Odisha News Portal

ନାରୀ କେତେ ପ୍ରକାରର ! କେଉଁ ନାରୀକୁ ବିବାହ କଲେ ପୁରୁଷ ଜୀବନ ସୁଖମୟ ହୋଇଥାଏ ?

ଜ୍ୟୋତିଷ ଶାସ୍ତ୍ରରେ ନାରୀ ମାନଙ୍କ ଉପରେ ବହୁତ ପ୍ରକାର ବିବରମୀ ବର୍ଣିତ ଅଛି । ନାରୀ ମାନେ କେତେ ପ୍ରକାରର ସେମାନଙ୍କର ଗୁଣ କେତେ ପ୍ରକାରର ହୋଇଥାଏ , ତାହା ସମସ୍ତ ଜ୍ୟୋତିଶ ଶାସ୍ତ୍ରରେ ବର୍ଣ୍ଣିତ ହୋଇ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି ନାମୀ ମାନଙ୍କ ସମ୍ବଦ୍ଧରେ କହିବା । ତେବେ ଆସନ୍ତୁ ଜାଣିବା ସେହି ନାମୀ ମାନଙ୍କ ବିଷୟରେ ।

1–ପଦ୍ମିନୀ ନାରୀପଦ୍ମିନୀ ନାରୀଙ୍କୁ ଶାସ୍ତ୍ରେ ସର୍ବୋତ୍ତମ ମାନ୍ୟତା ପ୍ରଦାନ କରାଯାଇଛି । ଏମାନେ ସଂସାରରେ ବହୁତ କମ ମଧ୍ୟ ରହିଛନ୍ତି । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହି ନାମୀ ମାନେ ପୂଜା , ପାଠ ଏବଂ ସମସ୍ତ କାର୍ଯ୍ୟ ପ୍ରତି ଯତ୍ନବାନ ହୋଇଥାନ୍ତି । ଏହି ନାମୀ ମାନେ ଗୁରୁଜନ ମାନଙ୍କୁ ସମ୍ମାନ ଏବଂ ପଣ୍ଡିତ ମାନଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରିଥାନ୍ତି ।

ମାତା ପିତାଙ୍କର ସେବା କରିଥାନ୍ତି । ଏମାନଙ୍କର ଶରୀରରୁ ପଦ୍ମ ଫୁଲର ବାସ ବାହାରିଥାଏ । ଏମାନଙ୍କର କଥା ଶୌଳୀ ନମ୍ର ହୋଇଥାଏ । ପ୍ରଥମ ଦେଖାରେ ଏମାନେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି । ଏମାନେ ପତି ପରାୟଣ ହୋଇଥାନ୍ତି । ଏମାନଙ୍କର ଶରୀର ପତଲା ହୋଇଥାଏ । ଏମାନେ ମୃଗ ନୟନା ହୋଇଥାନ୍ତି । ଏହା ସହିତ ଶାନ୍ତ ସ୍ୱଭାବର ହୋଇଥାନ୍ତି ।

2–ଚିତ୍ରିଣୀ ନାରୀ

ଏମାନେ ପତିବ୍ରତା ହେଇଥାନ୍ତି , ଏମାନେ ସମସ୍ତ କାର୍ଯ୍ୟ ଅତି ଶୀଘ୍ର କରିଥାନ୍ତି । ଏମାନଙ୍କର ପାଖରେ ଅଧିକ ପରିଶ୍ରମ ଯୁକ୍ତ କାମ ହୋଇ ପାରିନତାଏ । ଏମାନେ ବିଚକ୍ଷଣା , ବୁଦ୍ଧିମତୀ ହୋଇଥାନ୍ତି । ଏମାନେ ସାଧୁ , ସନ୍ଥ ଏବଂ ପଣ୍ଟିତ ମାନଙ୍କର ସେବା କରିବାରେ ଆନନ୍ଦ ଅନୁଭବ କରିଥାନ୍ତି । ଏମାନେ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ସୁଶୀଳା ମଧ୍ୟ ହୋଇଥାନ୍ତି ।

