Odisha News Portal

କେବେ ସ୍ତ୍ରୀ ମାନଙ୍କ ସହ ଶାରିରୀକ ସଂପର୍କ ରଖିବା ପାପ ହୋଇଥାଏ ! ପ୍ରତ୍ୟେକ ପୁରୁଷ ଙ୍କୁ ଏକଥା ଜାଣିବା ନିତ୍ୟାନ୍ତ ଆବଶ୍ୟକ….

ଆଜି ଆମେ ଆପଣ ମାନଙ୍କୁ କହିବୁ କି ରାତିରେ କେବେ ବା କେଉଁ ଦିନ ଏବଂ କେଉଁ କେଉଁ ସମୟରେ ଆପଣ ମାନେ ଶାରିରୀକ ସଂପର୍କ ରଖିବା ଉଚିତ ହୋଇନଥାଏ । ଏହା ସହିତ କେଉଁ ସମୟଟି ଆପଣ ମାନଙ୍କ ପାଇଁ ଶାରିରୀକ ସମୟ ରଖିଲେ ଉପଯୁକ୍ତ ହୋଇଥାଏ ଆଜି ସେ ବିଷୟରେ ଆପଣ ମାନଙ୍କୁ ଆମେ କହିବୁ । କରାଣ ଏହି କଥା ଜାଣିରଖିବା ଆପଣ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ଅଟେ । ଏହା ଦ୍ୱାରା ଆପଣ ମାନଙ୍କୁ ବହୁତ ଅସୁବିଧା ବା ସମସ୍ୟାରୁ ସମାଧାନ ହୋଇପାରିବେ । ସମସ୍ତ ସ୍ୱାମୀ ସ୍ତ୍ରୀ ମାନଙ୍କୁ ଏହି କଥା ଜଣାଥିବା ଦରକାର ।

ଆଜି ପର୍ଯ୍ୟନ୍ତ ଆପଣ ମାନେ ଶାସ୍ତ୍ର ବିଷୟରେ ଅନେକ କଥା ଶୁଣିଥିବେ । ଜଣେ ବ୍ୟକ୍ତିର ଜୀବନ ଶୈଳୀରର ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଯଦି କେହି ବ୍ୟକ୍ତି ଏହି ଜ୍ୟୋତିଷ ଶାସ୍ତ୍ର ସମସ୍ତ କଥାକୁ ମାନି କରି ତାର ସମସ୍ତ କାର୍ଯ୍ୟ କରେ ତେବେ ସେହି ବ୍ୟକ୍ତି କେବେବି କୌଣସି ପ୍ରକାର ଅସୁବିଧାରେ ପଡିନଥାଏ ।

ଜ୍ୟୋତିଷ ଶାସ୍ତ୍ର ଏମିତି ଏକ ଶାସ୍ତ୍ର ଅଟେ ଯେଉଁଥିରେ ସମସ୍ତ କଥାର କିଛି ନା କିଛି ଉପାୟ ରହିଥାଏ । ଜଣେ ମନୁଷ୍ୟ ତାର ଜୀବନରେ କଣ କରିବା ଉଚିତ କରିବା ଉଚିତ ନୁହେଁ ସେ ସମସ୍ତ କଥା ବିଷୟରେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣିତ ହୋଇ ରହିଥାଏ । ଯଦି ଆପଣ ମାନେ ଜ୍ୟୋତିଷ ଶାସ୍ତ୍ରର ସେହି ସମସ୍ତ କଥା ମାନି ଚଳନ୍ତି ତେବେ ଆପଣଙ୍କର ସମସ୍ତ କାମ ସଠିକ ହୋଇଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି କଥା ବିଷୟରେ କହିବା ଯାହା ଆପଣ ମାନେ ନିତାନ୍ତ ଜାଣିବା ଆବସ୍ୟକ ଅଟେ । କାରଣ ଏହା ଆପଣଙ୍କର ଜୀବନରେ ବହୁତ ପ୍ରଭାବ ପକାଇଥାଏ । ତେବେ ଆମେ କହିବା କି ଆପଣ ମାନେ କେଉଁ କେଉଁ ଦିନ ବା ବାରରେ ଶାରିରୀକ ସଂପର୍କ ରଖିବା ଠିକ ହୋଇନଥାଏ । ଏହା ସହ କେଉଁ ଦିନରେ ସମସ୍ତ ମାନେ କଣ କରିବା ଉଚିତ ନୁହେଁ ।


ଶାସ୍ତ୍ରରେ ବର୍ଣିତ ହୋଇଛି କି ବା ପୂର୍ବ କାଳରେ ଲୋକମାନଙ୍କର ବିଶ୍ୱାସ ବା ଧାରଣ ରହିଛି କି ସ୍ତ୍ରୀ ମାନେ ଅଷ୍ଟମୀ , ଚତୁଃଦୁର୍ଶୀ , ପୂର୍ଣ୍ଣିମା , ଅମାବଶ୍ୟା ଓ ସଂକ୍ରାନ୍ତିରେ ସ୍ତ୍ରୀ ମାନେ ତୈଳ ମର୍ଦନ କରିବା ଉଚିତ ନୁହେଁ । ଏହା ସହ ଅଷ୍ଟମୀ , ଚତୁଃଦୁର୍ଶୀ , ପୂର୍ଣ୍ଣିମା , ଅମାବଶ୍ୟା ଏବଂ ସଂକ୍ରାନ୍ତିରେ ସ୍ତ୍ରୀ ମାନେ ମତ୍ସ୍ୟ ଏବଂ ମାଂସାଦି ଖାଇବା ଉଚିତ ନୁହେଁ । ଏହା ସହିତ ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନେ ଅଷ୍ଟମୀ , ଚତୁଃଦୁର୍ଶୀ , ପୂର୍ଣ୍ଣିମା , ଅମାବଶ୍ୟା ଏବଂ ସଂକ୍ରାନ୍ତିରେ ସ୍ତ୍ରୀ ସହ ସମ୍ଭୋଗ ରଖିବା ମହାପାପ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।