Odisha News Portal

ଏହି ଘରୋଇ ଉପାୟ କୁ ଅବଲମ୍ବନ କରନ୍ତୁ ପେଟ,ଜଙ୍ଘ,ଅଣ୍ଟା,ହାତର ଚର୍ବି କୁ 7 ଦିନରେ ସବୁଦିନ ପାଇଁ ଦୂର କରନ୍ତୁ ! 100 % ଗ୍ୟାରେଣ୍ଟି…..

0 18

ଆଜି୍ ଆମେ ଆପଣ ମାନଙ୍କୁ ଗୋଟିଏ ଏମିତି ହୋମ୍ ରେମିଡି ବିଷୟରେ ଏହି ଲେଖା ମାଧ୍ୟମରେ ଜଣାଇବୁ ଯାହାକୁ ବ୍ୟବହାର କରିବା ପରେ ଆପଣ ନିଜର ମୋଟାପଣକୁ ଗୁଡବାୟ୍ କହି ପାରିବେ । ଆଜିକାଲି ସମସ୍ତଙ୍କର ଗୋଟିଏ ବଡ ସମସ୍ୟା ହେଉଛି ମୋଟାପଣ । ସମସ୍ତେ ନିଜର ମୋଟାପଣକୁ କମ୍ କରି ସ୍ଲିମ ଏବଂ ଫିଟ୍ ରହିବା ପାଇଁ ଚାହିଁଥାନ୍ତି । କିନ୍ତୁ ସବୁବେଳେ ସମସ୍ତଙ୍କର ସବୁ ସ୍ବପ୍ନ ପୂରଣ ହୋଇପାରେ ନାହିଁ । ସମସ୍ତେ ନିଜର ମୋଟାପଣକୁ କମ୍ କରିବା ପାଇଂ ଏକ୍ସାସାଇଜ୍ , ଟାଏଟ୍ ଏବଂ ମର୍ଣ୍ଣିଂୱାକ , ଇଭିନଙ୍ଗୱାକ୍ କରିଥାନ୍ତି , ଏହାସହିତ ବହୁତ ସାରା ହୋମରେମିଡି ବି ଟ୍ରାଏ୍ କରିଥାନ୍ତି । ତଥାପି ସେମାନଙ୍କୁ ସେତେ କିଛି ଖାସ୍ ରେଜଲ୍ଟ ମିଳେନାହିଁ ଏବଂ ତାଙ୍କର ମୋଟାପଣ କମେ ନାହିଁ ।

କିନ୍ତୁ ଆମେ ଏହା କହୁନାହୁଁ ଯେ ଏସବୁ କରିବା ଦ୍ବାରା ଆମ ବଡିରେ କିଛି ଇଫେକ୍ଟ ପଡୁନି ଏବଂ ଆମ ବଡି କିଛି ବି ପରିବର୍ତ୍ତନ ଆସେନି ତେଣୁ ଏସବୁ କରିବା ବେକାର ତେବେ ନାଁ ସେମିତି ଆମେ ଆଦୌ କହୁନୁ ଏହାଦ୍ବାରା ବି ଆମ ବଡିରେ ବହୁତ ସାରା ପରିବର୍ତ୍ତନ ଆସିଥାଏ ।

କିନ୍ତୁ ଏହା କରିବା ଦ୍ବାରା ବି ବହୁତ ଜଣଙ୍କର ମୋଟାପଣ କମେ ନାହିଁ । କାହିଁକି ନାଁ ଝାଳ ଦ୍ବାରା ହିଁ ଆମ ବଡିର ଏକ୍ସଟ୍ରା ଫେଟ୍ ବାହାରିଥାଏ । ଆଉ ବହୁତ ଜଣଙ୍କର ଏକ୍ସାସାଇଜ ଏବଂ ୱାଲ୍କ୍ କରିବା ପରେ ବି ତାଙ୍କ ଦେହରେ ଅଧିକ ଝାଳ ବାହାରିନଥାଏ , ଯେତିକି ବାହାରିବା କଥା । ଯେଉଂଥି ପାଇଁ ସେମାନଙ୍କର ବଡିର ଏକ୍ସଟ୍ରା ଫେଟ୍ ଯାଏ ନାହିଁ କିମ୍ବା ମୋଟାପଣ କମେ ନାହିଁ ।

ବହୁତ ଜଣ ସ୍ଲିମ ରହିବା ପାଇଁ ନହେଲେ ମୋଟା ହୋଇ ଯାଉଛନ୍ତି ଭାବି ଖାଇବା ଛାଡି ଦେଉଛନ୍ତି କିନ୍ତୁ ଏହା କରିବା ଦ୍ବାରା କିଛି ବି ଲାଭ ହେବ ନାହିଁ ବରଂ ଆପଣ ଅନେକ ରୋଗରେ ପଡିବେ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଗୋଟିଏ ଏମିତି ହୋମ୍ ରେମିଡ୍ ନେଇ ଆସିଛୁ ଯାହା କରିବା ଦ୍ବାରା ଆପଣ ଆପଣଙ୍କର ଏହି ମୋଟା ପଣକୁ ଖୁବ୍ ଶିଘ୍ର ଦୂର କରିପାରିବେ ।

ଯେମିତିକି ଆପଣ କେବଳ ପାଣି ଦ୍ବାରା ହିଁ ନିଜ ପେଟକୁ କମ୍ କରିପାରିବେ । କିନ୍ତୁ ଯଦି ଥଣ୍ଡା ପାଣି ବଦଳରେ ଗରମ ପାଣି ପିଇବେ ତେବେ ତାହା ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ ପ୍ରତିଦିନ ସକାଳେ ଉଠିବା ପରେ ଗରମ ପାଣି ପିଇବେ ତାହେଲେ ଆପଣଙ୍କ ପେଟର ଚର୍ବି କମ୍ ହେବାକୁ ଲାଗିବ । ଚାଲନ୍ତୁ ଜାଣିନେବା ଗରମ ପାଣିରେ କେଉଁ ଦୁଇଟି ଜିନିଷ ମିଶିକି ପିଇବା ଦ୍ବାରା ମୋଟପଣ କମିବାରେ ଆପଣଙ୍କୁ ବହୁତ ଅଥିକ ସାହାଯ୍ୟ ମିଳିବ ।


ଏକ ଗ୍ଲାସ ଉଷମ ପାଣିରେ ଅଧାଲେମ୍ବୁର ରସ ମିଶାଇଦେବେ ଏବଂ ଅଧାଚାମଚ ମହୁ ମିଶାଇଦେବେ । ଏହାପରେ ସକାଳୁ ଉଠିବା ପରେ ଏକ ଗ୍ଲାସ ଏହି ପାଣି ପିଅନ୍ତୁ ଦେଖିବେ ଆପଣଙ୍କ ମୋଟାପଣ କେତେ ଶିଘ୍ର କମ୍ ହେଇଯାଉଛି । ଆଉ ଦିନସାରା କେବଳ ଗରମପାଣି ହିଁ ପିଅନ୍ତୁ ସେଥିରେ କିଛି ବି ମିଶାନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।