Odisha News Portal

କେଉଁ ବୟସରେ ଯୌନ ସମ୍ପର୍କ ସ୍ଥାପନ କଲେ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ !20 , 30 .40 , 50 , ଜାଣନ୍ତୁ ପ୍ରକୃତ ବୟସ ସୀମା…..

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯାହା ଆଜିକାର ଯୁବ ସମାଜ ମାନେ ତ ଜାଣିବା ନିତାନ୍ତ ଆବଶ୍ୟକ । କାହିଁକିନା ଆଜି ଆମେ ଆପଣ ମାନଙ୍କୁ ଯୌନ ସଂପର୍କ ସ୍ଥାପନ କରିବାର ବୟସ ସୀମା ବିଷୟରେ କହିବୁ କି କେଉଁ ବୟସରେ ଏହି ସଂପର୍କ ସ୍ଥାପନ କଲେ ତାହା ଆପଣ ମାନଙ୍କ ପାଇଁ ହିତ ହୋଇଥାଏ । କାରଣ ଆଜିର ଯୁବପିଢି ମାନେ ତ ପ୍ରେମ ନୁହେଁ ତ ସେମାନେ କେବଳ ଶାରିରୀକ ସଂପର୍କ ପାଇଁ ପ୍ରେମ କରନ୍ତି ଏବଂ ତାହା ପୂରଣ ହୋଇଗଲେ ଆଉ ପ୍ରେମ ଦେଖିବାକୁ ମିଳେ ନାହିଁ । ତେବେ ସମସ୍ତଙ୍କ ପକ୍ଷେ ଯେ ଏପରି ହେଉଛି ତାହା କହିବା ଠିକ ନୁହେଁ । ମାତ୍ର ଏହି ସଂପର୍କ ସ୍ଥାପନ କରିବା ଏକ ସଠିକ ବୟସ ସୀମା ରହିଥାଏ ଯାହା ଦ୍ୱାରା କି ଆପଣଙ୍କର ମଧ୍ୟ ବହୁତ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ବିଶେଷଜ୍ଞ ମାନଙ୍କ ସୂଚନା ଅନୁସାରେ ଯେଉଁ ବ୍ୟକ୍ତି ମାନଙ୍କର ବୟସ ସୀମା 20 ହୋଇଥାଏ ସେହି ବ୍ୟକ୍ତି ମାନେ ପ୍ରାୟତଃ ଅପରାହ୍ନ 3 ଟା ସମୟରେ ଯୌନ ସଂପର୍କ ରଖିବା ପାଇଁ ବହୁତ ଇଚ୍ଛା କରିଥାନ୍ତି । ଏହି ବୟସର ଯୁବକମାନେ ଦିନରେ କୌଣସି ବି ସମୟରେ ଶାରୀରିକ ସମ୍ପର୍କ ରଖିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି ।


30 ବର୍ଷ ବୟସ କଥା କହିଲେ ଏହି ସମୟରେ ଲୋକମାନେ ନିଜର ବହୁତ ଅଭ୍ୟାସ ବଦଳାଇ ଦେଇଥାନ୍ତି । ତେବେ ଏହି ବୟସର ଲୋକମାନେ ପ୍ରାୟତଃ ସକାଳ ସମୟରେ ଯୌନ ସଂପର୍କ ରଖିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଏହି ବୟସର ଲୋକଙ୍କ ଠାରେ ସୂର୍ଯ୍ୟ ଉଦୟ ହେବା ପରେ ଉଭୟ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରନ୍ ସ୍ତର ବୃଦ୍ଧି ଘଟିଥାଏ ।

ଯେଉଁ ବ୍ୟକ୍ତି ମାନଙ୍କର ବୟସ 40 ହୋଇଥାଏ ସେହି ବ୍ୟକ୍ତି ବହୁତ କାର୍ଯ୍ୟଭାର ତୁଳାଇଥାନ୍ତି ଯେଉଁଥିପାଇଁ କି ସେମାନେ ରାତ୍ରିରେ ବହୁତ ଜଲଦି ଶୋଇ ପଡନ୍ତି । ତେଣୁ ଏମାନେ ବି ନିଜ ସାଥିଙ୍କ ସହ ସମ୍ପର୍କ ରଖିବା ସମୟରେ ପୂର୍ବ ଅପେକ୍ଷା ବହୁତ ପରିବର୍ତ୍ତନ ହୋଇଥାଏ । ତେଣୁ ଏମାନେ ଖୋଇବା ପୂର୍ବରୁ ରାତିରେ ଯୌନ ସଂପର୍କ ରଖିବା ପାଇଁ ଇଚ୍ଛା କରିଥାନ୍ତି । ଏହି ବୟସର ଲୋକ ମାନେ ଶୋଇବା ପୂର୍ବରୁ ଶାରୀରକ ସମ୍ପର୍କ ସ୍ଥାପନ କରିଲେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ବି ଉତ୍ତମ ହୋଇଥାଏ


50 ବର୍ଷରେ ପାଦ ଦେଲେ ଆପଣ ମାନଙ୍କର ବହୁତ ଚିନ୍ତା ବଢି ଯାଇଥାଏ । ଯେଉଁଥିପାଇଁ ଏମାନେ ରାତିରେ ଶୀଘ୍ର ବିସ୍ରାମ କରିବାକୁ ଚାହାନ୍ତି ଏବଂ ଏମାନେ ରାତିରେ ଶୋଇବା ପୂର୍ବରୁ ହିଁ ସଂପର୍କ ସ୍ଥାପନ କରିଥାନ୍ତି ।

60 ବର୍ଷ ବୟସ ଲୋକମାନେ ଶୋଇବା ପୂରେବରୁ ଶାରିରୀକ ସଂପର୍କ ରଖିବା ଉଚିତ କାରଣ ଯୌନ ସମ୍ପର୍କ ସନ୍ତୁଷ୍ଟି ପରେ ଶରୀରରେ ଅକ୍ସିଟୋସିନ୍ ନାମକ ଏକ ହରମୋନ୍ ନିର୍ଗତ ହୁଏ । ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଏହି ବୟସ ବର୍ଗର ଲୋକଙ୍କ ପାଇଁ ରାତି 10 ଟା ସମୟରେ ଯୌନ ସମ୍ପର୍କ ରଖିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।