Odisha News Portal

କେଉଁ ଅଙ୍ଗ ମହିଳା ମାଙ୍କର ରାତି ହେବା ମାତ୍ରେ ବଡ ହୋଇଯାଏ ? ପାଠ ପଢିଥିଲେ ଉତ୍ତର ନିଶ୍ଚୟ ଦେବା

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ଇଣ୍ଟରଭୁ ସମ୍ପର୍କରେ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଏହି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ବିଶ୍ୱର ସବୁଠାରୁ ବଡ ଘରୋଇ ବ୍ୟାଙ୍କର ନାମ କଣ ?

ଉତ୍ତର: ବ୍ୟାଙ୍କ ଅଫ ଆମେରିକା।

(୨) ପ୍ରଶ୍ନ:- କେଉଁ ଦେଶ କେବେବି ଯୁଦ୍ଧରେ ଭାଗ ନେଇ ନାହିଁ ?

ଉତ୍ତର: ସ୍ୱିଜରଲାଣ୍ଡ

(୩) ପ୍ରଶ୍ନ:- କେଉଁ ଜିନିସ ପାଣି ଭିତରେ ବି ଜଳି ଥାଏ ?

ଉତ୍ତର: ସୋଡିୟମ।

(୪) ପ୍ରଶ୍ନ:- କେଉଁ ଦେଶରେ ସବୁଠାରୁ କମ ଭୂମି କମ୍ପ ହୁଏ ?

ଉତ୍ତର: ଭାରତ।

(୫) ପ୍ରଶ୍ନ:- ଶାଶୂ ବୋହୁ ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ ?

ଉତ୍ତର: ଉଦୟପୁର।

(୬) ପ୍ରଶ୍ନ:- ମଣିଷ ଶରୀରରେ କେଉଁ ଅଙ୍ଗ ସବୁବଳେ ଅଦା ରହିଥାଏ ?

ଉତ୍ତର: ଜିଭ।

(୭) ପ୍ରଶ୍ନ:- ବୁଡ଼ି ଯାଉଥିବା ସୂର୍ଯ୍ୟ ର ଦେଶ କାହାକୁ କୁହାଯାଏ ?

ଉତ୍ତର: ବ୍ରିଟେନ।

(୮) ପ୍ରଶ୍ନ:- ଉଦିତ ସୂର୍ଯ୍ୟ ର ଦେଶ କାହାକୁ କୁହାଯାଏ ?

ଉତ୍ତର: ଜାପାନ।

(୯) ପ୍ରଶ୍ନ:- ବୁଢିଆଣି ଜାଲ କେଉଁ ଥିରେ ତିଆରି ହୋଇଥାଏ ?

ଉତ୍ତର: ପ୍ରୋଟିନ।

(୧୦) ପ୍ରଶ୍ନ:- ଉତ୍ତର ପ୍ରଦେଶର ଲୋକ ନୃତ୍ୟ ର ନାମ କଣ ।ଉତ୍ତର: ଚାକରି।

(୧୧) ପ୍ରଶ୍ନ: କେଉଁ ଅଙ୍ଗ ମହିଳା ମାଙ୍କର ରାତି ହେବା ମାତ୍ରେ ବଡ ହୋଇଯାଏ ?

ଉତ୍ତର: ଆଖି ଡୋଳା।

(୧୨) ପ୍ରଶ୍ନ:- ଆମେ ପଢ଼ୁଥିବା ‘ବର୍ଣ୍ଣବୋଧ’ ବହିର ଲେଖକ କିଏ ?

ଉତ୍ତର: ମଧୁସୂଦନ ରାଓ।

(୧୩) ପ୍ରଶ୍ନ:- ଓଡ଼ିଶାର କେଉଁ ଠାରେ ଛତା ତିଆରି କରାଯାଏ ?

(୧୪) ପ୍ରଶ୍ନ:- ଚାନ୍ଦୁଆ କାମ ପାଇଁ ଓଡ଼ିଶାର କେଉଁ ସ୍ଥାନ ପ୍ରସିଦ୍ଧ ?

ଉତ୍ତର: ପିପିଲି।

(୧୫) ପ୍ରଶ୍ନ:- ଓଡ଼ିଶା ର ରାଜସ୍ବ ଡିଭିଜନ ସଂଖ୍ୟା କେତେ ?

ଉତ୍ତର: 3 ଟି।

(୧୬) ପ୍ରଶ୍ନ:- ଓଡ଼ିଶାର ସବୁଠାରୁ ବଡ ରେଳ ପ୍ଲାଟଫୋର୍ମ କେଉଁ ଜଗାରେ ଦେଖା ଯାଇଥାଏ ?

ଉତ୍ତର: ଭୁବନେଶ୍ୱର।

(୧୭) ପ୍ରଶ୍ନ:- କଳିଙ୍ଗ ଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?

ଉତ୍ତର:- ଖ୍ରୀ. ପୂ. ୨୬୧

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।