Odisha News Portal

କାର୍ତ୍ତିକ ପୂର୍ଣ୍ଣିମା କୁ ଆଖି ଆଗରେ ରଖି ଦେଶରେ ପୁଣି ଶସ୍ତା ହେଲା ସୁନା ରୁପା ! ଜାଣନ୍ତୁ କେତେ ରହିଛି ଆଜିର ସୁନା ରେଟ୍ ……

0 3

ଆପଣ ମାନେ ସୁନା କି ରୂପା କିଣିବା ପାଇଁ ଚାହୁଁଛନ୍ତି କି ତେବେ ତା ପୂର୍ବରୁ ସୁନାର ରେଟ କେତେ ରହିଛି ତାହା ଜାଣିବା ଆପଣ ମାନେ ଜରୁରୀ ଅଟେ । କାହିଁକିନା ଆର୍ଥିକ ସମ୍ବଳକୁ ଦେଖିକରି ସୁନା କିମ୍ବା ରୂପା କିଣିବାକୁ ଯିବେ । ଯଦି ଆପଣ ଯେତେ ପରିମାଣରେ ଭାବିଥିବେ ତା ଠାରୁ ଅଧିକ ଯଦି ରେଟ ହୁଏ ତେବେ ତାହା କିଣିବା ପାଇଁ ଆପଣ ମାନଙ୍କୁ ବହୁତ ହିଁ ଦ୍ୱିଧା ହେବ । ତେବେ ସୁନା କି ରୂପା କିଣିବା ପୂର୍ବରୁ ତାହାର ରେଟ ସମ୍ବଦ୍ଧରେ ଜାଣିରଖିବା ନିତାନ୍ତି ଆବଶ୍ୟକ । ଆଜି ଆମେ ଆପଣ ସେହି ସୁନାର ଏବଂ ରୂପାର ରେଟ ବିଷୟରେ କିଛି ତଥ୍ୟ ପ୍ରଦାନ କରିବୁ କି ଏବେକା ସମୟରେ ଏହି ଦର କେତେ ରହିଛି ।

ଗତ କାଲିର ତୁଳନାରେ ଆଜିର 22 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି 150 ଟଙ୍କା କମିଛି । ସେହିପରି 24 କ୍ୟାରେଟ ସୁନାର ଦର ମଧ୍ୟ 150 ଟଙ୍କା କମିଛି । ଆଜି ଭାରତୀୟ ବଜାରରେ ସୁନାର ଦର 22 କ୍ୟାରେଟ ସୁନାର ଦାମ 10 ପ୍ରତି 48800 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି 50800 ଟଙ୍କା ପହଞ୍ଚିଛି । ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏବେ 22 କ୍ୟାରେଟ ଏବଂ 24 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି ଯଥାକ୍ରମେ 46200 ଏବଂ 50400 ଟଙ୍କା ଛୁଇଁଛି ।

ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନାର ଦାମରେ କେତେ ମାତ୍ରାରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ମୁମ୍ବାଇରେ 22 କ୍ୟାରେଟ ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 48800 ଏବଂ 50800 ଟଙ୍କା ରହିଥିବା ରେକର୍ଡ କରାଯାଇଛି । ନୂଆ ଦିଲ୍ଲୀରେ ଏହି ରେଟ ଯଥାକ୍ରମେ 48250 ଟଙ୍କା ଏବଂ 52650 ଟଙ୍କା ରହିଛି । ଦକ୍ଷିଣ ଭାରତ ପ୍ରମୁଖ ସହର ଚେନ୍ନାଇରେ 22 କ୍ୟାରେଟ ଏବଂ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 46400 ଟଙ୍କା ଏବଂ 59620 ଟଙ୍କା ।

ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ 22 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 50070 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 52450 ଟଙ୍କା ରହିଛି । ଅନ୍ୟ ପଟେ ରୂପାର ଦାମ କିଲୋଗ୍ରାମ ପ୍ରତି 66500 ଟଙ୍କା ରହିଥିବାର ରେକର୍ଡ କରାଯାଇଛି ।

ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଏବେ 22 କ୍ୟାରେଟ ଏବଂ 24 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି ଯଥାକ୍ରମେ 46200 ଏବଂ 50400 ଟଙ୍କା । ତେବେ ଯଦି ଆପଣ ମାନେ ଏହି ସମୟରେ କିଛି ସୁନା ଜିନିଷ କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାନେ ତାହାକୁ ଏବେ କିଣିପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।