Bollywood ରେ ସଫଳତା ପାଇବା ପାଇଁ ଏହି 5 ଜଣ ଅଭିନେତ୍ରୀ କରିଥିଲେ ବୋଲ୍ଡ ସୀନ ! ନମ୍ବର 2 ଜଣଙ୍କ ସଫଳତା ପାଇଁ ଏମିତି କିଛି କରିଦେଲେ .ଛି ଛି ଏମିତି କେହି କରେ କି …..

ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରତ୍ୟେକ ଦିନ ଏପରି କିଛି ଖବର ସାମ୍ନାକୁ ଆସିଥାଏ . ଯାହାକୁ ଶୁଣିବା ପରେ ଆମର ପ୍ରଶଂସକ ମାନେ ସହଜରେ ବିଶ୍ବାସ କରିପାରନ୍ତି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ପରି ଗୋଟିଏ କଥା କହିବାକୁ ଯାଉଛୁ, ଯାହକୁ ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା । ତେବେ ଆପଣ ମାନେ ଜାଣିଥିବେ କଳାକାର ମାନଙ୍କର ସୁନ୍ଦରତା ହିଁ ସେମାନଙ୍କର ସଫଳତାର ପ୍ରଥମ ପାହାଚ । କାହିଁକି ନାଁ ଅଭିନେତ୍ରୀ ମାନଙ୍କ ସୁନ୍ଦରତା ହିଁ ତାଙ୍କ ପାଇଁ ସବୁ କିଛି ହୋଇଥାଏ, ତାଙ୍କ ପାଇଁ ଅଭିନୟ ଦୁନିଆକୁ ପ୍ରବେଶ କରିବାର ଗୋଟିଏ ବଡ ଆସ୍ତ୍ର ହୋଇଥାଏ ।

ସେମାନଙ୍କର, ସୁନ୍ଦରତା ପାଇଁ ତାଙ୍କୁ ବହୁ ଫିଲ୍ମ ଅଫର ମିଳିଥାଏ । ବଲିଉଡରେ ସଫଳତା ପାଇବା ପାଇଁ ଅଭିନେତ୍ରୀ ମାନେ ବହୁତ କିଛି କରିଥାନ୍ତି । ହେଲେ ବନ୍ଧୁଗଣ ବଲିଉଡରେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ବୋଲ୍ଟସିନ୍ସ ଦେଇ ସଫଳତା ପାଇଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ବଲିଉଡର ସେହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁ ମାନେ କେବଳ ନିଜର ବୋଲ୍ଡ ସୀନ ପାଇଁ ହିଁ ସଫଳତା ପାଇଛନ୍ତି ।

1. ସର୍ଲିନ ଚୋପଡା-

ସର୍ଲିନ ଚୋପଡା ସାଧାରଣତ ବୋଲ୍ଟ ସିନ୍ସ ପାଇଁ ବଲିଉଡରେ ପରିଚିତ ଅଛନ୍ତି । ସର୍ଲିନ କେବେହେଲେ ବଲିଉଡ ଫିଲ୍ମରେ ବୋଲ୍ଟ ସିନ୍ସ ଦେବାରେ ଆପତ୍ତି କରନ୍ତି ନାହିଁ । ଫିଲ୍ମ କାମସୁତ୍ରରେ କାମ କରି ସର୍ଲିନ ବୋଲ୍ଟ ସିନ୍ସର ସମସ୍ତ ସୀମାକୁ ପାର କରିଦେଇଥିଲେ । ଏତେ ବୋଲ୍ଟ କଣ୍ଟେଣ୍ଟ ଥାଇ ମଧ୍ୟ ଏହି ଫିଲ୍ମଟି ଅଧିକ ସଫଳତା ହାସଲ କରିପାରି ନଥିଲା ।

2. ସନି ଲିଓନି-

ବଲିଉଡର ଫେମସ ଅଭିନେତ୍ରୀ ସନି ଲିଓନି । ସାଧାରଣତଃ ସନିଙ୍କୁ ତାଙ୍କ ସେକ୍ସି ଫିଗର ଏବଂ ବୋଲ୍ଟ ସିନ୍ସ ପାଇଁ ଫିଲ୍ମରେ ନିଆଯାଇଥାଏ । ସନି ନିଜ ବୋଲ୍ଟ ସିନ୍ସ ଓ ସେକ୍ସି ଅବତାର ପାଇଁ ଆଜି ବଲିଉଡରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

3.ପୁନମ ପାଣ୍ଡେ-


ବଲିଉଡର ଫେମସ୍ ବୋଲ୍ଡ ସିନ୍ ଅଭିନେତ୍ରୀ ପୁନମ ପାଣ୍ଡେ । ପୁନମ ବହୁତ କମ ଫିଲ୍ମରେ କାମ କରିଛନ୍ତି । ପୁନମ ଏକ ଭଲ ଅଭିନେତ୍ରୀ ହୋଇନଥିଲେ ମଧ୍ୟ ତାଙ୍କୁ କେବଳ ବୋଲ୍ଟସିନ୍ସ ପାଇଁ ଫିଲ୍ମରେ ନିଆ ଯାଉଛି ।

4.ରାଧିକା ଆପ୍ତେ-


ରାଧିକା ଆପ୍ତେ ବଲିଉଡର ବହୁତ ଫିଲ୍ମରେ କାମ କରିଥିଲେ ମଧ୍ୟ ତାଙ୍କୁ କେବେଳ ନିଜର ବୋଲ୍ଟ ଲୁକ୍ ପାଇଁ ଫିଲ୍ମରେ କାମ ମିଳୁଛି । ରାଧିକା ଫିଲ୍ମ ‘ପାର୍ଚଡ’ରେ ନ୍ୟୁଡ ସିନ୍ସ ମଧ୍ୟ ଦେଇଛନ୍ତି । ଯାହା ଫଳରେ ଏହି ଫିଲ୍ମଟି ବହୁତ ସମସ୍ୟାର ସମ୍ମୁଖୀନ ହୋଇଥିଲା ।

5. ନେହା ଧୂପିଆ-


ବଲିଉଡରେ ନେହା ଜୁଲି ଏବଂ ସୀସା ପରି ବୋଲ୍ଟ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସିଲ କରିଛନ୍ତି । ଏହି ଫିଲ୍ମରେ ବହୁତ ବୋଲ୍ଟ ସିନ୍ସ ଦେବା ପରେ ମଧ୍ୟ ନେହା ଅଧିକ ସଫଳତା ହାସିଲ କରିପାରିଲେ ନାହିଁ । ନେହାଙ୍କୁ କେବଳ ବୋଲ୍ଟ ସିନ୍ସ କରିବା ପାଇଁ ବଲିଉଡରେ ଫିଲ୍ମ ଦିଆଯାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment