Increase Memory – କେବଳ ଏହି ମଞ୍ଜି ଗୁଣ୍ଡ ଖାଆନ୍ତୁ, ମେମୋରୀ ପାୱାର ଏତେ ବଢିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ… ପ୍ରତ୍ୟେକ ବାପା ମା ଥରୁଟିଏ ନିଶ୍ଚୟ ଦେଖନ୍ତୁ

କୌଣସି କଥା ଠିକ୍ ଟାଇମରେ ମନେ ପଡୁ ନାହିଁ ବା ପାଠ ପଢୁଥିବା ପିଲା ଯଦି ପାଠ ଠିକ୍ ସେ ମନେ ରଖି ପାରୁ ନାହନ୍ତି । ଯଦି ଆପଣଙ୍କର ମେମରି ପାୱାର ବହୁତ ଅଧିକ ଦୁର୍ବଳ ହୋଇଯାଉଛି ତେବେ ଆଜିର ଏହି ଉପାୟ ରେ ଆପଣ ଆପଣଙ୍କ ମେମରି ପାୱାରକୁ ବୃଦ୍ଧି କରି ପାରିବେ । ତେବେ ଆସନ୍ତୁ ଜାଣିବା ଆଜିର ଏହି ରେମିଡିକୁ କେମିତି ବନେଇବେ ଏବଂ ଏହାର ସେବନ କିପରି କରିବେ ।

ଆବଶ୍ୟକ ସାମଗ୍ରୀ :-

1. ସୂର୍ଯ୍ୟମୁଖୀ ମଞ୍ଜି

ପ୍ରସ୍ତୁତ ପ୍ରଣାଳୀ :-

ଏଥିପାଇଁ ଆପଣଙ୍କୁ ଗୋଟିଏ ମଞ୍ଜିର ଆବଶ୍ୟକତା ପଡିବ ତାହା ଆଟେ ସୂର୍ଯ୍ୟମୁଖୀ ମଞ୍ଜି । ଏହା ଆମ ମେମରି ପାୱାର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ , ଏହାକୁ ପିଲା ବୁଢା ସମସ୍ତେ ସେବନ କରି ପାରିବେ । ଏଥିରୁ ଆପଣ 3 ଚାମଚ ନେଇ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ , କିନ୍ତୁ ମନେ ରଖିବେ ସୂର୍ଯ୍ୟମୁଖୀ ମଞ୍ଜି ବିନା ଚୋପା ବାଲା ଆଣିବାକୁ ହେବ । ଏବେ ଏହାକୁ ଗ୍ରାଇଣ୍ଡିଙ୍ଗ କରିନେଇଛନ୍ତି , ଏହାକୁ ଆମକୁ ଛାଣିବାର ଆବଶ୍ୟକତା ନାହିଁ । କାରଣ ଏଥିରେ ଚୋପା ନଥିଲା , ପୋଷକ ତତ୍ତ୍ୱ ଅଭାବ କାରଣରୁ ଆପଣଙ୍କ ମସ୍ତିଷ୍କ ଦୁର୍ବଳ ହୋଇଯାଏ । ସେଥିପାଇଁ କୌଣସି ମେଡିସିନର ସେବନ ନକରି ପ୍ରାକୃତିକ ଜିନିଷର ସେବନ କରନ୍ତୁ ।

ଯେଉଁ ମାନଙ୍କର ଭାବିବାର ଶକ୍ତି ବା ମନେ ରଖିବାର ଶକ୍ତି କମ ଅଟେ ସେମାନେ ପ୍ରଥମେ ଏକ ଗ୍ଲାସ କ୍ଷୀର ନିଅନ୍ତୁ । କ୍ଷୀରର ସେବନ ଆପଣଙ୍କ ଶରୀରର ସମସ୍ତ ପୋଷକ ତତ୍ତ୍ୱର ଅଭାବକୁ ଦୂର କରିଥାଏ । ସେଥିପାଇଁ ପ୍ରତିଦିନ ଏକ ଗ୍ଲାସ କ୍ଷୀରର ନିହାତି ସେବନ କରନ୍ତୁ , ଯଦି ଆପଣଙ୍କର ମେମରି ପାୱାର କମ ଅଟେ ଏହି ଗୁଣ୍ଡ ଏକ ଚାମଚ ଏକ ଗ୍ଲାସ କ୍ଷୀରରେ ମିଶାନ୍ତୁ । ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଆପଣ ଏହାକୁ ସକାଳ ଜଳଖିଆ ସହିତ ସେବନ କରି ପାରିବେ ବା ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ମଧ୍ୟ ସେବନ କରି ପାରିବେ । ଏହି ଉପାୟରେ ଆପଣ ଏହାର କ୍ଷୀର ସହିତ ସେବନ କରି ପାରିବେ ।

ସେବନ ପ୍ରଣାଳୀ :-

ଯଦି ଆପଣ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ , ତେବେ ଆପଣ ଏହି ଉପାୟରେ ମଧ୍ୟ ଏହାର ସେବନ କରି ପାରିବେ । ଆପଣ ଚାହିଁଲେ ସାଲାଡ୍ ବା ଫ୍ରୁଟ ଉପରେ ଏକ ଚାମଚ ଏହି ଗୁଣ୍ଡ ମିଶାଇ ଖାଇ ପାରିବେ । ଦିନକୁ କେବଳ ଏକ ଚାମଚ ଏହି ଗୁଣ୍ଡର ସେବନ ଯଥେଷ୍ଟ ଅଟେ , ଅଧିକ ମାତ୍ରାରେ ଏହାକୁ ସେବନ କରିବାର ଆବଶ୍ୟକତା ନାହିଁ । ଯେଉଁ ମାନଙ୍କର ମେମରି ପାୱାର ବହୁତ ଅଧିକ କମ ଅଟେ ସେମାନେ ଏହାର କଣ୍ଟିନ୍ୟୁ ଏକ ସପ୍ତାହ ସେବନ କରି ପାରିବେ । ଏହା ଆପଣଙ୍କ ମସ୍ତିଷ୍କକୁ ଖୀପ୍ର କରିବା ସହିତ ସେମାନଙ୍କ ଦୃଷ୍ଟିଶକ୍ତି କୁ ମଧ୍ୟ ବଢାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment