Odisha News Portal

କେମିତି ଚଉଠି ରାତିରେ 18 ବର୍ଷର ଝିଅର ହେଲା ମୃତ୍ୟୁ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ପ୍ରତ୍ୟେକ ନବବିବାହିତ ମାନେ ସେମାନଙ୍କର ପ୍ରଥମ ରାତିକୁ ଅଧିକ ଇମ୍ପଟାନ୍ସ ଦେଇଥାନ୍ତି ଏବଂ କହିଥାନ୍ତି କି ଏହି ପ୍ରଥମ ରାତି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏକ ପବିତ୍ର ସମ୍ପର୍କ ସୃଷ୍ଟି କରିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ପବିତ୍ର ସମ୍ପର୍କ ବା ଏହି ପ୍ରଥମ ରାତି ଜଣେ କପଲଙ୍କ ସାଥିରେ ଅଭିଶାପ ରାତି ପାଲଟିଗଲା । ବାହାଘର ପରେ ସମସ୍ତଙ୍କର ଫ୍ୟୁଚର ପ୍ଲାନିଙ୍ଗ ଥାଏ , ସେମାନେ ବହୁତ କିଛି ଭାବିଥାନ୍ତି ଆଗକୁ କିପରି ଚଳିବେ ବା ତାଙ୍କର ସନ୍ତାନ ମାନଙ୍କୁ କିପରି ବଡ କରିବେ ଏପରି ଗୁଡାଏ ଚିନ୍ତାଧାରା ମନକୁ ଆସିଥାଏ ।

ବ୍ରାଜିଲର ଇବିରାଇଟ ସହରରେ ଜଣେ 18 ବର୍ଷର ଝିଅକୁ ଜଣେ 29 ବର୍ଷର ପୁଅ ବିବାହ କରିଥିଲେ । ପରିବାର ଲୋକମାନଙ୍କର ସହମତି ଅନୁସାରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଥିଲା । ବିବାହ ମଧ୍ୟ ବହୁତ ଧୁମଧାମରେ ପାଳନ ହେଲା , କିନ୍ତୁ ବାହାଘରର ପ୍ରଥମ ରାତିରେ ସେମାନେ ଯେତେବେଳେ ନିଜର ଫଷ୍ଟନାଇଟକୁ ସେଲିବ୍ରେଟ କରିବାକୁ ଯାଉଥିଲେ ସେତେବେଳେ ଏକ ଅଭାବନୀୟ ଘଟଣା ଘଟିଲା । ଯେମିତି ସେମାନେ ନିଜର ଫାଷ୍ଟନାଇଟ କୁ ତାଙ୍କର ସେଲିବ୍ରେଟ କରିବାକୁ ଯାଉଥିଲେ , ସେତେବେଳେ ହଠାତ୍ ମହିଳାଙ୍କର ଦେହ ଖରାପ ହୋଇଯାଇଥିଲା । ମହିଳା ଜଣକ ତଳେ କଚାଡି ହୋଇ ପଡିଯାଇଥିଲେ ଏବଂ ଜଣାପଡିଥିଲା ଯେ ମହିଳା ଜଣକ ବହୁତ ପେନରେ ଅଛନ୍ତି ଏବଂ ବହୁତ ପ୍ରବ୍ଲେମ ସଫର କରୁଛନ୍ତି ।

ତେବେ ଏହି ସବୁ ଜିନିଷ ଦେଖି 29 ବର୍ଷୀୟ ଯୁବକ ବା ଯିଏ ତାଙ୍କୁ ବିବାହ କରିଥିଲେ ସେ ସଙ୍ଗେ ସଙ୍ଗେ ତାଙ୍କର ପାଖ ପଡୋଶୀ ମାନଙ୍କୁ ଡାକିଲେ ଏବଂ ତାଙ୍କୁ ଏ ବିଷୟରେ ଜଣେଇଲେ । ପ୍ରଥମେ ସେ ଦୁଇଟି ଟେକ୍ସି ଡାକିଥିଲେ , ଦୁଇଟି ଟେକ୍ସି ହସ୍ପିଟାଲ ଯିବାକୁ ସିଧା ସିଧି ଭାବରେ ମନା କରିଦେଇଥିଲେ ଏବଂ ଆମେ ଏ ବିଷୟରେ ଆପଣଙ୍କୁ କିଛି ସାହାର୍ଯ୍ୟ କରି ପାରିବୁ ନାହିଁ । ଆପଣଙ୍କର ଯଦି ହସ୍ପିଟାଲ ଯିବା ପାଇଁ ଅତ୍ୟନ୍ତ ଜରୁରୀ ରହିଛି ତେବେ ଆପଣ ଏମରଜେନ୍ସି ଲାଇନକୁ ଫୋନ କରନ୍ତୁ । ଏହି ବ୍ୟକ୍ତି ଜଣକ ବାଧ୍ୟହୋଇ ଏମରଜେନ୍ସି ଲାଇନକୁ ଫୋନ କରିଥିଲେ , ପ୍ରଥମ ଆମ୍ୱୁଲେନ୍ସ ଟି ଡିଲେଟ ହେବା ହେତୁ କେନସେଲ୍ ହୋଇଗଲା ।

ଦ୍ୱିତୀୟ ଆମ୍ୱୁଲେନ୍ସ ଟି ଗୋଟିଏ ଘଣ୍ଟା ପରେ ଆସି ପହଞ୍ଚିଲା , ଯେତେବେଳେ ସେହି ଘରେ ମେଡିକାଲ ଟିମ ଆସି ପହଞ୍ଚିଥିଲେ ସେ ପର୍ଯ୍ୟନ୍ତ ଝିଅ ଠିର ନିଶ୍ୱାସ ପ୍ରଶ୍ୱାସ ଚାଲିଥିଲା କିନ୍ତୁ ସେ ବେହୋସ ଥିଲେ । ଆମ୍ୱୁଲେନ୍ସରେ ହସ୍ପିଟାଲକୁ ଯାଉଥିବା ରାସ୍ତାରେ ହିଁ ମହିଳା ଜଣକର ମୃତ୍ୟୁ ହୋଇଥାଲା , ଜୀବନ ଚାଲିଯିବା ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ହଜବେଣ୍ଟ ବା 29 ବର୍ଷୀୟ ସେହି ବ୍ୟକ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସକ୍ ରେ ଅଛନ୍ତି । ବ୍ୟକ୍ତି ଜଣକ ବର୍ତ୍ତମାନ ଏମରଜେନ୍ସି ଲାଇନ ରେ ଏଫାୟାର କେସ କରି ଦେଇଛନ୍ତି , ସେ କହିଛନ୍ତି କି ଏମରଜେନ୍ସି ଲାଇନ ଆସିବାର 1 ଘଣ୍ଟା ବିଳମ୍ୱ କରିବାରୁ ତାଙ୍କ ସ୍ତ୍ରୀଙ୍କ ଜୀବନ ଚାଲିଗଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।