Odisha News Portal

Period Problem – କେବଳ ୧ ରୁ ୨ ଘଣ୍ଟାରେ ପିରିଅଡ୍ସ ଆସିବ Period ଶୀଘ୍ର ଆଣିବାର ଘରୋଇ ଉପାୟ 1-2 ଘଣ୍ଟାରେ ହୋଇଯିବ

ସୃଷ୍ଟି ରେ ସ୍ରଷ୍ଟାଙ୍କ ନିୟମ ବଡ ବିଚିତ୍ର କାରଣ ସବୁ ପ୍ରାଣୀଙ୍କ ମଧ୍ୟ୍ୟରୁ ମନୁଷ୍ୟକୁ ଏକ ନିଆରା ଢଙ୍ଗରେ ଗଢିଛନ୍ତି। ମନୁଷ୍ୟ ମାନଙ୍କ ମଧ୍ୟରେ ପୁଣି ନାରୀ ଏବଂ ପୁରୁଷଙ୍କ କ୍ଷେତ୍ରରେ ଅନେକ ଭିନ୍ନତା ରହିଛି, କାରଣ ଜଣେ ଜଣେ ନାରୀ ପିଲା ଜନ୍ମ କରି ପିଲାକୁ କ୍ଷୀର ଦେଇଥାଏ। ତେବେ ଜଣେ ନାରୀ ସେତେବେଳେ ପିଲା ଜନ୍ମ କରିବା ପାଇଁ ସକ୍ଷମ ହୋଇଥାଏ, ଯେତେବେଳେ ତାଙ୍କର ମାସିକ ଋତୁ ସ୍ରାବ ହୋଇଥାଏ, ଅର୍ଥାତ ଇଂରାଜୀ ରେ ଋତୁ ସ୍ରାବକୁ ପିରିୟଡ଼ ମଧ୍ୟ କହନ୍ତି। କିନ୍ତୁ ସମସ୍ତେ ପିରିୟଡ଼ ନାମରେ ଜାଣିଥାନ୍ତି। ମାସିକ ପିରିୟଡ଼ ଯେତେବେଳେ ପିରିୟଡ଼ ଯେତେବେଳେ ଠିକ ସମୟରେ ନ ହୁଏ ତାହାଲେ ଅନେକ ଅନେକ ଅସୁବିଧା ଦେଖା ଦିଏ।

ଯଦି ଜଣେ ନାରୀର ପିରିୟଡ଼ ୭ ରୁ ୮ ଦିନ ବିଳମ୍ବ ହୋଇଛି ତାହାଲେ କୌଣସି ଆସୁବିଧା ନାହିଁ। ଏହା ବ୍ୟତୀତ ଯଦି ଜଣେ ନାରୀର ମାସିକ ପିରିୟଡ଼ ୧୫ ରୁ ୨୦ ଦିନ ବିଳମ୍ବ ହେଉଛି ତାହାଲେ ଏହା ଚିନ୍ତାର କାରଣ ପାଲଟି ଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପିରିୟଡ଼ ନହେବାର କାରଣ ବିଷୟରେ;

ପିରିୟଡ଼ ନହେବାର କାରଣ:-

୧) ଯଦି ଆପଣ ଗର୍ଭବତୀ ଅଛନ୍ତି ତାହାଲେ ପିରିୟଡ଼ ବନ୍ଦ ହୋଇଯାଇଥାଏ। ଗର୍ଭବତୀ ହେବା ପିରିୟଡ଼ ବନ୍ଦ ହେବାର ପ୍ରଥମ କାରଣ, ତାହାଲେ ଆପଣ ପ୍ରେଗନେନସି କିଟ ମାଧ୍ୟମରେ ଆପଣ ନିଜର ଟେଷ୍ଟ କରେଇ ନିଅନ୍ତୁ।

୨) ପିରିୟଡ଼ ନ ହେବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି, ଅତ୍ୟଧିକ ଚିନ୍ତା ମଗ୍ନରେ ଥିବା ଯୋଗୁଁ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ଆପଣ ଚିନ୍ତାରେ ରୁହନ୍ତୁ ନାହିଁ।

୩) ଏକ ଗବେଷଣା ରୁ ଜଣାପଡିଛି ଯେ ଯେତେବେଳେ ଶରୀର ରେ ଆକାର ଏବଂ ଓଜନ ରେ ପରିବର୍ତ୍ତନ ଦେଖା ଦେଇଥାଏ, ସେତେବେଳେ ମହିଳାଙ୍କ ମାସିକ ଋତୁସ୍ରାବ ଉପରେ ଅନେକ ପ୍ରଭାବ ପଡିଥାଏ।

ଠିକ ସମୟରେ ପିରିୟଡ଼ ହେବାର ଘରୋଇ ଉପଚାର:-

୧) ପିରିୟଡ଼ ହେବାର ଠିକ ଦଶ ଦିନ ଆଗରୁ ଆପଣ ଅଧିକ ଗରମ ଯୁକ୍ତ ଖାଦ୍ୟ ଖାଆନ୍ତୁ, ଯେପରି ଆଣ୍ଡା ଏବଂ ସପୁରୀ, ଖୋଜୁରୀ ଇତ୍ୟାଦି ସେବନ କରନ୍ତୁ। ଏହା ଠିକ ସମୟରେ ପିରିୟଡ଼ ହେବାରେ ସାହାଯ୍ୟ କରିଥାଏ।

୨) ସବୁଠାରୁ ସହଜ ଉପାୟ ହେଲା ଆପଣ ଜିରାକୁ ଗରମ ପାଣିରେ ଫୁଟି ସେବନ କରନ୍ତୁ। ଶତ ପ୍ରତିଶତ ଭାବରେ ୨ ରୁ ୩ ଦିନ ମଧ୍ୟରେ ପିରିୟଡ଼ ହେବାର ସୁଯୋଗ ରହିଥାଏ। ମନେ ରଖନ୍ତୁ ଏହାକୁ ଦିନକୁ ଦୁଇଥର ସେବନ କରନ୍ତୁ। ତେବେ ଆପଣ ଏଭଳି ଉପାୟ କୁ ଆପଣେଇ ପାରିବେ।

୩) ଏହା ବ୍ୟତୀତ ଯଦି ଆପଣଙ୍କ ମାସିକ ଋତୁସ୍ରାବ ବିଳମ୍ବ ରେ ହେଉଛି ତାହାଲେ ଆପଣ ୨ ଇଞ୍ଚର ଅଦା ଖଣ୍ଡକୁ ପାଣିରେ ଫୁଟାଇ , ଏହି ପାଣିକୁ ଦୁଇବେଳା ସେବନ କରନ୍ତୁ। ଦେଖିବେ ଦୁଇଦିନ ମଧ୍ୟରେ ପିରିୟଡ଼ ହେବାର ସମ୍ଭାବନା ନିଶ୍ଚିତ ଭାବରେ ରହିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।