ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି । ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି । ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା ।
ଆପଣ ମାନେ କୌଣସି ଜବ କରିବା ପାଇଁ ଗଲେ ପ୍ରଥମେ ଏନଟ୍ରାନ୍ସ ଦେବାକୁ ପଡେ ,ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି । ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି ।
ତେବେ ଆମ ଦେଶ ଓ ରାଜ୍ୟ ବିଷୟ ରେ ଏମିତି ଅନେକ ତଥ୍ୟ ରହିଛି ,ତେବେ ଏହା ଜାଣିବା ଆମର ବହୁତ ଆବଶ୍ୟକ , ଏହା ଆମର ଆଗକୁ କାମ ରେ ଲାଗିବ । ତେଣୁ କରି ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ସମ୍ବଦ୍ଧରେ ଆଲେଚନା କରିବୁ , ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା ଏବଂ ନିଜର ଜ୍ଞାନର ସୀମାକୁ ବୃଦ୍ଧି କରାଇବା ।
1– ତାହା କଣ ଯାହା ଆମ ପାଖରେ ଅଛି , ହେଲେ ଆମେ ତାକୁ ଦେଖିପାରନ୍ତି ନାହିଁ ?
ଉତ୍ତର – ପ୍ରତିଛବି
2–ଭାରତ ର ସବୁଠୁ ବଡ଼ ବନ୍ଦର କେଉଁଠି?
ଉତ୍ତର:- ମୁମ୍ବାଇ ରେ ରହିଛି।
3–ସେଇଟା କଣ ଯାହାର କାନ ଧରିଲେ ପାଣି ବାହାରେ କିଛି ନେଇ ନଥାଏ ?
ଉତ୍ତର – ନଳକୂପ
4–ଭିଟାମିନ୍ କେ ର ରାସାୟନିକ ନାମ କଣ ?
ଉତ୍ତର:- ଫିଲୋକ୍ଵନୋନ ହୋଇ ଥାଏ।
5–କେଉଁ ରାଜ୍ୟ ରେ ସବୁଠୁ ଅଧିକ ଲୁଣ ଉତ୍ପାଦନ ହୁଏ ?
![]()
ଉତ୍ତର:- ଗୁଜୁରାଟ ରେ ଅଧିକ୍ ଉତ୍ପାଦନ ହୁଏ।
6–ଆପଣଙ୍କ ଶରୀରରୁ ବାହାରୁ ଥିବା କେଉଁ ଜିନିଷ ଯାହା ଆପଣଙ୍କୁ ଛାଡି ଆଉ ସମସ୍ତଙ୍କୁ ହଇରାଣ କରେ ?
ଉତ୍ତର :– ଘୁଙ୍ଗୁଡ଼ି ର ଶବ୍ଦ
7–)କାହା ସହିତ ଝଗଡା କରେ ନାହିଁ ତଥାପି ସମସ୍ତେ ତାକୁ ମାରି ଥାନ୍ତି ସେ କିଏ ?
ଉତ୍ତର:-ଢୋଲ କୁ ମାରିଲେ
8–ଆଖିରେ କଳା ପଟି ହାତରେ ନିକିତି ଏହା କାହାର ପ୍ରତୀକ ଅଟେ ?
ଉତ୍ତର. ନ୍ୟାୟ
9–ଓଡ଼ିଶାର ଦେଖା ଯାଉ ଥିବl ଜନଜାତି ବା ଆଦିବାସୀ ସମ୍ପ୍ରଦାୟ ଟି କଣ ?
ଉତ୍ତର. କନ୍ଧ, ଓରାମ, ମୁଣ୍ଡା, ସାନ୍ତାଳ
10– ଅଚାନ କମାର ୱାଇଲଡ ଲାଇଫ ସଂକେଚେରୀ କେଉଁ ରାଜ୍ୟ ରେ ଅବସ୍ଥିତ ?
ଉତ୍ତର. ମୁଙ୍ଗେଲି, ଛତିଶଗଡ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।