ଏମାନଙ୍କର ମସ୍ତକ ଗୋଲାକାର ହୋଇଥାଏ । ଏହି ପ୍ରକାର ନାରୀ ମାନଙ୍କର ଆୟୁଷ ମଧ୍ୟମ ହୋଇଥାଏ । ଏମାନେ ଅଳ୍ପ ଆହାର କରିଥାନ୍ତି , ସତ୍ୟାପ୍ରିୟ ହୋଇଥାନ୍ତି । ଏମାନଙ୍କର ନିଦ୍ରା ମଧ୍ୟମ ଧରଣର ହୋଇଥାଏ । ଏମାନେ ଗୋରା ଏବଂ ସୁଗନ୍ଧ ପ୍ରିୟ ହୋଇଥାନ୍ତି । ମଧୁର କଥା କହିଥାନ୍ତି । ଅତ୍ୟନ୍ତ ସ୍ନେହୀ ହୋଇଥାନ୍ତି ।

3–ସଙ୍ଖିନୀ ନାରୀ

ସଙ୍ଖିନୀ ନାରୀ ଅନ୍ୟ ନାରୀ ମାନଙ୍କ ଅପେକ୍ଷା ଲମ୍ବା ହୋଇଥାନ୍ତି । ଏମାନଙ୍କର ନାକ ମୋଟା ଏବଂ ଆଖି ଅସ୍ଥିର ହୋଇଥାଏ । ଏମାନେ ସର୍ବଦା ଅସନ୍ତୁଷ୍ଟ ବା ଅପ୍ରସନ୍ନ ଦେଖା ଯାଆନ୍ତି । ଏମାନେ ବିନା କାରଣରେ କ୍ରୋଧି ହୋଇଥାନ୍ତି । ସ୍ୱାମୀଙ୍କ ଉପରେ ରୁଷ୍ଟ ହୋଇଥାନ୍ତି , ସ୍ୱାମୀଙ୍କର କଥା ମାନ୍ତି ନାହିଁ । ଏମାନଙ୍କର ପାଖରେ ଦୟାଭାବ ନଥାଏ ।

ଏମାନେ ପରିବାର ଠାରୁ ଆଲଗା ରହିବା ପାଇଁ ପସନ୍ଦ କରିଥାନ୍ତି । ଏମାନେ ଚୁଗୁଲି କରିବାକୁ ବହୁତ ପସନ୍ଦ କରିଥାନ୍ତି । ଏମାନଙ୍କର ଆୟୁଷ ଲମ୍ବା ହୋଇଥାଏ । ଜୀବନର ଶେଷ ସମୟରେ ଏମାନେ ବହୁତ କଷ୍ଟ ପାଇଥାନ୍ତି । ଏମାନଙ୍କର ଶରୀରରୁ ମାଛ ଗନ୍ଧ ବାହାରିଥାଏ । ଏମାନେ ସ୍ୱାମୀ ଏବଂ ଗୁରୁଜନ ମାନଙ୍କୁ ଖାତିର କରି ନଥାନ୍ତି ।

4–ହସ୍ତିନୀ ନାରୀ

ହସ୍ତିନୀ ନାରୀଙ୍କର ସ୍ୱଭାବ ସର୍ବଦା ପରିବର୍ତ୍ତନ ଶୀଳ ହୋଇଥାଏ । ଏମାନେ ସର୍ବଦା ଭୋଗ ବିଳାଶରେ ରହିବା ପାଇଁ ପସନ୍ଦ କରିଥାନ୍ତି । ଏମାନେ ଅଳସ ସ୍ୱଭାବର ହୋଇଥାନ୍ତି । ଏମାନହ୍କର ପାଦର ଆଙ୍ଗୁଠି ସମାନ ନଥାଏ । ହଠାତ ଆକସ୍ମିକ ଦୁର୍ଘଟଣା ବେଶି ଦେଖିବାକୁ ମିଲିଥାଏ । ସର୍ବଦା ଦୁଋକି ଥାନ୍ତି । ଏମାନଙ୍କୁ ସ୍ୱାଦିଷ୍ଟ ଭୋଜନ ଅତି ପ୍ରିୟ ହୋଇଥାଏ । ଏମାନଙ୍କର ଅଳ୍ପ କେଶ ରହିଥାଏ । ଏମାନେ ମୋଟି ହୋଇଥାନ୍ତି । ଏମାନଙ୍କର ଶରୀରରୁ ମଦର ଗନ୍ଧ ବାହାରିଥାଏ । କୃଶ୍ନ ବକର୍ଣ୍ଣ ହୋଇଥାନ୍ତି । ଗୀତ ପ୍ରିୟ ହୋଇଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।