ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଜାଣିଥିବେ ମଣିଷ ଶରୀରରେ ସବୁବେଳେ କିଛି ନା କିଛି ସମସ୍ୟା ମାନ ଲାଗି ରହିଥାଏ |ତେବେ ମହିଳା ମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଗୁଡିକ ଭିତରୁ ପିରିୟଡ଼ସ ଜନିତ ସମସ୍ୟା ସେମାନଙ୍କୁ ଅଧିକ ଚିନ୍ତା ରେ ପକାଇଥାଏ | ଆଉ ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ଅସୁବିଧା ର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି |ତେବେ ସେହି ଭଳି ଏକ ସମସ୍ୟା ହେଉଛି ପିରିୟଡ଼ସ ର ଅନିୟମିତତା |ଆଉ ଠିକ ସମୟରେ ପିରିୟଡ଼ସ ନ ହେବା ଭଳି ସମସ୍ୟା ମହିଳା ମାନଙ୍କୁ ବିଭିନ୍ନ ପ୍ରକାରର ଅସୁବିଧା ରେ ପକାଇଥାଏ |ତେବେ ସେହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଗୋଟିଏ ସହଜ ଘରେଇ ଉପଚାର ବିଷୟରେ ଜାଣିବା |
ତେବେ ମହିଳା ମାନେ ଯଦି ଏହିଭଳି ପିରିୟଡ଼ସ ଠିକ ସମୟରେ ନ ହେବା ଭଳି ସମସ୍ୟା , ତାହା ସହିତ ସେମାନେ ଯଦି ଗର୍ଭବତୀ ହେବା ପାଇଁ ଚାହୁଁ ନ ଥିଲେ ତାହେଲେ ଗୋଟିଏ ସହଜ ଘରେଇ ଉପଚାର କୁ ବ୍ୟବହାର କରିକି ଏହି ଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବେ | ତାହେଲେ ଆସନ୍ତୁ କେତେକ ସହଜ ଘରେଇ ଉପକରଣ କୁ ବ୍ୟବହାର କରିକି ପିରିୟଡ଼ସ ଭଳି ସମସ୍ୟା ରୁ ମୁକ୍ତି ପାଇବାର ଉପାୟ ଗୁଡିକ ଜାଣିବା |
ଆବଶ୍ୟକୀୟ ଉପକରଣ :-ଗୋଲମରିଚ, ଲବଙ୍ଗ, ମହୁ
ପ୍ରସ୍ତୁତ ପ୍ରଣାଳୀ :-
ତେବେ ପିରିୟଡ଼ସ ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ପ୍ରଥମେ ବ୍ୟବହାର କରି ପାରିବ ତାହା ହେଉଛି ଗୋଲ ମରିଚ | ତେବେ ଆମେ ପ୍ରଥମେ 6-7 ଟି ଗୋଲ ମରିଚ ନେବା | ଆଉ ତାହା ପରେ ଆମେ 5-6 ଟି ଲବଙ୍ଗ ନେବା |ଆଉ ତାହାକୁ ଭଲ ଭାବରେ ଛେଞ୍ଚି ପେଷ୍ଟ କରିନେବା | ତେବେ ଆପଣ ମାନେ ମନେ ରଖିବେ କି ବଜାରରେ ମିଳୁଥିବା ପେଷ୍ଟ କୁ ଯେପରେ ବ୍ୟବହାର କରିବେ ନାହିଁ କାରଣ ସେଥିରେ କେମିକାଲ ମିଶିକି ରହିଥାଏ |ଆଉ ତାହା ପରେ ସେ ପେଷ୍ଟ ରେ ଆପଣ ମାନେ ମିଶାଇବେ ଗୋଟିଏ ଚାମଚ ମହୁ | ତେବେ ସେ ସବୁକୁ ଗୋଳେଇକି ଗୋଟିଏ ପେଷ୍ଟ ପ୍ରସ୍ତୁତ କରିବା |
ବ୍ୟବହାର :-
ତେବେ ପିରିୟଡ଼ସ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ପ୍ରସ୍ତୁତ କରିଥିବା ଏହି ପେଷ୍ଟ କୁ ଆମେ ମାନବ 2 ମାସ ପର୍ଯ୍ୟନ୍ତ ବ୍ୟବହାର କରିବା |ତାହା ବ୍ୟତୀତ ଆମେ ମାନେ ଏହି ପେଷ୍ଟ କୁ ଦିନରେ 2 ଥର ବ୍ୟବହାର କରିବା ସକାଳେ ଆଉ ସନ୍ଧ୍ୟାରେ ଖାଇ ସାରିବା ପରେ | ଏହା ବ୍ୟତୀତ ଆପଣ ମାନେ ଏହି ଉପଚାର କୁ ପିରିୟଡ଼ସ ହେବାର 5 ଦିନ ଆଗରୁ ଓ ପିରିୟଡ଼ସ ହେଇସାରିବା ପରେ 5 ଦିନ ବ୍ୟବହାର କରିବା |ତେବେ ଏହିଭଳି ଭାବରେ ଆମେ ଘରେଇ ଉପଚାର କୁ ବ୍ୟବହାର କରିକି ପିରିୟଡ଼ସ ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।