ପ୍ରତ୍ୟେକ ନବବିବାହିତ ମାନେ ସେମାନଙ୍କର ପ୍ରଥମ ରାତିକୁ ଅଧିକ ଇମ୍ପଟାନ୍ସ ଦେଇଥାନ୍ତି ଏବଂ କହିଥାନ୍ତି କି ଏହି ପ୍ରଥମ ରାତି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏକ ପବିତ୍ର ସମ୍ପର୍କ ସୃଷ୍ଟି କରିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ପବିତ୍ର ସମ୍ପର୍କ ବା ଏହି ପ୍ରଥମ ରାତି ଜଣେ କପଲଙ୍କ ସାଥିରେ ଅଭିଶାପ ରାତି ପାଲଟିଗଲା । ବାହାଘର ପରେ ସମସ୍ତଙ୍କର ଫ୍ୟୁଚର ପ୍ଲାନିଙ୍ଗ ଥାଏ , ସେମାନେ ବହୁତ କିଛି ଭାବିଥାନ୍ତି ଆଗକୁ କିପରି ଚଳିବେ ବା ତାଙ୍କର ସନ୍ତାନ ମାନଙ୍କୁ କିପରି ବଡ କରିବେ ଏପରି ଗୁଡାଏ ଚିନ୍ତାଧାରା ମନକୁ ଆସିଥାଏ ।
ବ୍ରାଜିଲର ଇବିରାଇଟ ସହରରେ ଜଣେ 18 ବର୍ଷର ଝିଅକୁ ଜଣେ 29 ବର୍ଷର ପୁଅ ବିବାହ କରିଥିଲେ । ପରିବାର ଲୋକମାନଙ୍କର ସହମତି ଅନୁସାରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିଲା । ବିବାହ ମଧ୍ୟ ବହୁତ ଧୁମଧାମରେ ପାଳନ ହେଲା , କିନ୍ତୁ ବାହାଘରର ପ୍ରଥମ ରାତିରେ ସେମାନେ ଯେତେବେଳେ ନିଜର ଫଷ୍ଟନାଇଟକୁ ସେଲିବ୍ରେଟ କରିବାକୁ ଯାଉଥିଲେ ସେତେବେଳେ ଏକ ଅଭାବନୀୟ ଘଟଣା ଘଟିଲା । ଯେମିତି ସେମାନେ ନିଜର ଫାଷ୍ଟନାଇଟ କୁ ତାଙ୍କର ସେଲିବ୍ରେଟ କରିବାକୁ ଯାଉଥିଲେ , ସେତେବେଳେ ହଠାତ୍ ମହିଳାଙ୍କର ଦେହ ଖରାପ ହୋଇଯାଇଥିଲା । ମହିଳା ଜଣକ ତଳେ କଚାଡି ହୋଇ ପଡିଯାଇଥିଲେ ଏବଂ ଜଣାପଡିଥିଲା ଯେ ମହିଳା ଜଣକ ବହୁତ ପେନରେ ଅଛନ୍ତି ଏବଂ ବହୁତ ପ୍ରବ୍ଲେମ ସଫର କରୁଛନ୍ତି ।
ତେବେ ଏହି ସବୁ ଜିନିଷ ଦେଖି 29 ବର୍ଷୀୟ ଯୁବକ ବା ଯିଏ ତାଙ୍କୁ ବିବାହ କରିଥିଲେ ସେ ସଙ୍ଗେ ସଙ୍ଗେ ତାଙ୍କର ପାଖ ପଡୋଶୀ ମାନଙ୍କୁ ଡାକିଲେ ଏବଂ ତାଙ୍କୁ ଏ ବିଷୟରେ ଜଣେଇଲେ । ପ୍ରଥମେ ସେ ଦୁଇଟି ଟେକ୍ସି ଡାକିଥିଲେ , ଦୁଇଟି ଟେକ୍ସି ହସ୍ପିଟାଲ ଯିବାକୁ ସିଧା ସିଧି ଭାବରେ ମନା କରିଦେଇଥିଲେ ଏବଂ ଆମେ ଏ ବିଷୟରେ ଆପଣଙ୍କୁ କିଛି ସାହାର୍ଯ୍ୟ କରି ପାରିବୁ ନାହିଁ । ଆପଣଙ୍କର ଯଦି ହସ୍ପିଟାଲ ଯିବା ପାଇଁ ଅତ୍ୟନ୍ତ ଜରୁରୀ ରହିଛି ତେବେ ଆପଣ ଏମରଜେନ୍ସି ଲାଇନକୁ ଫୋନ କରନ୍ତୁ । ଏହି ବ୍ୟକ୍ତି ଜଣକ ବାଧ୍ୟହୋଇ ଏମରଜେନ୍ସି ଲାଇନକୁ ଫୋନ କରିଥିଲେ , ପ୍ରଥମ ଆମ୍ୱୁଲେନ୍ସ ଟି ଡିଲେଟ ହେବା ହେତୁ କେନସେଲ୍ ହୋଇଗଲା ।
ଦ୍ୱିତୀୟ ଆମ୍ୱୁଲେନ୍ସ ଟି ଗୋଟିଏ ଘଣ୍ଟା ପରେ ଆସି ପହଞ୍ଚିଲା , ଯେତେବେଳେ ସେହି ଘରେ ମେଡିକାଲ ଟିମ ଆସି ପହଞ୍ଚିଥିଲେ ସେ ପର୍ଯ୍ୟନ୍ତ ଝିଅ ଠିର ନିଶ୍ୱାସ ପ୍ରଶ୍ୱାସ ଚାଲିଥିଲା କିନ୍ତୁ ସେ ବେହୋସ ଥିଲେ । ଆମ୍ୱୁଲେନ୍ସରେ ହସ୍ପିଟାଲକୁ ଯାଉଥିବା ରାସ୍ତାରେ ହିଁ ମହିଳା ଜଣକର ମୃତ୍ୟୁ ହୋଇଥାଲା , ଜୀବନ ଚାଲିଯିବା ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ହଜବେଣ୍ଟ ବା 29 ବର୍ଷୀୟ ସେହି ବ୍ୟକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ ରେ ଅଛନ୍ତି । ବ୍ୟକ୍ତି ଜଣକ ବର୍ତ୍ତମାନ ଏମରଜେନ୍ସି ଲାଇନ ରେ ଏଫାୟାର କେସ କରି ଦେଇଛନ୍ତି , ସେ କହିଛନ୍ତି କି ଏମରଜେନ୍ସି ଲାଇନ ଆସିବାର 1 ଘଣ୍ଟା ବିଳମ୍ୱ କରିବାରୁ ତାଙ୍କ ସ୍ତ୍ରୀଙ୍କ ଜୀବନ ଚାଲିଗଲା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।