କେବଳ 3 ଦିନରେ ଦାନ୍ତ ମୋତି ଭଳି ଧଳା ହେବାକୁ ଲାଗିବ, ଆଜି ହିଁ କରନ୍ତୁ ଏହି ଉପାୟ

ବିଭିନ୍ନ ସମୟରେ ଦାନ୍ତର କଳା ବା ହଳଦିଆ ଦେଖା ଯାଉଥିବାରୁ ଆମର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଥାଏ ଏବଂ ବିଭିନ୍ନ ଜାଗାରେ ଖରାପ ମଧ୍ୟ ଆମକୁ କହି ଥାଆନ୍ତି ଯାହା ଦ୍ୱାରା ଅପମାନର ଶିକାର ହୋଇଥାଉ। ଏଥିପାଇଁ ଆପଣଙ୍କୁ ଗୋଟିଏ ପ୍ରାକୃତିକ ଉପଚାର ବିଷୟରେ କହିବୁ ଯାହାକୁ ଆପଣ 2 ମିନିଟ ବ୍ୟବହାର କରିବା ଦ୍ୱାରା ମୋତି ଭଳି ଚନାକୀବ ।

ଦାନ୍ତର ପ୍ରତିକାର-

ପ୍ରଥମେ ଦାନ୍ତର ପ୍ରାକୃତିକ ଭାବରେ ସଫା କରିବାକୁ ହେଲେ ଆପଣଙ୍କୁ ସର୍ବ ପ୍ରଥମେ ଲବଙ୍ଗ ନେବାକୁ ହେବ ଆଉ ଏହାକୁ ଧଳା କରିବାକୁ ହେଲେ 7 ରୁ 8 ଟି ଲବଙ୍ଗ ର ଆବଶ୍ୟକତା ପଡିଥାଏ। ଏଥିରେ ଆଣ୍ଟି-ବାୟୋଟିକ ପରିମାଣ ଅଧିକ ରହି ଥାଏ ଯାହା ଆପଣଙ୍କ ଦାନ୍ତର ସମସ୍ତ ସମସ୍ୟା ଦୂର କରିଥାଏ। ଏହା ଆପଣଙ୍କ ଦାନ୍ତରେ ପୋକ ଓ କଷ୍ଟ ଭଳି ଯନ୍ତ୍ରଣା ରୁ ଆପଣଙ୍କୁ ସୁରକ୍ଷା ଦେଇଥାଏ। ପ୍ରଥମେ 7 ରୁ 8 ଟି ଲବଙ୍ଗ ନେବା ପରେ ଏହାକୁ ହୁମୁଦୁଷ୍ଟା କିମ୍ବା କେଉଁ ଜିନିଷ ରେ ପାଉଡର କରନ୍ତୁ ତା ପରେ ସେ ସବୁକୁ ଗୋଟିଏ ପାତ୍ରରେ କାଢି ଦିଅନ୍ତୁ।

ଦ୍ୱିତୀୟ ରେ ଲୁଣ ଆଣି ସେହି ପାତ୍ରରେ ପକେଇ ଦେବେ ଯାହା ଦ୍ୱାରା ଦାନ୍ତ ରେ ଲଗେଇଲେ ତାହା ଦାନ୍ତ କୁ ଧଳା କରିଥାଏ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଆଲ ପ୍ରୋପୋଟିଜ ମିଳି ଥାଏ ଯାହା ଆପଣଙ୍କ ଦାନ୍ତ ସଫା କରିବା ସହିତ ସେଠାରେ ଥିବା ବ୍ୟାକ୍ଟେରିଆ କବଳରୁ ଦାନ୍ତକୁ ସୁରକ୍ଷା ଦେଇଥାଏ।

ତୃତୀୟ ରେ ହଳଦୀ ଗୁଣ୍ଡ ଆଣିବେ ଯାହା ଆପଣଙ୍କ ଦାନ୍ତର ସବୁ ରୋଗକୁ ଦୂର କରିବା ସହିତ ଧଳା ମଧ୍ୟ କରିବାରେ ସହଯୋଗ କରିଥାଏ। ଆଉ ଆପଣ ଯଦି ହଳଦୀ ସହିତ ନଡିଆ ତେଲ ଏକ ଚାମଚ ମିଶାଇ ପ୍ରତିଦିନ ସକାଳେ ଦାନ୍ତକୁ ଘଷିବେ ତେବେ ସମସ୍ୟା ସବୁ ଦୂର ହୋଇଯିବ। ଆଉ ଏଠାରେ ଚିମୁଟାଏ ହଳଦୀ ଗୁଣ୍ଡର ଆବଶ୍ୟକତା ରହିଛି।

ଚତୁର୍ଥରେ ଲେମ୍ବୁ ଯାହା ଦାନ୍ତ ପାଇଁ ଅଧିକ ଲାଭଦାୟକ। ଏଥିରେ ବହୁତ ମାତ୍ରାରେ ଏସିଡିଟି ମିଳି ଥାଏ। ବନ୍ଧୁଗଣ ଆପଣ ଅଧ ଚାମଚ ଲେମ୍ବୁ ସହିତ ଟିକିଏ ପାଣି ମିଶାଇବା ପାଇଁ ହେବ ନହେଲେ କ୍ୟାଲସିୟମ ର ଅଭାବ ଦେଖା ଯିବ। ଆଉ ଏଠି ମଧ୍ୟରେ ଧଳା ତୁଥ ପେଷ୍ଟ ବି ବ୍ୟବହାର କରିବା।

ଶେଷରେ କହୁଛୁ ଯେ ଏହି ସାମଗ୍ରୀ ଆଣିବା ପରେ କିପରି ବ୍ୟବହାର କରିବେ। ବନ୍ଧୁଗଣ ଲବଙ୍ଗ ଗୁଣ୍ଡ,ଲୁଣ, ହଳଦୀ ଗୁଣ୍ଡ, ଲେମ୍ବୁ ସହିତ ପାଣି, ଦାନ୍ତ ଘଷିବା ପେଷ୍ଟ କୁ ସବୁ ମିଶାଇ ଦେବା ଏକ ପାତ୍ରରେ ଆଉ ବ୍ରଶ ଆଣିକି ଯେପରି ସକାଳେ ସବୁ ଦିନ ପେଷ୍ଟ ରେ ବ୍ୟବହାର କର ସେହିପରି ଏହାକୁ ସବୁ ମିଶାଇ ଜୋରରେ ବ୍ରଶ କର। ଆଉ ଏହାକୁ କେବଳ 2 ମିନିଟ ବା ଦୁଇ ମିନିଟ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ଦେଖିବେ ବହୁତ ଦିନର ମଇଳା ସଂଗେ ସଂଗେ ସଫା ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment