Odisha News Portal

କେମିତି ମା’ କୁ ମାରିଥିଲା ବାପା ? ଦୁଇଦିନ ପରେ ଝିଅ କହିଲା ହତ୍ୟାକାଣ୍ଡର ଲୋମଟାଙ୍କୁରା କଥା, ଏମିତି କଣ କହୁଛି ଏହି କୁନି ଝିଅ, ଦେଖନ୍ତୁ ଭିଡ଼ିଓ

ତେବେ ବନ୍ଧୁଗଣ ସବୁଦିନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ଲୋମ ଟାଙ୍କୁରୀ ଭିଡିଓ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ | ତେବେ ଆଜି ସେହିଭଳି ହତ୍ୟା ମାମଲା କୁ ନେଇକି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ଆଉ ଏପରି ଗୋଟିଏ ଅଭାବନୀୟ ଘଟଣା ଟି ଘଟିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ କାନ୍ଦି ଉଠିବେ | ଆଉ ଯେଉଁଥିରେ ଦେଖା ଦେଇଛି କି ନିଜର ମା ର ମୃତ୍ୟୁ ଘଟଣା କୁ ନେଇକି ସତ ବୋଖାଣୁଛି କୁନି ଝିଅ ଟେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହୋଇଥିବା ସେହି ଲୋମ ଟାଙ୍କୁରୀ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଭାଇରାଲ ହେଇଥିବା ସେହି ଦୃଶ୍ୟ ଟି ହେଉଛି ଚାନ୍ଦଳା ଆନନ୍ତପୁର ଅଞ୍ଚଳର | ଆଉ ଯେଉଁଠି ଏକ ଅଭାବନୀୟ ଘଟଣା ଟି ଘଟିଥିଲା, ଆଉ ସେହି ଘଟଣା ରେ ସୁସ୍ମିତା ନାମକ ଜଣେ ମହିଳାଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା | ତେବେ ଘଟଣାକୁ 3 ଦିନ ବିତିଗଲା ପରେ ଏବେ ଘଟଣା ର ସତ୍ୟା ସତ୍ୟ ଜଣା ପଡିଛି ଆଉ ଯେଉଁଠି ଦେଖା ଯାଇଛି କି ଘଟଣା ସମ୍ପର୍କିତ ସତ୍ୟ କୁ ବୋଖାଣି ଛନ୍ତି, ସୁସ୍ମିତା ଙ୍କର 6 ବର୍ଷର କୁନି ଝିଅ ଅର୍ଜନା |

ତେବେ କୁନି ଝିଅ ଟିର କଥା ଅନୁସାରେ ଗତ ଅଗଷ୍ଟ 7 ତାରିଖରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଥିଲା | ଆଉ ଯେଉଁଠି ଦେଖା ଯାଇଥିଲା କି ଶଙ୍କର ନାମକ ଜଣେ ଯୁବକ ମଦ ପିଇ ରାତିରେ ଘରକୁ ଫେରିଥିଲେ | ଆଉ ମଦ ପିଇକି ଫେରିଲା ପରେ ଦୁହିଁଙ୍କ ମଧ୍ୟରେ ଜୋର ସୋର ରେ ଝଗଡା ମଧ୍ୟ ଲାଗିଥିଲା | ଆଉ ଏହି ଝଗଡା ବେଳେ ସ୍ୱାମୀ ଶଙ୍କର ରାଗି ଆସି ତାଙ୍କର ସ୍ତ୍ରୀ ସୁସ୍ମିତା ଙ୍କ କଟୁରୀରେ ହାନି ଦେଇଥିଲେ | ତେବେ ଏପରି ଦୃଶ୍ୟ କୁ ଶୋଇକି ଦେଖୁଥିଲେ ସସ୍ମିତାଙ୍କର 6 ବର୍ଷର କୁନି ଝିଅଟି | ତେବେ ସେ ଶୋଇ ନ ଥିଲେ ସେହି ସମୟରେ ଆଉ ସବୁ ଘଟଣା କୁ ଦେଖିଥିଲେ |ତେବେ କଟୁରୀରେ ହାଣିବା ସମୟରେ ତାଙ୍କର ପରିବାରର ସବୁ ଲୋକ ଉପସ୍ଥିତ ଥିଲେ ବୋଲି କୁନି ଝିଅଟି କହିଥିଲା |.

ତେବେ ହାଣିବା ପରେ ସୁସ୍ମିତା ନିଜ ଦେହର କଷ୍ଟ କୁ ସହି ପାରୁ ନ ଥିଲା, ଆଉ ଯେଉଁଥିପାଇଁ ସେ ନିଜେ ନିଜ ବେକରେ ଦୌଡ଼ି ଦେଇ ଫାଶୀ ଲଗାଇ ପ୍ରାଣ ହରାଇଥିଲା ବୋଲି କହିଛି କୁନି ଝିଅଟି | ଆଉ ଯେଉଁଥିପାଇଁ ପୋଲିସ ଶଙ୍କର ଙ୍କ ସହିତ ତାଙ୍କୁ ସହାୟତା କରିଥିବା ତାଙ୍କର ଭାଇ ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି | ଆଉ ସମସ୍ତ ଘଟଣା ର ତଦନ୍ତ ମଧ୍ୟ ଚଳାଇଛି | ତାହା ସହିତ ସୁସ୍ମିତା ର ବାପ ଘର ଲୋକ ମଧ୍ୟ ତାଙ୍କର ଶାଶୂ ଘର ଲୋକ ଉପରେ ଦାବି କରିବା ସହିତ ନ୍ୟାୟ ପାଇଁ ମଧ୍ୟ କହିଛି | ଯାହା ଏବେ ଖୁବ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।