Intresting GK Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?
ଆଜି ଆମେ ଆପଣ ମାନଙ୍କୁ କିଛି ମଜାଦାର ପ୍ରଶ୍ନ ବିଷୟରେ କହିବୁ , ଆପଣ ମାନେ ତ ସର୍ବଦା କୌଣସି ନା କୌଣସି ପ୍ରଶ୍ନର ଅଧ୍ୟୟନ କରୁଥିବେ । ଏହା ସହିତ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମଧ୍ୟ ଚାହାନ୍ତି । ଏବେକା ସମୟରେ ସମସ୍ତ ବିଷୟ ମଧ୍ୟରେ କମ୍ପଡିସନ ଆରମ୍ଭ ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ଏବେ କେମିତି ଉଚ୍ଚ ସ୍ଥାନରେ ରହିବେ ସେ ନେଇ ଚିନ୍ତା କରୁଛନ୍ତି, ଏଥିପାଇଁ ସେମାନଙ୍କୁ ଯେତେ କଷ୍ଟ କରିବାକୁ ପଡିଲେ ମଧ୍ୟ ସେମାନେ ତାହା କରୁଛନ୍ତି ।
ଆଜିର ସମୟରେ ଶିକ୍ଷା ବହୁତ ଉଚ୍ଚ ସ୍ଛାନ ଅଧିକାର କରିଲାଣି ଏବଂ ପ୍ରତ୍ୟେକ ଲୋକମାନେ ମଧ୍ୟ ଏବେ ଶିକ୍ଷା ଗ୍ରହଣ କରୁଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସେମାନେ କିପରି ଶିକ୍ଷାର ଉଚ୍ଚସ୍ତର ଅଧିକାର କରିବେ ସେ ନେଇ ଚିନ୍ତା କରନ୍ତି ଏବଂ ସେଥିପାଇଁ ଯେତେ କଷ୍ଟ କରିବାକୁ ପଡିଲେ ମଧ୍ୟ ସେମାନେ ତାହା କରିଥାନ୍ତି ।
ଶିକ୍ଷାକୁ ଏବେ ବହୁତ ମାତ୍ରାରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଏବଂ ପ୍ରତ୍ୟେକ ସ୍ଥାନରେ ଏବେ ପ୍ରତ୍ୟେକ ବ୍ୟକ୍ତିକୁ ସମସ୍ତ ପରୀକ୍ଷାରେ ଇଣ୍ଟରଭ୍ୟୁର ସାମ୍ନା କରିବାକୁ ପଡୁଛି । ପରୀକ୍ଷାକୁ ଏବେ ବହୁତ ମାତ୍ରାରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ଲୋକମାନେ ମଧ୍ୟ ସେଥିପାଇଁ ଜୋରଦାର ପ୍ରସ୍ତୁତ ମଧ୍ୟ କରୁଛନ୍ତି । ସର୍ବଦା କିଛି ନା କିଛି ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ପ୍ରଶ୍ନ ବିଷୟରେ କହିବୁ , ଯାହାକୁ ଆପଣ ମାନେ ଜାଣିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିବ ସେହି ସମସ୍ତ ପ୍ରଶ୍ନ ବିଷୟରେ ।
1–କେଉଁ ପକ୍ଷୀ ଅଣ୍ଡା ଦିଏ ହେଲେ ଛୁଆ ଫୁଟାଏ ନାହିଁ ?
ଉତ୍ତର–କୋଇଲି
2–କେଉଁ ଜୀବର ଚାରିଟି ପାକସ୍ଥଳୀ ରହିଥାଏ ?
ଉତ୍ତର–ଗାଈ
3–କେଉଁ ଜୀବ ତିନି ବର୍ଷ ଖୋଇଥାଏ ?
ଉତ୍ତର–ଗେଣ୍ଡା
4–କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର–ଘୋଡା
5–କେଉଁ ଜୀବ ଶୁଏ ନାହିଁ ?
ଉତ୍ତର–ପିମ୍ପୁଡି
6–କେଉଁ ଜୀବ 100 ଟି ଶବ୍ଦ କରେ ?
ଉତ୍ତର–ବିରାଡି
7–କେଉଁ ଜୀବ ପାଟିରେ ଚାଲେ ?
ଉତ୍ତର–ଗେଣ଼୍ଡା
8–କେଉଁ ଜୀବନ ରକ୍ତ ନୀଳ ଅଟେ ?
ଉତ୍ତର–ଝିଣ୍ଟିକା
9–ବିଶ୍ୱର କେଉଁ ଦେଶରେ ଦୁଇ ମୁଣ୍ଡିଆ ସାପ ଅଧିକ ଦେଖା ଯାଆନ୍ତି ?
ଉତ୍ତର–ଆମେରିକା
10–କେଉଁ ଦେଶରେ ସ୍ତ୍ରୀ ଲୋକମାନଙ୍କର ନିଶ ଏବଂ ଦାଡି ଉଟିଥାଏ ?
ଉତ୍ତର–ଇଥୋପିଆ
11–ଖଟା ମହୁ କେଉଁ ଦେଶରେ ମିଳିଥାଏ ?
ଉତ୍ତର -ବ୍ରାଜିଲ
12–କେଉଁ ଜୀବ ତା ପାଦରେ ଖାଦ୍ୟ ପଦାର୍ଥର ସ୍ୱାଦ ବାରିଥାଏ ?
ଉତ୍ତର- ପ୍ରଜାପତି
13–କେଉଁ ଦେଶରେ ସମସ୍ତ ମିଲେତାରୀ ଫୋର୍ସ ନାହାନ୍ତି ?
ଉତ୍ତର- ଆଇସଲାଣ୍ଡ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।