Odisha News Portal

ସପ୍ତାହ କୁ କେତେ ଥର ଶାରୀରିକ ସମ୍ପର୍କ କରିବା ଉଚିତ ll ଛୋଟ ଛୁଆ ମାନେ ଦେଖନ୍ତୁ ନାହିଁ

0 4

ଆପଣ ମାନେ ତ ବେଶ୍ ଭଲ ଭାବରେ ଜାଣିଥିବେ ଯେ ପ୍ରେମ ହେଉଛି ଗୋଟିଏ ପବିତ୍ର ସଂପର୍କ । ଆଉ ଏହି ସଂପର୍କ ଯେତେବେଳେ ବିବାହର ରୂପ ନେଇଥାଏ ତାହାକୁ ପବିତ୍ର ବନ୍ଧନର ସ୍ବକୃତି ଦିଆ ଯାଇଥାଏ । ତେବେ ଆପଣ ମାନଙ୍କ ମାନଙ୍କ ମନରେ ନିହାତି ଭାବରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ ଯେ ସପ୍ତାହରେ କେତେ ଥର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସଂପର୍କ ରଖିବା ସ୍ବାସ୍ଥ୍ୟପକ୍ଷେ ହିତକର ହୋଇଥାଏ ।ଆଉ ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କକୁ ମଜବୁତ ଏବଂ ଦୀର୍ଘସ୍ଥାୟୀ ରଖିବା ପାଇଂ ଶାରିରୀକ ସଂପର୍କ ରଖିବା ନିହାତି ଭାବରେ ଆବଶ୍ୟକ ।

ସବୁ ଝିଅ ଙ୍କ ର ଇଛା ଥାଏ ଯେ ତାର ସ୍ବାମୀ ତାକୁ ବହୁତ୍ ଭଲ ପାଉ ଓ ତାର ସମସ୍ତ ଇଛା ପୂରଣ କରୁ । ତାର ସମସ୍ତ ଇଛା ପୂରଣ କରୁ । କୁହାଯାଏ ଯେ ଶାରିରୀକ ସମ୍ପର୍କ ଦ୍ଵାରା ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଆହୁରି ମଜବୁତ୍ ହୋଇଥାଏ । ତେଣୁ ଅଧିକ ରୁ ଅଧିକ ସମ୍ପର୍କ ରଖିବା ଜରୁରୀ ଅଟେ । କିନ୍ତୁ ଅଧିକ ସମ୍ପର୍କ ରଖିବା ମଧ୍ୟ ଶରୀର ପ୍ରତି ଖରାପ୍ ଅଟେ ।

ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଅଧିକ ଥର ଶାରିରୀକ ସମ୍ପର୍କ ରଖିବା ଦ୍ଵାରା ଉଭୟ ସ୍ତ୍ରୀ ଓ ସ୍ବାମୀଙ୍କ ଉପରେ ଖରାପ୍ ପ୍ରଭାବ ପଡ଼ିଥାଏ । ବୟସ ଦୃଷ୍ଟିରେ ଦେଖିବା ପାଇଁ ଗଲେ 25-35 ବୟସ ରେ ଯୁବକ ଯୁବତୀ ଙ୍କ ଅଧିକ ଶାରିରୀକ ସମ୍ପର୍କ ରଖି ଥାଆନ୍ତି । ଧୀରେ ଧୀରେ ବୟସ ବଢିବା ବଢିବା ସହିତ ଶାରିରୀକ ସମ୍ପର୍କ ରଖିବା ର ଇଛା କମ୍ ହୋଇ ଥାଏ ।

ହୋଇଥିବା ରିସର୍ଚ୍ଚ ରିପୋର୍ଟ୍ ଅନୁସାରେ ଜଣେ ଯୁବକ 18-30 ବୟସ ଭିତରେ ସପ୍ତାହ କୁ ତିନି ଥର ଏବଂ ମାସ କୁ ବାର ଥର ଶାରିରୀକ ସମ୍ପର୍କ ରଖିବାକୁ ଇଛା କରି ଥାଏ ।ସେହି ପରି 30-45 ବର୍ଷ ର ବ୍ୟକ୍ତି ମାନେ ସପ୍ତାହ କୁ ଦୁଇ ଥର ଓ 45 ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତି ମାନେ ସପ୍ତାହ କୁ ଥରେ ଶାରିରୀକ ସମ୍ପର୍କ ରଖିବା ପାଇଁ ଇଚ୍ଛା କରି ଥାଆନ୍ତି।

ତେବେ ଶାରିରୀକ କ୍ଷମତା ଓ ଉର୍ଜା ଅନୁସାରେ ଶାରିରୀକ ସମ୍ପର୍କ ରଖିବା ଉଚିତ୍ ବୋଲି ରିସର୍ଚ୍ଚ ରୁ ଜଣା ପଡିଛି । ତେବେ ଯେଉଁ ଦମ୍ପତି ସପ୍ତାହ କୁ ସର୍ବନିମ୍ନ ଥରେ ବା ଏକ ଥର ଶାରିରୀକ ସମ୍ପର୍କ ରଖି ଥାଆନ୍ତି ସେମାନ ଙ୍କ ଜୀବନ ସୁଖ ମୟ ହୋଇଥାଏ ବୋଲି ରିସର୍ଚ୍ଚ ରୁ ଜଣା ପଡିଛି । ଏହା ଦ୍ବାରା ମନ କୁ ଆସୁଥିବା ଦୁଃଶ୍ଚିନ୍ତା କମ୍ ହୋଇ ଥାଏ । ଏହାର ମାନସିକ ମାତ୍ରା ସନ୍ତୁଳନ ଠିକ୍ ରହି ଥାଏ । ଏହା ସହିତ ଜଣେ ସୁସ୍ଥ ମଣିଷ ସପ୍ତାହ କୁ ଏକ ଥର ଶାରିରୀକ ସମ୍ପର୍କ ରଖିବା ଦ୍ଵାରା ଶାରିରୀକ ଓ ମାନସିକ ସ୍ଥିତି ଭଲ ରହି ଥାଏ ବୋଲି ହୋଇ ଥିବା ରିସର୍ଚ୍ଚ ର ରିପୋର୍ଟ୍ ରୁ ଜଣା ପଡିଛି।