Odisha News Portal

ମେଡିକାଲ ବିଦ୍ୟା ଅନୁସାରେ କେତେଥର ଶାରୀରିକ ସମ୍ବନ୍ଧ ରଖିବା ପରେ ଜଣେ ମହିଳା ହୋଇଥାଏ ଗର୍ଭବତୀ ! ଗୁପ୍ତ ସମସ୍ୟା ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ,,,

ଆଜି ଆମେ ଆପଣଙ୍କୁ ସ୍ବାସ୍ଥ୍ୟା ସମ୍ବନ୍ଧୀୟ କିଛି କଥା କହିବାକୁ ଯାଉଛୁ । ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ ବହୁତ ସ୍ତ୍ରୀ ଲୋକମାନେ ମାଁ ହେବା ପାଇଁ କେତେ ବ୍ୟାକୁଳ ହୋଇଥାନ୍ତି । ବହୁତ ଚିନ୍ତାରେ ପଡି ଯାଆନ୍ତି ଯେ କାହିଁକିଁ ଏତେ ଚେଷ୍ଟା ପରେ ବି ସେମାନେ ଗର୍ଭଧାରଣ କରିପାରୁ ନାହାଁନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ସମ୍ଭନ୍ଧରେ କିଛି ଟିପ୍ପଣୀ ବା ତଥ୍ୟ ଦେବାକୁ ଚାହୁଁଛୁ ।

ବିବାହ ଏକ ପବିତ୍ର ବନ୍ଧନ, ଏହାର ସଂସାରର ନିୟମ । ସଂସାରକୁ ବଢାଇବା ପାଇଂ ଏହା ଆଦିମ କାଳରୁ ଚାଲି ଆସିଛି । ବିବାହ ପରେ ସନ୍ତାନ ଜନ୍ମ ହେବା ସ୍ବାମୀ ଏବଂ ସ୍ତ୍ରୀ ଉଭୟଙ୍କର ଏକ ବହୁତ ବଡ ଅଭିଳାଷ । ବାପା ମାଁ ହେବା ସମସ୍ତଙ୍କର ଗୋଟିଏ ସ୍ବପ୍ନ ଥାଏ । ତେବେ ଆପଣ ଦେଖିଥିବେ ବିବାହ ପରେ ପରେ କିଛି ମହିଳା ଗର୍ଭଧାରଣ କରନ୍ତି ତ କିଛି ମହିଳା ବିବାହର କିଛି ବର୍ଷ ପର୍ଯ୍ୟନ୍ତ ମଧ୍ୟ ମାଁ ହୋଇନଥାନ୍ତି ।

ତେବେ ଏହା ଯେ କେବଳ ସେମାନଙ୍କର କୌଣସି ଦୋଷ ତାହା ନୁହେଁ । ବରଂ କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ଆଜିକାଲି ବିବାହର ସଂଗେସଂଗେ ସନ୍ତାନ ଚାହାଁନ୍ତି ନାହିଁ । କିନ୍ତୁ ଏମିତିବି କିଛି ଲୋକ ଅଛନ୍ତି ଯେଉଁମାନେ ଚାହାଁନ୍ତିକି ଗର୍ଭଧାରଣ କରିବାରେ ସମୟ ନଲାଗୁ ।

ତେବେ ଗବେଷଣାରୁ ଜଣାଯାଇଛି ଯେ ମହିଳାମାନେ କେତେ ଥର ଶାରିରୀକ ସଂପର୍କ ରଖିଲେ ଗର୍ଭଧାରଣ କରିପାରିବେ । ଚାଲନ୍ତୁ ଜାଣିବା ସେହି ବିଷୟରେ ।


ଗବେଷଣା ଅନୁସାରେ ହାରାହାରି 78 ଥର ଶାରିରୀକ ସଂପର୍କ ରଖିବା ପରେ ହିଁ ମହିଳା ଗର୍ଭବତୀ ହୋଇଥାନ୍ତି । ଆଉ ଦମ୍ପତି ସାଧାରଣ ଭାବେ 145 ଦିନ ଏକତ୍ର ଅତିବାହିତ କରିବା ପରେ ମାଁ ବାପା ହେବାର ଉପଲବ୍ଧି ହାସଲ କରିଥାନ୍ତି ।ଏହି ଗବେଷଣା ପ୍ରାୟ 5 ପ୍ରତିଶତ ସ୍ବାମୀ ସ୍ତ୍ରୀ ସ୍ବିକାର କରିଛନ୍ତି । ସେମାନେ ମାନସିକ ଥରେ ଶାରିରୀକ ସଂପର୍କ ରଖିକରି ମଧ୍ୟ ଏଥିରେ୍ ସଫଳ ହୋଇଛନ୍ତି । ଆଉ କେତେକ ଆକଳନ ଅନୁଯାୟୀ ମାସକ ଭିତରେ13 ଥର ଏହିଭଳି ସଂପର୍କ ରଖିଲେ ହିଁ ପତ୍ନୀ ଗର୍ଭବତୀ ହୋଇଛନ୍ତି ।


43 ପ୍ରତିଶତ ମହିଳା ସ୍ବି୍କାର କରିଛନ୍ତି ଯେ , ସେମାନେ ଯେତେଥର ସଂପର୍କ ରଖିଲେ ବି ମାନସିକ ଚାପ ହେତୁ ଗର୍ଭବତୀ ହୋଇ ପାରନ୍ତି ନାହିଁ । ଗର୍ଭବତୀ ହେବା ପାଇଂ ମାନସିକ ଶାନ୍ତି ନିହାତି ଆବଶ୍ୟକବୋଲି ସେମାନେ ଦର୍ଶାଇଛନ୍ତି । ଏଥିରେ 50 ପ୍ରତିଶତ ଦମ୍ପତି ସ୍ବିକାର କରିଛନ୍ତି ଯେ, ସେମାନ ସାଧାରଣ ଭାବରେ ସଂପର୍କ ରଖିବା ପରେ ହିଁ ପତ୍ନୀ ଗର୍ଭବତୀ ହୋଇଛନ୍ତି । ତେବେ ଆପଣ ମାନେ ନିହାତି ଭାବରେ ଜାଣି ଯାଇ ଥିବେ ସେ କେତେ ଥର ସ୍ବାମୀ ସ୍ତ୍ରୀ ସଂମ୍ବନ୍ଧ ରଖିଲେ ପତ୍ନୀ ଗର୍ଭବତୀ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।