Odisha News Portal

ତୋ ଅଗଣାର ତୁଳସୀ ମୁଁ ରେ ଅଭିନୟ କରୁଥିବା କେଟି ଙ୍କ ପରିବାର ଆଗରୁ କେବେ ଦେଖିନଥିବେ ! ଜାଣନ୍ତୁ ତାଙ୍କ ପରିବାର ରେ କିଏ କିଏ ଅଛନ୍ତି …..

0 4

ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଓଡିଆ ଜଗତର କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଏହି କଳାକାର ମାନଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଇଣ୍ଡଷ୍ଟ୍ରିକୁ ।

ତେବେ ଆପଣ ମାନେ ଓଡିଆ ଧାରାବାହିକ ସାର୍ଥକ ଟିଭିରେ ପ୍ରସାରିତ ହୋଇଥିବା ତୋ ଅଗଣାର ତୁଳସୀ ମୁଁ ଧାରାବାହିକ ଦେଖିଥିବେ ଏବଂ ସେଥିରେ ଅଭିନୟ କରିଥିବା କେଟିଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ । ତେେବ ଆଜି ଆମେ ଆପଣଙ୍କୁ ସେହି କେଟିଙ୍କ ଜୀବନର କିଛି ଅଜଣା କଥା କହିବୁ ।


ଆପଣ ମାନେ ତ ନିଶ୍ଚୟ ମନିଷା ପାଳଙ୍କୁ ଜାଣିଥିବେ । ସେ ତୋ ଅଗଣାର ତୁଳସୀ ମୁଁ ରେ କେଟି ଚରିତ୍ର ଭାବରେ ଅଭିନୟ କରୁଥିଲେ ଏବଂ ବେଶ୍ ଲୋକ ମାନଙ୍କର ହୃଦୟକୁ ମଧ୍ୟ ଛୁଇଁଛନ୍ତି ଏହି ଧାରାବାହିକ ଜରିଆରେ । ପ୍ରଥମ ଥର ପାଇଁ ତୋ ଅଗଣାର ତୁଳସୀ ମୁଁ ଧାରାବାହିକରେ ଲୋକ ମାନଙ୍କର ମନକୁ ଏମିତି ଛୁଇଁଲେ ଯେ ଧାରାବାହିକଟି ଲୋକ ମାନଙ୍କର ପପୁଲାର୍ ମଧ୍ୟ ହୋଇଥିଲା ।

ଆଉ ତୋ ଅଗଣାର ତୁଳସୀ ମୁଁ ଧାରବାହିକଟି ସାର୍ଥକର ବେଷ୍ଟ ଧାରାବାହିକ ଭାବରେ ମଧ୍ୟ ବିବେଚିତ ହୋଇଥିଲା । ତେବେ ଏଥିରେ କେଟି ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟକୁ ଜିଚି ଥଇଲେ ମନିଷା ପାଳ । ଲୋକମାନେ ମଧ୍ୟ ତାଙ୍କୁ ବହୁତ ଭଲପାଇବା ଦେଇଥିଲେ ଏହି ଧାରାବାହିକରେ ।

ତେବେ ମନିଷା ଏବେ କୌଣସି ଧାରାବାହିକରେ ନଜର ଆସୁ ନାହାଁନ୍ତି । ଅବଶ୍ୟ କିଛି ମ୍ୟୁଜିକ ଭିଡିଓ କରିଥିଲେ ଏବଂ ଯୋଉଁଥିରେ କି ସେ ଲିଡ୍ ନାୟିକା ଭାବେ ଦେଖିବାକୁ ମିଳିଥିଲେ । ତେବେ ଏବେ ନିଜର ପାଠପଢା କଣ୍ଟିନ୍ୟୁ କରୁଛନ୍ତି । ବର୍ତ୍ତମାନ ଭୂବନେଶ୍ବରରେ ହିଁ ସେ ରହୁଛନ୍ତି ।

ତେବେ ସେ ଆଗକୁ ମଧ୍ୟ ଅଭିନୟ କ୍ଷେତ୍ରରେ କିଛି କରି ଦେଖାଇବେ ଏବଂ ଅଭିନୟରେ ହିଁ ନିଜର ପାରଦର୍ଶିତା ଦେଖେଇବେ ବୋଲି କେଟି ଏକ ଇଣ୍ଟରଭିୟୁ ମାଧ୍ୟମରେ କହିଛନ୍ତି । ତେବେ ଆପଣ ମାନେ ଆହୁରି ଜାଣି ଖିୁସି ହେବେ ଯେ କେଟିଙ୍କର ଆଗକୁ ଏକ ଧାରାବାହିକ ଜି ସାର୍ଥକ ଟିଭିରେ ଆସିବାକୁ ଯାଉଛି । ଏହି ଧାରାବାହିକରେ କେଟିଙ୍କୁ ଆପଣ ମାନେ ଲିଡ୍ ନାୟିକା ଭାବେ ଦେଖିବାକୁ ପାଇବେ । ତେବେ ଏଥିରେ ଖୁବ୍ ସୁନ୍ଦର ଆକ୍ଟି କରି ଲୋକ ମାନଙ୍କର ହୃଦୟକୁ ଜିତିବେ ବୋଲି କେଟି ଆଶା ବାନ୍ଧଛନ୍ତି ।

 


କେଟି ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ତୋ ଅଗଣାର ତୁଳସୀ ମୁଁ ଧାରାବାହିକରେ ପ୍ରଥମ ଥର ନଜର ଆସି ଲୋକ ମାନଙ୍କ ହୃଦୟକୁ ଜିତି ଥିବା ବେଳେ ଏବେ ଦ୍ବିତୀୟ ଥର ପାଇଁ ପୁଣି ଥିରେ ଜି ସାର୍ଥକରେ ଆସି ଲୋକ ମାନଙ୍କର ହୃଦୟ କୁ ବେଶ୍ ଛୁଇଁବେ ଏବଂ ସେତିକି ଭଲ ପାଇବା ଲୋକ ଦେବେ ବୋଲି ଏବେ କେଟି ଭାବି୍ଛନ୍ତି । ତେବେ ଦେଖାଯାଉ କେଟିଙ୍କର ଧାରାବାହିକ କେବେ ଆସୁଛି ଏବଂ ଲୋକମାନେ ଏହି ଧାରାବାହିକଟିକୁ କେତେ ଭଲ ଫାଇବା ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।