ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ହିରୋ ଆଉ ହିରୋଇନ ମାନଙ୍କୁ ନେଇକି ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଖୁସି ଲାଗିଥାଏ |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଆମର ଅଲିଉଡ ର ଚୁଲବୁଲି ନାୟିକା ଝିଲ୍ଲୀକ ଙ୍କୁ | ଆଉ ଯିଏ କି ସରସ୍ବତୀ ପୂଜା ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ରେ | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଆପଣ ମାନେ ସମସ୍ତେ ଅଲିଉଡ ର ଚୁଲବୁଲୁ ଅଭିନେତ୍ରୀ ଯାହାଙ୍କର ଅଭିନୟ ର ଯାଦୁ ଦର୍ସକ ମାନଙ୍କର ମନକୁ ବେଶ ଆକୃଷ୍ଟ କରିଥାଏ, ତାହା ଛଡ଼ା ଡାନ୍ସ ରେ ମଧ୍ୟ ସେ କାହା ପାଖରୁ କମ ନୁହନ୍ତି ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଝିଲ୍ଲୀକ |ଆଉ ଯିଏ କି ବିବାହ କରିଥିଲେ ପ୍ରୀତି ରଞ୍ଜନ ଘୋଡେଇ ଙ୍କୁ |ଯାହା କୁହାଯାଉଛି କି ଝିଲ୍ଲୀକ ଜଣେ ବେଙ୍ଗଲୀ ଝିଅ ହେଲେ ମଧ୍ୟ ଓଡ଼ିଆ ମାନଙ୍କର ରୀତିନୀତି ପରମ୍ପରା କୁ ବେଶ ଭଲ ଭାବରେ ଗ୍ରହଣ କରିଛନ୍ତି | ଆଉ ଓଡ଼ିଆ ଘରର ବୋହୂ ଙ୍କ ଭଳି ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି ବୋଲି କୁହାଯାଉଛି |
ତେବେ ଭାଇରାଲ ହେଉଥିବା ଭିଡ଼ିଓ ତିରେ ମଧ୍ୟ ଦେଖିବାକୁ ମିଳିଛି ସେହି ଭଳି କିଛି ଘଟଣା, ଆଉ ଯେଉଁଠି ଦେଖିବାକୁ ମିଳିଛି କି ଝିଲ୍ଲୀକ ସୁନ୍ଦର ଭାବରେ ପୂଜା ରେ ବସିଛନ୍ତି |ଆଉ ତାଙ୍କର ଶାଶୂ ଘରେ ପୂଜା କରାଯାଉଛି ସରସ୍ବତୀ ଙ୍କୁ | ତେବେ ଝିଲ୍ଲୀକ ଙ୍କ ଶାଶୂ ଓ ଶାଶୂ ଘରର ଲୋକ ମାନଙ୍କ ସହିତ ମନେଇ ବାକୁ ଲାଗିଛନ୍ତି ସରସ୍ବତୀ ପୂଜା କୁ | ତେବେ ଝିଲ୍ଲୀକ ସମସ୍ତଙ୍କ ସହିତ ପୂଜା ର ମଜା ନେବା ସହିତ ମା ଙ୍କୁ ଭକ୍ତି ଓ ଭାବ ରେ ପୂଜା କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |
ଯେଉଁଠି ଝିଲ୍ଲୀକ ମା ଙ୍କୁ ଭକ୍ତି ର ସହିତ ତାଙ୍କର ଶାଶୂ ଙ୍କ ସହିତ ମିଳିକି ପୂଜା କରୁଥିବାର ନଜର ଆସିଥିଲେ, ଆଉ ବେଶ ଧୁମ ଧାମ ରେ ମଧ୍ୟ ସରସ୍ବତୀ ଙ୍କ ପୂଜା କୁ ପାଳନ କରୁଥିବାର ଦେଖିବାକୁ ମିଳିଥିଲା| ତେବେ ସମସ୍ତଙ୍କ ସହିତ ମିଳିକି ପୂଜା ପାଳନ କରିବାର ମଜା କିଛି ଅଲଗା ଥାଏ ବୋଲି କହିଛନ୍ତି ଝିଲ୍ଲୀକ |ଆଉ ଝିଲ୍ଲୀକ ଙ୍କର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ଓ ଚର୍ଚ୍ଚା ମଧ୍ୟ ହେଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।