Odisha News Portal

କେଉଁ ଜିନିଷ ଝିଅମାନେ ଦିନେ ପିନ୍ଧନ୍ତି ଏବଂ ପୁଅମାନେ ସବୁବେଳେ ପିନ୍ଧନ୍ତି ? ଯାହାର ଉତ୍ତର 99 ପ୍ରତିଶତ ଲୋକ ଜାଣନ୍ତି ନାହିଁ , ସାହସ ଅଛି ତ ଉତ୍ତର ଦିଅ

ଆଜିର ସମୟରେ ଶିକ୍ଷା କ୍ଷେତ୍ରରେ ପ୍ରତ୍ୟେକ ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ଶିକ୍ଷା ବ୍ୟବସ୍ଥା କରାଯାଉଛି । ସେଥିପାଇଁ କୌଣସି ପିଲା ମାନଙ୍କୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ତେବେ ଯାଇ ସେମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥାନ୍ତି , କିନ୍ତୁ ସେମାନଙ୍କୁ ସମସ୍ତ ବିଷୟରେ ଥିବା ଜ୍ଞାନ ଜଣା ନଥାଏ । ତେବେ ଆଜି ଆମେ କେତେକ ବୁଦ୍ଧିମାନର ପ୍ରଶ୍ନ ରହିଛି ଯାହାର ଉତ୍ତର ଜଣେ ବୁଦ୍ଧିମାନର ବ୍ୟକ୍ତି ହିଁ ଦେଇ ପାରିଥାଏ । ତେବେ ଆଜି ଆମେ ଆପଣଙ୍କର ଜ୍ଞାନ ଭଣ୍ଡାରକୁ ବୃଦ୍ଧି କରିବା ପାଇଁ ପ୍ରଶ୍ନ ଆଲୋଚନା କରିବୁ ଯାହା ଆପଣଙ୍କର ଜ୍ଞାନ ବୃଦ୍ଧି କରାଇବ ।

1 ଭିତର କନିକା ଅଭୟାରଣ୍ୟ କଣ ପାଇଁ ପ୍ରସିଦ୍ଦ ?
ଉତ୍ତର – କୁମ୍ଭୀର ।

2 ପୁରୀ ଜିଲ୍ଲାର ସାତପଡା କଣ ପାଇଁ ପ୍ରସିଦ୍ଦ ?
ଉତ୍ତର – ଡଲଫିନ ।

3 ଢେଙ୍କାନାଳର କପିଳାସ ପରିବତ ଉପରେ କେଉଁ ଭଗବାନଙ୍କ ମନ୍ଦିର ଅଛି ?
ଉତ୍ତର – ଚନ୍ଦ୍ରଶେଖର ।

4 ବିଶ୍ୱ ପ୍ରସିଦ୍ଦ ଜଗନ୍ନାଥ ମନ୍ଦିର କେଉଁ ଠାରେ ଆବସ୍ଥିତ ?
ଉତ୍ତର – ପୁରୀ ।

5 ଓଡିଶାର ପ୍ରସିଦ୍ଦ ତାରିଣୀ ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର – କେଉଁଝର ।

6 କରାପୁଟର କେଉଁ ପର୍ବତ ଉପରେ ଗୁପ୍ତେଶ୍ୱର ଶିବ ମନ୍ଦିର ଅବସ୍ଥିତ ?
ଉତ୍ତର – ରାମଗିରି ।

7 ହରିଶଙ୍କର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର – ବଲାଙ୍ଗିର ।

8 ଓଡିସାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?
ଉତ୍ତର – ହରେକୃଷ୍ଣ ମହତାବ ।

9 ଭାରତର ଜାତୀୟ ନେତା କିଏ ?
ଉତ୍ତର – ମହାତ୍ମା ଗାନ୍ଧୀ ।

10 ଭାରତର ଜାତୀୟ ପୁଷ୍ପର ନାମ କଣ ?
ଉତ୍ତର – ପଦ୍ମ ।

11 ଭାରତର ଜାତୀୟ ଖେଳ କଣ ?
ଉତ୍ତର – ହକି ।

12 ଭାରତର ଜାତୀୟ ଉପାଧୀ କଣ ?
ଉତ୍ତର – ଭାରତ ରତ୍ନ ।

13 ଭାରତର ଜାତୀୟ ପୋଷାକ କଣ ?
ଉତ୍ତର – ଖଦଡ ।

14 ଭାରତର ଜାତୀୟ ନୀତି କଣ ?
ଉତ୍ତର – ଅହିଂସା ।

15 ଭାରତର ଜାତୀୟ ଜୀବିକା କଣ ?
ଉତ୍ତର – କୃଷି ।

16 କେଉଁ ଜିନିଷ ଝିଅ ମାନେ ଦିନେ ପିନ୍ଧନ୍ତି ଏବଂ ପୁଅ ମାନେ ସବୁବେଳେ ପିନ୍ଧନ୍ତି ?
ଉତ୍ତର – ବ୍ରତ ବା ପଇତା ।

17 କେଉଂ ପ୍ରାଣୀ ଅଣ୍ଡିରା ହେଲେବି ଛୁଆ ଜନ୍ମ କରେ ?
ଉତ୍ତର – ସମୁଦ୍ରୀ ଘୋଡା ।

18 ଏମିତି କେଉଁ ପକ୍ଷୀ ପଥର ବି ଖାଏ ?
ଉତ୍ତର – ଓଟପକ୍ଷୀ ।

19 ବିଶ୍ୱର ସବୁଠାରୁ ଲମ୍ୱା ଘାସର ନାମ କଣ ?
ଉତ୍ତର – ବାଉଁଶ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।