝିଅମାନେ କେବଳ ବର୍ଷରେ ଥରେ ମାତ୍ର କିଣିଥାନ୍ତି ?୯୯% ଭୁଲ ଉତ୍ତର ଦେଇଛନ୍ତି

0 492

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ ଦେଶ ଦୁନିଆ ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଦେଶ ଦୁନିଆ ସମ୍ପର୍କୀୟ ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଧଳା ହାତୀର ଦେଶ କାହାକୁ କୁହାଯାଏ ?

ଉତ୍ତର: ଥାଇଲାଣ୍ଡ।

(୨) ପ୍ରଶ୍ନ:- ପଞ୍ଚନଦୀର ଦେଶ କାହାକୁ କୁହାଯାଏ ?

ଉତ୍ତର: ପଞ୍ଜାବ।

(୩) ପ୍ରଶ୍ନ:- ଚୀନର ଦୁଃଖ କାହାକୁ କୁହାଯାଏ ?

ଉତ୍ତର: ହୋୟଂହୋ।

(୪) ପ୍ରଶ୍ନ:- ପୃଥିବୀର ଛାତ କାହାକୁ କୁହାଯାଏ ?

ଉତ୍ତର: ପାମିର ମାଳଭୂମି।

(୫) ପ୍ରଶ୍ନ:- ପୃଥିବୀର ପବିତ୍ର ରାଜ୍ୟ ବୋଲି କାହାକୁ କୁହାଯାଏ ?

ଉତ୍ତର: ପାଳେଷ୍ଟାଇନ (ଯାହା ଇସ୍ରାଏଲ ପାଖରେ ଅବସ୍ଥିତ)

(୬) ପ୍ରଶ୍ନ:- ପୃଥିବୀର ବିଳାସମୟୀ ନଗରୀ ବୋଲି କାହାକୁ କୁହାଯାଏ ?

ଉତ୍ତର: ପ୍ୟାରିସ।

(୭) ପ୍ରଶ୍ନ:- ଭାରତର ଦ୍ୱାର କାହାକୁ କୁହାଯାଏ ?

ଉତ୍ତର: ମୁମ୍ବାଇ।

(୮) ପ୍ରଶ୍ନ:- ସୂର୍ଯ୍ୟ ଉଦୟର ଦେଶ କାହାକୁ କୁହାଯାଏ ?

ଉତ୍ତର: ଜାପାନ।

(୯) ପ୍ରଶ୍ନ:- ପିରିୟଡ଼ ର ଦେଶ କାହାକୁ କୁହାଯାଏ ?

ଉତ୍ତର: ଇଜିପ୍ଟ।

(୧୦) ପ୍ରଶ୍ନ:- ସହସ୍ର ହ୍ରଦର ଦେଶ କାହାକୁ କୁହାଯାଏ ?

ଉତ୍ତର: ଫିନଲାଣ୍ଡ।

(୧୧) ପ୍ରଶ୍ନ:- ଜଗନ୍ନାଥ ଧାମ କେଉଁ ନଦୀ କୂଳରେ ଅବସ୍ଥିତ ?

ଉତ୍ତର:

(୧୨) ପ୍ରଶ୍ନ:- କେଉଁ ଜୀବ ନିଜ ପାଦ ରେ ଖାଦ୍ୟ ପଦାର୍ଥ ର ସ୍ୱାଦ ବାରିଥାଏ ?

ଉତ୍ତର: ପ୍ରଜାପତି।

(୧୩) ପ୍ରଶ୍ନ:- ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଅଧିକ ମନ୍ଦିର ଅଛି ?

ଉତ୍ତର: ତାମିଲନାଡୁ।

(୧୪) ପ୍ରଶ୍ନ:- ଭାରତର ପ୍ରଥମ କ୍ରିକେଟ୍ କ୍ଲବ୍ କେବେ ଓ କେଉଁଠାରେ ପ୍ରତିଷ୍ଠା ହୋଇଥିଲା ?

ଉତ୍ତର: ୧୭୯୨ କଲିକତାରେ।

(୧୫) ପ୍ରଶ୍ନ:- ଟେଲିଫୋନ ର ଉଭାବନ କିଏ କରିଥିଲା ?

ଉତ୍ତର: ଆଲକଜଣ୍ଡର ଗ୍ରାମହୋମ ବେଳ।

(୧୬) ପ୍ରଶ୍ନ:- ଉଚ୍ଚତା ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଇଥାଏ ?

ଉତ୍ତର: ଅଲଟିମିଟର।

(୧୭) ପ୍ରଶ୍ନ:- ରେଡ଼ିଓ କିଏ ଉଦ୍ଭବନ କରିଥିଲେ ?

ଉତ୍ତର: ମାର୍କନୀ।

(୧୮) ପ୍ରଶ୍ନ:- ଇଲେକ୍ଟ୍ରି ବଲବ କିଏ ବାହାର କରିଥିଲେ ?

ଉତ୍ତର: ଥମାସ ଏଡିସନ।

(୪) ପ୍ରଶ୍ନ:- କେଉଁ ଜିନିଷ ଝିଅମାନେ କେବଳ ବର୍ଷରେ ଥରେ ମାତ୍ର କିଣିଥାନ୍ତି ?

ଉତ୍ତର: ରାକ୍ଷୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।