Odisha News Portal

କେମିତି କଟିବ ଡିସେମ୍ବର ମାସଟି ମେଷ, ବୃଷ ଏବଂ ମିଥୁନ ରାଶିର । ଜାଣନ୍ତୁ ଆପଣ ଦିନ ପୁରା ମାସ କେମିତି ଅତିବାହିତ ହେବ ?

0 2

1. ମେଶ ରାଶି-.
ଚାକିରି କ୍ଷେତ୍ରରେ ଆପଣଙ୍କର ପଦନ୍ନୋତି ପ୍ରାପ୍ତ ହେବାର ସୂଚନା ରହିଛି । ବ୍ୟାପାରରେ ଚାଲି ଆସୁଥିବା ସବୁ ସମସ୍ୟା ଦୂର ହେବ । ଆୟ କରିବାର ନୂଆ ନୂଆ ଦି୍ଗ ଖୋଲିବ । ଆଗାମୀ ପରୀକ୍ଷାରେ ମଧ୍ୟ ଆପଣ ସଫଳତା ହାସଲ କରିବେ । ଲୋକପ୍ରିୟତା ହ୍ରାସ ପାଇବ , ନିଜର ଆସ୍ଥା ହରାଇବେ, ଅର୍ଥ ଅଭାବ ଅନୁଭବ କରିବେ । ଆକସ୍ମିକ କୌଣସି କଳହରେ ପଡି ପାରନ୍ତି ।

ଆର୍ଥିକ କ୍ଷତି ସହିବେ ଏବଂ ପାଇଥିବା ଦ୍ରବ୍ୟ ହରାଇ ବସିବେ । କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ , ପରିବାରରେ ସମସ୍ୟା ବଢିବ ଏବଂ ଖର୍ଚ୍ଚ ବଢିବାରୁ ବିଚଳିତ ରହିବେ । ଆତ୍ମୀୟଙ୍କ ଦ୍ବାରା ଅସୁବିଧାରେ ପଡି ପାରନ୍ତି । ପ୍ରତିକାର- ଗାଈକୁ ସବୁଜ ଘାସ କିମ୍ବା ଅନ୍ୟ କୌଣସି ଜିନିଷ ଖାଇବାକୁ ଦିଅନ୍ତୁ ।

2.ବୃଷ ରାଶି –

ଶିକ୍ଷା , ଚାକିରି , ପ୍ରେମ ଏବଂ ବ୍ୟାପାର ବାଣିଜ୍ୟା କ୍ଷେତ୍ରରେ ଆପଣଙ୍କୁ ବହୁତ ଶିଘ୍ର ନୂଆ ଖୁସି ଖବର ଶୁଣିବାର ସମ୍ଭାବନା ବନୁଛି ।କୌଣସି ଲୋକର କଥାରେ ପଡି ଆପଣ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ । ଆଉ ଯାହା ବି କରୁଛନ୍ତି ନିଶ୍ଚିତ ଭାବରେ ଭାବିଚିନ୍ତି କରନ୍ତୁ ଏବଂ ନିଜର ବିବେକ ବିଚାର ସହିତ କାର୍ଯ୍ୟ କରିବାର ଆପଣଙ୍କୁ ଆବଶ୍ୟକତା ରହିଛି । ଆପଣ ମାନଙ୍କର ମାନସିକ ଅଶାନ୍ତି ବଢିପାରେ । ଦୂର ବନ୍ଧୁଙ୍କ ଦ୍ବାରା ଅପମାନିତ ହୋଇ ପାରନ୍ତି ।

ଅଯଥା କାମରେ ଟଙ୍କା ବିନିଯୋଗ କରିବେ । କୌଣସି ଜାଗାରୁ ଅପମାନିତ ହୋଇପାରନ୍ତି ଏବଂ ଅବାଞ୍ଝିତ ପରିସ୍ଥିତିରେ ପଡିଯିବେ । ଶାରିରୀକ କଷ୍ଟ ଭୋଗିବେ । ଆପଣଙ୍କ ପାଇଂ ପରିବାରରେ କଳହ ସୃଷ୍ଟି ହୋଇପାରେ । ପ୍ରତିକାର- ଗରିବ ଲୋକ ମାନଙ୍କୁ ଅନ୍ନ କିମ୍ବା କିଛି ସାହାଯ୍ୟ କରନ୍ତୁ .

3. ମିଥୁନ ରାଶି –

ସମାଜରେ ଆପଣ ମାନଙ୍କର ମାନ ସମ୍ମାନ ଅଧିକରୁ ଅଧିକ ବଢିବ । ଆପଣଙ୍କ ବୈବାହିକ ଜୀବନରେ ଖୁସି ଆସିବାର ଦେଖା ଯାଉଛି । ସନ୍ତାନଙ୍କ ତରଫରୁ କୌଣସି ଉପହାର ମଧ୍ୟ ମିଳିପାରେ । ଭାଗ୍ୟ ଚମକିବା କାରଣରୁ ଆପଣଙ୍କର ସବୁ ଅଟକି ରହି ଥିବା କାର୍ଯ୍ୟ ଖୁବ୍ ଶିଘ୍ର ଆରମ୍ଭ ହେବ । ସମାଜରେ ଆପଣଙ୍କର ମାନ ସମ୍ମାନ ମଧ୍ୟ ବଢିବ । ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କର ବିବାହର ଯୋଗ ଏହି ନୂଆ ବର୍ଷରେ ବନୁଛି । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିବ ଏବଂ ପ୍ରେମ ସଂପର୍କ ମଧ୍ୟ ବହୁତ ଭଲ ରହିବ ।

ଅର୍ଥାଭାବର ଆଭାସ ମିଳିବ । ନିଜର ପରିବେଶରେ ପରିବର୍ତ୍ତନ ହେବ । ମାନ ସମ୍ମାନରେ ହାନୀ ଘଟିବ , ଉପଯୁକ୍ତ ନ୍ୟାୟ ପାଇ ପାରିବେ ନାହିଁ । ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ । ଉପରିସ୍ଥ କତୃପକ୍ଷଙ୍କ ଚାପ ବଢିଯିବ । ଆଳସ୍ୟ ଅନୁଭଭ କରିବେ ଏବଂ ଙଠାତ୍ ଦୁର୍ଘଟଣା ଗ୍ରସ୍ଥ ହୋଇ ପାରନ୍ତି । ପ୍ରତିକାର – ପ୍ରତ୍ୟେକ ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଚାଳିଷା ପାଠ କରନ୍ତୁ ଏବଂ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ପ୍ରଣାମ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।